Yearly Archives

2023

ଝିଙ୍କିପଡାଠାରେ ସାପ୍ତାହିକ ବଜାରକୁ ଉଦ୍‌ଘାଟନ କଲେ ଜିଲ୍ଲା କନ୍ଧ ଯୁବ ସଂଗଠନର ସଭାପତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଗନ୍ଧର୍ଲା ପଞ୍ଚାୟତର ଝିଙ୍କିପଡାଠାରେ ଧରନୀ ପେନୁ ଅନୁଷ୍ଠାନ ପକ୍ଷରୁ ସାପ୍ତାହିକ ବଜାର ଉଦ୍‌ଘାଟିତ ହୋଇଯାଇଛି । ଧରନୀ ପେନୁ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଛବିରାବଣ ଜାନୀଙ୍କ ଆହ୍ୱାନ କ୍ରମେ
Read More...

ସଞ୍ଜୟ ମିଶ୍ରଙ୍କ ଯୋଗିନୀ ଉପନ୍ୟାସ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ସ୍ଥାନ ରାଣୀପୁର ଝରିଆଲର ଚେତନାମୟ ପୃଷ୍ଠଭୂମିରେ ଲିଖିତ ଡକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ ଦ୍ୱିତୀୟ ଉପନ୍ୟାସ ଯୋଗିନୀ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାରେ ବଲାଙ୍ଗିରର ଅନ୍ୟତମ ପ୍ରକାଶକ ବଲାଙ୍ଗିର ଷ୍ଟୁଡେଣ୍ଟ ଷ୍ଟୋର, ବୀଣାପାଣୀ
Read More...

ସଇଁତଲାରେ ଲୋକଉତ୍ସବ ଉଦ୍‌ଘାଟିତ, ଢ଼େମସା ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଡାକ ବଙ୍ଗଳା ପରିସରରେ ମା' ଚଣ୍ଡେଶ୍ୱରୀ ଲୋକଉତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ମା' ଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପାଇଁ ଏକ ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ ଦଳ
Read More...

ଘାଗୁର୍ଲି ଗ୍ରାମର ଜଗନ୍ନାଥ ମନ୍ଦିରରେ ଭାଗବତ ପାରାୟଣ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ନିକଟସ୍ଥ ଘାଗୁର୍ଲି ଗ୍ରାମର ଜଗନ୍ନାଥ ମନ୍ଦିରରେ ଭାଗବତ ପାରାୟଣ ବହୁ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ପାରାୟଣର ଚତୁର୍ଥ ଦିନରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏଥିରେ
Read More...

ଛତ୍ରପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାରଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ପ୍ରମୋଦ କୁମାର ପୁରୋହିତ, ସାଧାରଣ ସମ୍ପାଦକ ଏଲ.ଗୋପାଳ ରାଓ, ଯୁଗ୍ମ ସମ୍ପାଦକ ଟି.ମୋହନ
Read More...

ଏକ ଘଣ୍ଟା ଆମ ପୃଥିବୀ ମା’ ପାଇଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୃଥିବୀ ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ଏକ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟିକୁ ସୁଇଚ୍‌ ଅଫ୍‌ କରିଥାନ୍ତି । ଏହା ହେଉଛି ଆର୍ଥ ଆୱାର ପାଳନ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୫
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନିମନ୍ତେ ୨୦ ପ୍ଲାଟୁନ ଫୋର୍ସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭବ୍ୟସମାବେଶର ଆୟୋଜନ ହୋଇଅଛି । ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବିଧ ପ୍ରକଳ୍ପର ଶିଳାନ୍ୟାସ,
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା

କବିର କବିତାରେ ତାର ଅନ୍ତର୍ଦୃଷ୍ଟି ନିହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତାର ଭାବଜଗତ ସବୁବେଳେ ପାଠକୀୟତାର ଉର୍ଦ୍ଧ୍ବରେ ଥାଏ । କବି ଯାହା ଅନୁଭବ କରେ, ତାହା ଅନ୍ୟମାନେ ଦେଖିପାରନ୍ତି ନାହିଁ । କବିର ଅନ୍ତର୍ଦୃଷ୍ଟି ଥାଏ ବୋଲି ସବୁ ପ୍ରକାର ଭାବଭୂମିରେ ତାର ସୃଷ୍ଟି ସବୁ
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବୃଦ୍ଧାଶ୍ରମରେ କିରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଦୃତଗତିରେ ସହରୀକରଣ ଏବଂ ପରିବାର ଗୁଡିକ ଛୋଟ ଭାଗରେ ବିଭକ୍ତ ହେଉଛି, ସାଧାରଣତଃ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ମଧ୍ୟ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ । ବୃଦ୍ଧାଶ୍ରମ କେତେକଙ୍କ ପାଇଁ ଆଶୀର୍ବାଦ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ପାଇଁ
Read More...

ଛତ୍ରପୁର ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶାରୀରିକ ପରୀକ୍ଷା (ଦୌଡ଼ ପ୍ରତିଯୋଗିତା) ଚାଲିଥିବା ବେଳେ ଅଚେତ ହୋଇପଡ଼ିଥିଲେ ଜଣେ ଯୁବକ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା
Read More...