ପୁଣି ଗାଈକୁ ଶିକାର କଲା ବାଘୁଣୀ
ନୂଆପଡ଼ା, (ନିରାକାର ମେହେର) : ପୁଣି ଗାଈକୁ ଶିକାର କଲା ବାଘୁଣୀ । ନୂଆପଡ଼ା ବ୍ଳକ ତରିଆମହୁଆଭଟା ଗାଁରେ ଏକ ଗାଈକୁ ବାଘୁଣୀ ଶିକାର କରିଥିବାର ସୂଚନା ମିଳିଛି । ଗାଈଟି ଗାଁର ହୁମନ ନାଏକଙ୍କର ବୋଲି ଜଣାପଡ଼ିଛି ।
ଗତ ସକାଳେ ତରିଆମହୁଆଭଟା ଗାଁରେ ହୁମନଙ୍କ ଗାଈ ଜଙ୍ଗଲକୁ ଚରିବାକୁ!-->!-->!-->…
Read More...
Read More...