ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘର ରଥକୁ ଟିଟିଲାଗଡରେ ଭବ୍ୟ ସ୍ଵାଗତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୭ରୁ ୯ ତିନି ଦିବସୀୟ ପଞ୍ଚମ ମହାସଭା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମାଜର ସମସ୍ତଙ୍କୁ ଏକତାର ବାର୍ତ୍ତା ପାଇଁ!-->…
Read More...
Read More...