Yearly Archives

2023

ଲଉଡ଼ିଦରହା ସମବାୟ ସମିତିର ବାର୍ଷିକ ସଭା ଓ ଋଣ ସଚେତନ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ସ୍ଥିତ ସେବା ସମବାୟ ସମିତି ଆନୁକୂଲ୍ୟରେ ଓ ନାବାର୍ଡ ସହାୟତାରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନ କର୍ମଶାଳା ଜଗଦଳପୁର ଧାନମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ମନୋଜ ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ପଦ୍ମପୁର ଓକିଲ ସଂଘର ନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଓକିଲ ସନ୍ତୋଷ କୁମାର ଶତପଥୀ ସଭାପତି ଭାବରେ, ସୁନିଲ୍ କୁମାର ପାଣିଗ୍ରାହୀ ଉପ ସଭାପତି ଭାବରେ ଏବଂ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ
Read More...

ଖପ୍ରାଖୋଲ ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଲଟେରୀ ଉଠାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ୟାଙ୍କ ସମ୍ମୁଖରେ ଥିବା ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଶୁକ୍ରବାର ଲଟେରୀ ଉଠାଣ ହୋଇଯାଇଛି । ପ୍ରଥମ ପୁରସ୍କାର ନଂ ୧୦୫୫ (ସୁନା ହାର) ସୁନ୍ଦରସିଂ ଧରୁଆ (ସରମୁହାଣ), ଦ୍ଵିତୀୟ ପୁରସ୍କାର ନଂ ୦୧୪୬ (ଫ୍ରିଜ)ନରେନ୍ଦ୍ର କୁମାର
Read More...

କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ବୈଠକର ଆହ୍ୱାନ

ସମଗ୍ର କୋଶଳାଂଚଳର ଜନସାଧାରଣ ଏପ୍ରିଲରେ କଳା ଦିବସ ପାଳନ କରନ୍ତୁ - ପ୍ରମୋଦ କୁମାର ମିଶ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ଜରୁରୀ କେନ୍ଦ୍ରୀୟ ସାଧାରଣ ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ
Read More...

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତ ତେଲେଙ୍ଗାନାରୁ ଗିରଫ : ଖପ୍ରାଖୋଲ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ୨୩ ବର୍ଷ ବୟଷ୍କା ଜଣେ ଯୁବତୀ ତାଙ୍କ ପରିବାର ସହିତ ଇଟାଭାଟିରେ କାମ କରିବାକୁ
Read More...

ମାହେଶ୍ୱରୀ ସଂଗଠନର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

ଡ. ରାମଚନ୍ଦାନୀଙ୍କୁ ଲଳିତନାୟକ ସେବାସମ୍ମାନମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ଆଗେଇବ - ଜାଗିମଙ୍ଗତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଆଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ତାର ୬ଷ୍ଠ ବାର୍ଷିକୋତ୍ସବ ପାଳନ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବା ଶିଶୁମାନଙ୍କ ପିତାମାତାଙ୍କର ଏକ
Read More...

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ବହୁ ବର୍ଷରୁ ଦାବୀ ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଜିଲ୍ଲା ଦାବୀ ନେଇ ଆନ୍ଦୋଳନ କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ । ଯାହା
Read More...

ବଲାଙ୍ଗିର ଜିଲ୍ଲା ଟେକ୍ସ ବାର ଏସୋସିଏସନ୍‌ ନିର୍ବାଚନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଟେକ୍ସ ବାର ଏସୋସିଏସନ୍‌, ବଲାଙ୍ଗିର ନିର୍ବାଚନ ସ୍ଥାନୀୟ ବାର ହଲରେ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଭାବରେ ଚିତ୍ତରଞ୍ଜନ ଦାଶ, ଉପସଭାପତି ଭାବରେ ମହେନ୍ଦ୍ର କୁମାର ଅଗ୍ରୱାଲ, ସଂପାଦକ ଭାବରେ ନାରାୟଣ ଦାଶ, ସହ ସଂପାଦକ ଭାବରେ ଶଶାଙ୍କର
Read More...

ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବେଲଗାଁ ଦଳ ଚମ୍ପିୟାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ଏକ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ରାତିରେ
Read More...