Daily Archives

ଜାତୀୟ କବାଡି ଖେଳାଳି ନମିତା ଓ ସୁନୀତାଙ୍କୁ ମିଳିଲା ପ୍ରଶିକ୍ଷିକା ଚାକିରି

ଛାତ୍ରଛାତ୍ରୀଙ୍କୁ କବାଡିଖେଳ ତାଲିମଦେବେ, ପାଇବେ ୨୫ ହଜାର ଲେଖାଏଁ ଦରମା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦୁଇଜଣ ଜାତୀୟ କବାଡି ଖେଳାଳି ନମିତା ଭୋଇ ଓ ସୁନୀତା ମାଝୀଙ୍କୁ ସରକାର କୌଣସି ସହଯୋଗ କରୁନଥିବା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ଓ ପ୍ରସାରିତ
Read More...

ଜାତୀୟ ରାଜପଥ ଦେଇ ଅତିକ୍ରମ କରିବାରେ ପ୍ରତିବନ୍ଧକ : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତବାସୀ ହେଲେ ଜିଲ୍ଲା ପ୍ରଶାସନର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୬ ନମ୍ୱର ଜାତୀୟ ରାଜପଥରେ ହିଡ଼ ଦେଇ ରୋକ୍ ଲଗାଇଛି ଗଞ୍ଜାମ ସହର ଥାନା । ଫଳରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଗୁରୁବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଉକ୍ତ ରାସ୍ତାଦେଇ
Read More...

ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବର୍ଦ୍ଧନା

ସମ୍ବଲପୁର, (ନିରୋଜ କୁମାର ପଣୀ) : ଡ. ନାରାୟଣୀ ପଣ୍ଡା ଆଜି ଅଞ୍ଚଳରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ବର୍ଷ ଡାକ୍ତର ଭାବେ ସେବା ଯୋଗେଇ ସମ୍ବଲପୁରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ଜୀବନରେ ଯାହା କିଛି ଅର୍ଜନ କରିଥିଲେ ସେ ସବୁକୁ ସେ
Read More...

ଗୁଡ଼ିଘାଟ ଗ୍ରାମରେ କିରାନା ଦୋକାନ ଜାଳିଦେଲେ ଦୁର୍ବୃତ୍ତ : ପୁଲିସର ତନାଘନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ସଦର ମହକୁମାରେ ଦୁର୍ବୃତ୍ତମାନେ ଏକ କିରାନା ଦୋକାନକୁ ଜାଳି ଦେଇଥିବା ମୁରିବାହାଲ ଥାନାରେ ଏତଲା ହୋଇଛି । ଗୁଡିଘାଟ ଗ୍ରାମର ଚନ୍ଦ୍ରଧ୍ଵଜ ରଣାଙ୍କ ପୁଅ କେଶବ ରଣା(୧୯) ଗୁଡିଘାଟ-ବିଜାମାଲ ଗାଁ
Read More...

ଘରକୁ ଘର ପଲ୍ଲୀ ଭ୍ରମଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଘରକୁ ଘର ପଲ୍ଲୀ ଭ୍ରମଣ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ସେକ୍ଟର -୫ ସ୍ଥିତ କବିସମ୍ରାଟ ପଲ୍ଲୀ ଅଞ୍ଚଳ ପରିଦର୍ଶନ କରିବା ସହିତ ଅଞ୍ଚଳବାସୀଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏହା ସହ ବସ୍ତି ବାସିନ୍ଦାଙ୍କୁ
Read More...

ଓଡ଼ିଆ ସାହିତ୍ୟ ପଠନ କ୍ଲବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପଠନ କ୍ଲବର ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ରର ଉଦ୍‌ଯାପନୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ମହିମୁଣ୍ଡା ଡିଗ୍ରୀ କଲେଜରେ ବିଶ୍ଵ ଭାଷା ସମ୍ବିଳନୀ ଉଦ୍‌ଯାପିତ

ମହିମୁଣ୍ଡା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ମହିମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟରେ ତା.୧୦/୦୧/୨୪ ରିଖରେ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ
Read More...

ସିସିଏଫ୍‌ଏ ବୀରମହାରାଜପୁରକୁ ହରାଇ କଦଳିପାଲି ଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଆୟୋଜିତ ପ୍ରତିଯୋଗିତାର ତୃତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ
Read More...

ସୂଚନା ଅଧିକାର ଆଇନ ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନିକ ଢାଞ୍ଚାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ କରିବା ନିମନ୍ତେ ଓଡିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାର ଆଇନ ପ୍ରକଳ୍ପ ପରିଚାଳନା ୟୁନିଟ୍ (ଆର୍‌ଟିଆଇପିଏମ୍‌ୟୁ) ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ
Read More...

ନିର୍ବାଚନକୁ ନେଇ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର (ସାଧାରଣ) ଡ. ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ
Read More...