Daily Archives

ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଜି ଅପରାହ୍ନରେ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ
Read More...

ସେମଲା ସେବାଶ୍ରମରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ସେମଲା ସେବାଶ୍ରମରେ ଦୁଇଦିନ ଧରି ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ସେବାଶ୍ରମର ପ୍ରଧାନ ଶିକ୍ଷକ ଭ୍ରମରବର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ପାଇକମାଲ ବିଜେପି ଦ୍ୱାରା ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ

କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ଆଗାମୀ ଦିନରେ ଆହୁରି ସୁଦୃଢ କରିବାକୁ ହେଲେ ସାଧାରଣଙ୍କର ସହଭାଗିତା ହିଁ ଏକାନ୍ତ କମ୍ୟ : ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ଭାରତ ୨୦୪୭ ସଂକଳ୍ପ ବାର୍ତ୍ତା ଓ କେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନ
Read More...

ପଶୁ ଡାକ୍ତରମାନଙ୍କର ଆନ୍ଦୋଳନର ପ୍ରଭାବ : ଚିକିତ୍ସା ଅଭାବରୁ ପୋକ ମାଛି ପରି ମରୁଛନ୍ତି ପଶୁପକ୍ଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ରାଜ୍ୟରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନେ ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନରେ ବସିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପଶୁପକ୍ଷୀଙ୍କ ଉପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ପ୍ରକାର ପ୍ରାଣୀ ତଥା ଗାଈ ଗୋରୁ, ଛେଳି,
Read More...

ଇଚ୍ଛାପୁରରେ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ମେଳା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ସମଗ୍ର ଶିକ୍ଷା ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଏକ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକ ଅନ୍ତର୍ଗତ ୬୫ଟି
Read More...

ନାବାଳିକା ବନ୍ଧକ ଘଟଣାରେ ତଦନ୍ତକୁ ନେଇ ସନ୍ଦେହ

ବେଲପଡା, (ଅଶୋକ କୁମାର ବାଗ) : ଇଟାଭାଟିରେ ବନ୍ଧକ ଥିଲା ନାବାଳିକା ଝିଅକୁ ଝୁରି ଝୁରି ପ୍ରାଣ ହରାଇଲେ ବାପା । ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉଦ୍ଧାର ହେଲା ନାବାଳିକା । କିନ୍ତୁ ସର୍ଦ୍ଦାର ଓ ଇଟାଭାଟି ମାଲିକଙ୍କୁ ବଂଚାଇବା ପାଇଁ ପୋଲିସ ପ୍ରସାଶନ ଜୋରଦାର ପ୍ରୟାସ କରୁଥିବା
Read More...

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ

ଜମି ଅଧିଗ୍ରହଣ କରି କେତେ କ୍ଷତି ହେଲା ବିଭାଗ ପାଖରେ ତଥ୍ୟ ନାହିଁସମ୍ପୂର୍ଣ ତଥ୍ୟ ଦେବାକୁ ସରକାର ଅମଙ୍ଗ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସମୁଦାୟ ୪୬୮୮ ଏକର ୧୯ ଡେସିମିଲ ଜମି ଅଧିଗ୍ରହଣ କରାଯାଇଥିବା ତଥ୍ୟ
Read More...

ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ହେବାର ୬ ଦିନ ପରେ ଘରକୁ ଯିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ : କାରଣ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତର ୨୪ ବର୍ଷୀୟ ବିନୋଦିନୀ ଛତର ଟିଟିଲାଗଡ ପିପଲପଦର ସ୍ଥିତ ମାତୃ ଶିଶୁ ହସ୍ପିଟାଲକୁ ଫେବୃଆରୀ ୨ ତାରିଖ ଦିନ ଆସି ଭର୍ତ୍ତି ହୋଇଥିଲେ । ୩ ତାରିଖ ଦିନ ବିନୋଦିନୀ ଏକ ମୃତ ଶିଶୁ ଜନ୍ମ କରିଥିଲେ । ତା'ପରେ
Read More...

ଡିମାରକେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଅମିନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅଫିସରେ ଜଣେ ଅମିନ ଡିମାରକେସନ କରି ଦେବା ନାମରେ ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ମାଗି ବଲାଙ୍ଗିର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଗିରଫ ଅମିନ ନାମ ନିର୍ମଳେନ୍ଦୁ କବି ବୋଲି ଜଣାପଡିଛି ।
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ସଇଁତଲା ତହସିଲ ଅମିନ

ଟିଟିଲାଗଡ଼ : ଭିଜିଲାନ୍ସ ଜାଲରେ ସଇଁତଲା ତହସିଲ ଅମିନ । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ କାର୍ଯ୍ୟାଳୟର ଅମିନ ନରେନ୍ଦ୍ର କବି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଅମିନ ନରେନ୍ଦ୍ର
Read More...