Yearly Archives

2024

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଅଜୟ କୁମାର…
Read More...

ନବୋଦୟ ବିଦ୍ୟାଳୟରେ ଗଛଟିଏ ମା’ ପାଇଁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଜବାହର ନବୋଦୟ ବିଦ୍ୟାଳୟ ପରିସରରେ 'ସାମ୍ପ୍ରଦାୟିକର ଯୋଗଦାନ ଦିବସ' ପାଳିତ ହୋଇଯାଇଛି । ଏହି ଦିବସରେ 'ଗଛଟିଏ ମା' ପାଇଁ' କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଯାଇଛି । ଯେଉଁଥିରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା…
Read More...

ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ‘ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା’ ଶୀର୍ଷକ…

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଆଜି ଅପରାହ୍ନ ୫ଟା ସମୟରେ ତୁଷୁରା ଅଗ୍ରସେନ ଭବନର ସଭାଗୃହରେ ସଂସଦର ସଭାପତି ଅଖିଳ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ 'ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ…
Read More...

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟର ବାଜିମାତ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲିକତା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ବିଭାଗରେ କର୍ମଚାରୀମାନଙ୍କର ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଉଦ୍ଦିଷ୍ଟ କର୍ମଚାରୀ ବ୍ୟାଙ୍କ ସମବାୟ ସମିତି (ଅର୍ବାନ ବ୍ୟାଙ୍କ)ର ସୁପରିଚାଳନା ପାଇଁ ଡେଲିଗେଟ୍‌ ଓ ଡାଇରେକ୍ଟର ନିର୍ବାଚନ ଗତ…
Read More...

ବରିଷ୍ଠ ନାଗରିକ ବାଞ୍ଛାନିଧି ରଥଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିରର ବରିଷ୍ଠ ସଦସ୍ୟ ବାଞ୍ଛାନିଧି ରଥଙ୍କ ୯୩ତମ ଜନ୍ମଦିନ ସ୍ଥାନୀୟ କୋଶଳ ନଗର ସ୍ଥିତ ସାନ ଭାଇ ଡ. ଗୋପବନ୍ଧୁ ରଥଙ୍କ ବାସଭବନରେ ଆନନ୍ଦ, ଉଲ୍ଲାସର ସହ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମର…
Read More...

ପାଇକମାଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଙ୍କ ସହଯୋଗରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସୁଚାରୁ ରୂପେ ପ୍ରଦର୍ଶିତ…
Read More...

ପୁରୁଷ, ମହିଳା ଏବଂ ଭେଟେରାନ୍‌ ବର୍ଗରେ ଆଜି ହେବ ଫାଇନାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାରିଦିନ ବ୍ୟାପି ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟାନ୍‌ସିପ୍‌ ଆଜି ତୃତୀୟ ଦିନରେ ପହଞ୍ଜିଛି । ମଧ୍ୟାହ୍ନ ସୁଦ୍ଧା ସମୁଦାୟ ୪ଟି କୋର୍ଟରେ ପ୍ରାୟ ୭୦ରୁ ଅଧିକ ମ୍ୟାଚ୍‌ ସମ୍ପୂର୍ଣ୍ଣ…
Read More...

ବାଦିଘୋର ବ୍ରିଜ୍‌ ଉପରେ ବିପଦ ସାଜିଛି କାଦୁଅ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛି ମାସ ଆଗରୁ ବଲାଙ୍ଗିରରୁ ଚନ୍ଦନଭାଟି ରାସ୍ତାରେ ପଡୁଥିବା ବାଦିଘୋର ବ୍ରିଜ୍‌କୁ ବଡ ନୂତନ ବ୍ରିଜ୍‌ରେ ପରିଣତ କରିବା ପାଇଁ ବଲାଙ୍ଗିର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଶୁଭ ଦେଇଥିଲେ । ଅଞ୍ଚଳରେ ବନ୍ୟା ହେଲେ ଯିବାଆସିବା କରିବା…
Read More...

ବଲାଙ୍ଗିରର ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଗଙ୍ଗା ଜଳାଶାୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଆଜି ଶ୍ରାବଣ ଧାର୍ମିକ ମାସ ଉପଲକ୍ଷେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଥିଲା । ସକାଳ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟବସାୟୀ ପୁରନ ମଲ ଅଗ୍ରୱାଲଙ୍କ…
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ

ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି : ମାଧବ କୌଶିକ କୋଲକାତା : କୋଲକାତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟରେ ଏକାଡେମୀ ତରଫରୁ ଆୟୋଜିତ ଦ୍ୱିଦିବସୀୟ ନିରେନ୍ଦ୍ରନାଥ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ…
Read More...