Monthly Archives

April 2024

ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜାତୀୟ ରାଜପଥ ୫୫ ପଞ୍ଚ ମହଲା ନିକଟରେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ । ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକ୍‌କ୍ଟି ଗଛରେ ପିଟି ହୋଇଥିଲା । ମୃତକ ୩ ଜଣ ଡେରେଜାଙ୍ଗ ଅଞ୍ଚଳର ରାଜେନ୍ଦ୍ର ପ୍ରଧାନ, ଛୋଟୁ ପ୍ରଧାନ ଏବଂ କୃପା
Read More...

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ରାଷ୍ଟ୍ରବାଦୀ ଯୁବନେତା କିଶୋର ବିଭାରଙ୍କ ନେତୃତ୍ୱରେ ବିଜେପି ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ (କୁନା ଦାଦା)ଙ୍କ ସହ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରରେ ଆସୁଥିବା ବରଗଡ଼ ବିଧାନସଭା, ଅତାବିରା ବିଧାନସଭା, ଭଟଲି ବିଧାନସଭା ତଥା ବିଜେପୁର
Read More...

ମୁରିବାହାଲରୁ ବିଦ୍ୟୁତ୍ ତାର ଚୋରୀ : ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ, ଦୁଇ ବାଇକ ସହ ୧୨ ବଣ୍ଡଲ ତାର ଜବତ

ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡାର ଜଣେ ଅଣଓଡିଆ ବ୍ୟବସାୟୀ ଅଟକ, ରେକେଟ୍‌ ସକ୍ରିୟ ମୁରିବାହାଲ (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ୍‌ ତାର ଚୋରି ସମ୍ପର୍କରେ ଏକ ବଡଧାରଣର ରେକେଟ୍‌ ସକ୍ରିୟ ଥିବା ଅଭିଯୋଗ ହୋଇଛି । ଏହି ତାର ଚୋରୀ ଘଟଣାରେ
Read More...

ଗ୍ରୀଷ୍ମ ପ୍ରବାହରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ : ସହରର ଗଛମାନଙ୍କୁ ମାଟି ପାତ୍ର ଖଞ୍ଜାଗଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ସକାଳ ୮ଟା ସୁଦ୍ଧା ୩୮ ଡିଗ୍ରୀ ଉପରେ ସହରର ତାପମାତ୍ରା ରେକର୍ଡ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ବଲାଙ୍ଗିର ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଥିବା ବେଳେ ବିଭିନ୍ନ ପୋଖରୀ ଓ ଜଳାଶୟ ଶୁଖି ଯାଇଥିବାରୁ ଜୀବଜନ୍ତୁ, ପଶୁପକ୍ଷୀ ପାଣି ପାଇଁ
Read More...

ଡୁୁମେରବାହାଲ ଡେମ୍‌ ନିକଟରୁ ଦେଶୀ ମଦ ପ୍ରସ୍ତୁତ ବେଳେ ବିପୁଳ ପରିମାଣର ମଦ ଜବତ କଲା ଟିଟିଲାଗଡ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଥାନାଧିକାରୀ ଅବନୀ ସାହୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାହାନ୍ତିଆରୁ ଡୁମେରବାହଲ ନିକଟ କୁଟୁରାକେନ୍ ଗ୍ରାମଠାରେ ଦେଶୀ ରନ୍ଧାମଦ ପ୍ରସ୍ତୁତ ହେଉଥିବା ଖବର ପାଇ ପାହାନ୍ତିଆରୁ ସେହି ସ୍ଥାନକୁ ପୋଲିସ ସଦଳବଳ ପହଞ୍ଚି ପାଣି ଥିବା ଜୋର ଭିତରେ ପଶି
Read More...

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟିମ୍‌ ଆଜି ବଲାଙ୍ଗିର ଗସ୍ତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜ୍ଞପ୍ତି ପ୍ରକାଶ ଆରମ୍ଭ ଦିନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟିମ୍‌ ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି । ବାଅକର ସ୍ଵନୀଲ ଶରଦ(ବଲାଙ୍ଗିର ଲୋକସଭା), ପ୍ରମୋଦ ପି ଶହକର(ଲୋଇସିଂହା ବିଧାନସଭା, ପାଟଣାଗଡ଼ ବିଧାନସଭା, ବଲାଙ୍ଗିର ଲୋକସଭା), ଆଦର୍ଶ ଅଗ୍ରୱାଲ (ବଲାଙ୍ଗିର
Read More...

ବିଜେଡିରେ ଯୋଗଦେଲେ ବିଧୁଭୂଷଣ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡିରେ ଯୋଗଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ । ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସାଥୀଙ୍କ ସହ ଶଙ୍ଖ ଧରିଛନ୍ତି
Read More...

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଅଭିଭାବକ ଓ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

କେନାଲରେ ଭାସି ଯିବାର ୩୩ ଘଣ୍ଟା ପରେମଧ୍ୟ ନିଖୋଜ ବୃଦ୍ଧଙ୍କ ସନ୍ଧାନ ନାହିଁ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ବୁଡି ଯାଇଥିବା ପ୍ରତାପପୁର ଗ୍ରାମର ୬୫ ବର୍ଷୀୟ ଲଛମନ ରାଉତଙ୍କ ଇତି ମଧ୍ୟରେ ୩୩ ଘଣ୍ଟା ବିତିଯାଇ ଥିଲେ ମଧ୍ୟ ସନ୍ଧାନ ମିଳିପାରି ନଥିବା ଦୁର୍ଭାଗ୍ୟଜନକ ବୋଲି ଆଲୋଚନା ହେଉଛି । ଗତ ଗୁରୁବାର
Read More...

ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ ବୋଲି କହିଛନ୍ତି ସମରେନ୍ଦ୍ର । ଆଗାମୀ ନିର୍ବାଚନୀ ମଇଦାନରେ ଲୋକେ ଅଂଚଳର ବିକାଶ ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ନିଷ୍ପତ୍ତି ନେବା ପୂର୍ବରୁ ପ୍ରାର୍ଥୀମାନଙ୍କ ଅତୀତ ଟିକେ ପରଖିବା ନିତାନ୍ତ ଆବଶ୍ୟକ
Read More...