Yearly Archives

2024

ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବମ ଓ ଦଶମ ଶ୍ରେଣୀର ୬୬ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିଲେ । ବୈଠକରେ ଶିକ୍ଷା ସପ୍ତାହ ପାଳନ,…
Read More...

ଦିଲ୍ଲୀରୁ ନୀତି ଆୟୋଗ ବୈଠକରୁ ଫେରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି.ଏସ୍‌) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା । ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ । ନୀତି…
Read More...

କେରଳରେ ଭୟଙ୍କର ଭୂସ୍ଖଳନ : ୩୬ ମୃତ

କେରଳ : କେରଳରେ ଭୟଙ୍କର ଭୂସ୍ଖଳନ । କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିବା ସୂଚନା ରହିଛି । ଏହାସହ ମାଡ଼ି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ…
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ସପ୍ତାହର ସପ୍ତମ ତଥା ଅନ୍ତିମ ଦିବସକୁ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଜୁଲାଇ ୨୯ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ବିଦ୍ୟାଳୟ ପରିସରରେ ସମ୍ପ୍ରଦାୟ ଯୋଗଦାନ ଦିବସ ରୂପେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର…
Read More...

୨୦୦ ଲିଟର ନକଲି ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ବାଲେଶ୍ୱର : ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରି ଅବକାରୀ ବିଭାଗ ୨୦୦ ଲିଟର ନକଲି ବିଦେଶୀ ମଦ ଜବତ କରିଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ନୀଳକଣ୍ଠପୁରର ସୁବାସ ନାୟକଙ୍କ ଘରୁ ଜଳେଶ୍ୱର ସେଟ୍‌ଲାଇଟ୍‌ ଅବକାରୀ ବିଭାଗ ଖବର ପାଇ ଯାଞ୍ଚ କରିଥିଲେ । ପରେ ପ୍ରାୟ…
Read More...

ମୁମ୍ବାଇ ଅଭି‌ମୁ‌ଖେ ଯାଉଥିବା ଟ୍ରେନ୍‌ ଲାଇନ୍‌ଚ୍ୟୁତ : ୨ ମୃତ, ୨୦ ଆହତ

ରାଉରକେଲା : ଆଜି ସକାଳେ ଝାରଖଣ୍ଡରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ୍‌ର ପ୍ରାୟ ୧୮ଟି କୋଚ୍ ଲାଇନ୍‌ଚ୍ୟୁତ୍‌ ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହିତ ୨୦ ଜଣ ଆହତ ହୋଇଛନ୍ତି । ହାୱାଡ଼ା-ସିଏସ୍‌ଏମ୍‌ଟି ଏକ୍ସପ୍ରେସ ଭୋର୍‌ ୩.୪୫ ସମୟରେ ଜାମସେଦପୁର ଠାରୁ ୮୦…
Read More...

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାୟଗଡ଼ା ସହରର ଟେଲିଫୋନ୍‌ ଏକ୍ସଚେଞ୍ଜ ଲେନ୍‌ରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ହତ୍ୟା ପରେ ସ୍ଵାମୀ ଫେରାର୍‌ ହୋଇଯାଇଛି । ମୃତ ମହିଳା ହେଲେ ପି. ଗୌରୀ(୪୫) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା । ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଏହି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇ ଥିବାବେଳେ ଜିଲ୍ଲା ପ୍ରଶାସନକୁ…
Read More...

ରାସ୍ତା କଡ଼ରେ ପଡ଼ିଛି ମୃତଦେହ : ହତ୍ୟା ସନ୍ଦେହ

ଭୁବନେଶ୍ୱର : ରାସ୍ତା କଡ଼ରେ ପଡ଼ିଛି ମୃତଦେହ । ଭୁବନେଶ୍ୱର ଲୁମ୍ବିନୀ ବିହାର ଏବଂ ମୈତ୍ରୀ ବିହାରକୁ ସଂଯୋଗ କରୁଥିବା ୨ ଶହ ଫୁଟିଅ ଟିଆ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ଲୁମ୍ବିନୀ ବିହାର ଏବଂମୈତ୍ରୀ ବିହାରକୁ ସଂଯୋଗ…
Read More...

ମହୁଲବାହାଲି ରେଳ ଅଣ୍ଡର ବ୍ରିଜ୍‌ରେ ପାଣି : ତୁରେକେଲା-ନୁନହାଡ ପିଡବ୍ଲୁଡିରାସ୍ତା ବାଧାପ୍ରାପ୍ତ

ଯାତାୟତ ଅସୁବିଧାରେ ନୂଆପଡା ଓ ଝରଣି ଗ୍ରାମବାସୀ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାକୁ ସଂଯୋଗ କରୁଥିବା ନୁନହାଡ-ତୁରେକେଲା ଭାୟା-ମହୁଲବାହାଲ ପିଡବ୍ଲୁଡି ରାସ୍ତା ଜୁଲାଇ ମାସର ଝରି ବର୍ଷା ଯୋଗୁଁ ଗମନାଗମନରେ ଘୋର ଅସୁବିଧା ଦେଖାଦେଇଛି ।…
Read More...