Yearly Archives

2024

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲୋକ ସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ୍…
Read More...

ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଶେଷ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ…
Read More...

ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୩୦ରେ 'ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ' ପାଳନ କରାଯାଏ । ଏହି ଦିବସରେ ବନ୍ଧୁମାନଙ୍କୁ ସମ୍ମାନିତ କରିବା ଏବଂ ଆମ ଜୀବନରେ ଉନ୍ନତି ଆଣିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା । ବନ୍ଧୁମାନେ ଆମ ଜୀବନକୁ…
Read More...

ଟ୍ରାକ୍ଟର ଚୋରକୁ ଗିରଫ୍‌ କଲା ଲୋଇସିଂହା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଚୋରକୁ ଗିରଫ୍‌ କଲା ଲୋଇସିଂହା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଲୋଇସିଂହା ଥାନା ନଅଗାଁ(ବି) ନିବାସୀ ନିରଂଜନ ପଧାନ ଗତ ୨୧ ତାରିଖ ଦିନ ରାତିରେ ରୁଗୁଡିଖାଲ୍‌ରେ ଥିବା…
Read More...

ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘ ପୁର୍ନଗଠିତ

ଭୁବନେଶ୍ୱର :୨୯-୦୭-୨୦୨୪ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘର ପୁର୍ନଗଠିତ ହୋଇଯାଇଛି । ଉକ୍ତ ସାଂଗଠନିକ ବୈଠକ ରବିବାର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକଙ୍କ ସଭାପିତତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବରେ ଶରତ…
Read More...

ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସର ଗ୍ରହଣ କରିଥିବା ବିଆରୟସିସି ଟିକେଚନ୍ଦ୍ର ମାଝୀ ଓ ପ୍ରଧାନ ଶିକ୍ଷକ ଅରୁଣ କୁମାର ଠାକୁରଙ୍କୁ ଭବ୍ୟ ଆୟୋଜନ ମଧ୍ୟରେ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର…
Read More...

କନସିଂହା ସେବା ସମବାୟ ସମିତିରେ ଜାଲିଆତି କାରବାର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜାମଖାରର ପଦ୍ମଲୋଚନ ଧରୁଆ କନସିଂହା ସେବା ସମବାୟ ସମିତି ଏକ ଲିଖିତ ଅଭିଯୋଗ କରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପଦ୍ମଲୋଚନ ଧରୁଆ ଜଣେ କ୍ଷୁଦ୍ର ଚାଷୀ ଅଟନ୍ତି । ସେ ଚଳିତ…
Read More...

ଡ. ଅନ୍ତର୍ଜିତା ନାୟକଙ୍କ ‘ପୁସ୍ତକ କୁସୁମ’ ଓ ‘ପରୀକ୍ଷାର ପରୀକ୍ଷା’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଭିବ୍ୟକ୍ତି ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ ତରଫରୁ ଡ. ଅନ୍ତର୍ଜିତା ନାୟକଙ୍କ ଦୁଇଖଣ୍ଡ ପୁସ୍ତକ କୁସୁମ-ବ୍ୟବସ୍ଥାର ଅବ୍ୟବସ୍ଥାରେ ଆଦିବାସୀ ଓ ପରୀକ୍ଷାର ପରୀକ୍ଷା - ଶିକ୍ଷାଦାନ, ପରୀକ୍ଷା, ମୂଲ୍ୟାୟନ ପଦ୍ଧତି ଉନ୍ମୋଚିତ ହୋଇଯାଇଛି । ଡ.…
Read More...

ଡୁଙ୍ଗୁରିପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୯୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଯୁଗ୍ମ ଜନ ଶୁଣାଣି ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…
Read More...

ଭାଲୁମୁଣ୍ଡା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଲୁମୁଣ୍ଡା ପଞ୍ଚାୟତ…
Read More...