Yearly Archives

2023

ଭୋଗରାଇ ମୋ ପରିବାର ପକ୍ଷରୁ ଉତ୍କଳ ଦିବସରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦୁଡପଳ ଗ୍ରାମ ପଞ୍ଚାୟତର ଅଧିନସ୍ଥ ବାହାର୍ଦ୍ଦାଠାରେ ଭୋଗରାଇ ମୋ ପରିବାର ଟ୍ରଷ୍ଟ ପକ୍ଷରୁ ୮୮ତମ ପବିତ୍ର ଉତ୍କଳ ଦିବସ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦୁଡ଼ପଳ ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ଅନାଦି
Read More...

ବେଳାମାର୍ଗରେ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

କୋଣାର୍କ : ପୁରୀ-କୋଣାର୍କ ବେଳାମାର୍ଗରେ ଏକ କାର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପର୍ଯ୍ୟଟକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ପୁରୀରୁ ଏକ କାରରେ ପର୍ଯ୍ୟଟକମାନେ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ବେଳାମାର୍ଗ ଇକୋ ରିଟ୍ରିଟ ନିକଟରେ କାରଟି ଓଲଟି ପଡିଥିଲା । ଫଳରେ କାର
Read More...

ଓଦା ଶୁଖିଲା ପଦ୍ଧତିରେ ଧାନ ଚାଷ ସମ୍ବନ୍ଧରେ ତାଲିମ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସିଆଲଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ମହାଶକ୍ତି ଫାଉଣ୍ଡେସନ ଓ କୋର୍ କାର୍ବନ୍ ଏକ୍ସ୍ ସୋଲୁସନ୍ ପ୍ରାଇଭେଟ୍ ଲିମିଟେଡ (ସିସିଏକ୍ସ)ର ମିଳିତ ଆନୁକୂଲ୍ୟରେ ଓଦା ସୁଖିଲା ପଦ୍ଧତିରେ ଧାନ
Read More...

କବି ସୁଶାନ୍ତ କୁମାର ନାୟକ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱପ୍ନକୁ ସାକାର କରିବାକୁ, ମନ, ପ୍ରାଣ, ଧୈର୍ଯ୍ୟ, ଇଚ୍ଛାଶକ୍ତିକୁ ଏକାକାର କରିବା ସହିତ କଠୋର ସାଧନା କରିବାକୁ ପଡିଥାଏ । ଯାହା କବି ସୁଶାନ୍ତ କୁମାର ନାୟକ କରି ଦେଖାଇଛନ୍ତି । ସୁଦୂର ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ
Read More...

ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟ୍‌କା ଲାଗିଛି । ସୋମବାର ସିଆରପିଏଫ୍‌ର ଦାନ୍ତୱୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
Read More...

ଶ୍ରୀମନ୍ଦିର ସମ୍ମୁଖରେ ରଥଯାତ୍ରା ନେଇ ଅନୁଧ୍ୟାନ କଲେ ପୁରୀ ଏସ୍‌ପି

ପୁରୀ : ରଥଯାତ୍ରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ପୁରୀ ଏସ୍‌ପି କେ. ବିଶାଲ ସିଂ । ୨୩ ଅକ୍ଷୟ ତୃତୀୟା, ଜୁନ୍ ୪ ସ୍ନାନ ପୂର୍ଣ୍ଣିମା, ଜୁନ୍ ୨୦ ରଥଯାତ୍ରା, ବାହୁଡା ଯାତ୍ରା ୨୮, ସୁନାବେଶ ୨୯, ଜୁଲାଇ ୧ ନିଳାଦ୍ରୀ ବିଜେ । ଜୁନ ରଥଯାତ୍ରାକୁ ଆଉ ୭୭ ଦିନ ବାକି ରହିଥିବା
Read More...

କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣା : ୪ ଅଭିଯୁକ୍ତ ଗିରଫ

କଟକ : କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ୱାର ଥାନାରେ ପଚରାଉଚରା କରାଯାଇ ଗିରଫ ୪ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ,
Read More...

୧୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ଗୋଛାପଡା ପୁଲିସ, ଜଣେ ଗିରଫ, ତିନି ଫେରାର

ଗୋଛାପଡା : ସୋମବାର ଗୋଛାପଡା ପୁଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୁଲିସ ଟିମ କଞ୍ଜାମାଈ ଗ୍ରାମରେ ଚଢାଉ କରିଥିଲା । ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ
Read More...

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ନେଲା ୯ ମାସର ଶିଶୁ ଜୀବନ

ନୂଆପଡ଼ା/କୋମନା : ଚିପ୍ସ ପ୍ୟାକେଟରେ ଥିବା ଖେଳଣା ନେଲା ୯ ମାସର ଶିଶୁ ଜୀବନ । ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ପଣ୍ଡରାପଥର ଗାଁରେ । ମୃତ ଶିଶୁଟି ପଣ୍ଡରାପଥର ଗାଁର ଲୋକନାଥ ରାଉତଙ୍କ ୯ ମାସର ଶିଶୁପୁତ୍ର ବୋଲି ଜଣାପଡିଛି । ସୂଚନା ମୁତାବକ, ସୋମବାର ସକାଳେ
Read More...

ଆଜିଠୁ ହିଙ୍ଗୁଳା ଯାତ୍ରା : ଚଳଚଞ୍ଚଳ ଗୋପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳପ୍ରସାଦ ପୀଠ । ମା' ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ ।ପ୍ରତିବର୍ଷ ମା' ହିଙ୍ଗୁଳା ଅଗ୍ନି ରୂପରେ ଭକ୍ତଙ୍କୁ ଦର୍ଶନ
Read More...