Yearly Archives

2023

ଅତାବିରା ଏନ୍‌ଏସି ନିର୍ବାଚନ : ଆସନ୍ତା ୫ରେ ଭୋଟ ଗଣତି

ବରଗଡ଼/ଅତାବିରା : ବରଗଡ଼ ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଶାନ୍ତି ଶୃଙ୍ଖଳାରେ ସରିଛି । ଇଭିଏମ୍‌ରେ ସିଲ୍‌ ହୋଇଛି ୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରାଥମିକ ସ୍ତରରେ ୭୪.୩୩% ମତଦାନ ହୋଇଛି । ଏନ୍‌ଏସିର ମୋଟ ୧୦ ହଜାର ୪୯ ଜଣ ଭୋଟ୍‌ ଦେଇଛନ୍ତି । ୩ ନମ୍ବର ୱାର୍ଡରେ ସର୍ବାଧିକ ଏବଂ
Read More...

ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଛୁରୀ ଶିକାର କରୁଛି ବାଘ । ସୂଚନା ଅନୁସାରେ ଗତକାଲି ରାତିରେ ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ମାରି ଖାଇଛି ବାଘ । ଏଇ କିଛିଦିନ ମଧ୍ୟରେ ନୂଆପଡ଼ା ଓ କୋମନା ବ୍ଲକ୍ ଅଞ୍ଚଳର
Read More...

ଆଜିଠୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା, ବାପ ଘରେ ଦର୍ଶନ ଓ ପୂଜାର୍ଚ୍ଚନା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡ) : ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ି ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ରାତିରୁ ଆରମ୍ଭ ହେବ । ମା'ଙ୍କ ଆଗମନ ପାଇଁ ବାପା ଘର କୁହାଯାଉଥିବା ଦେଶୀବେହେରା ସାହିରେ ସମସ୍ତ ପ୍ରସ୍ତୁତି ସରିଛି । ଠାକୁରାଣୀଙ୍କୁ ବାପ ଘରେ ଦର୍ଶନ ଓ
Read More...

‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ
Read More...

୫୬ ବର୍ଷ ଶ୍ରୀରାମଲୀଳା ନାଟକୋତ୍ସବ ପୂର୍ତ୍ତି ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ସମ୍ପନ୍ନ, ଆଜି…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡ଼ଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡ଼ାମୁଣ୍ଡା ଗାଁର ରାମଜୀ କମିଟି ଓ ଗ୍ରାମବାସୀଙ୍କ ଉଦ୍ୟମରେ ଦୀର୍ଘ ୫୬ ବର୍ଷ ହେଲା ଅନବରତ ଭାବେ ପ୍ରତିବର୍ଷ ଅତି ଶାନ୍ତି ଶୃଙ୍ଖଳା ଓ ଧର୍ମଭାବ ନେଇ ଶ୍ରୀରାମଲୀଳା ନାଟୋକତ୍ସବ ପାଳନ କରିଥିବାରୁ ଚଳିତ
Read More...

ବାବା ସାହେବ ଜୟନ୍ତୀରେ ଜୟ ଭୀମ ନାରାରେ କମ୍ପିବ ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୧୪ ତାରିଖରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅଛି । ଏଥର ଏହି ଜୟନ୍ତୀକୁ ମହାସମାରୋହରେ ପାଳିତ କରିବା ପାଇଁ ଜିଲ୍ଲା ଦଳିତ ସମାଜ ଅଣ୍ଟା ଭିଡିଛି । ସାରା ଜିଲ୍ଲାରୁ ପ୍ରାୟ ୫ ହଜାର ଦଳିତଙ୍କ ସମାବେଶରେ ଶୋଭାଯାତ୍ରା
Read More...

ଜାପାନରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ପହଁଚିବା ପରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ସିବି ଜୋର୍ଜ ଏବଂ ଦୂତାବାସ ଅଧିକାରୀ ସ୍ୱାଗତ କରିଥିଲେ । ସୋମବାରଠୁ ୬ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶକୁ ସୁଦୃଢ କରିବା ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ ଶ୍ରୀ ଅନ୍ନ ବା ମିଲେଟର ଅଭିବୃଦ୍ଧି ଓ ଲୋକପ୍ରିୟତା କରିବା ଜରୁରୀ ହୋଇପଡିଛି । ଗତ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ
Read More...

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ପବିତ୍ର ଉତ୍କଳ ଦିବସ ଅବସରରେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ବଣାଇ ଶାଖା ଓ ଜେପି ଡାକ୍ତରଖାନା ରାଉରକେଲା ମିଳିତ ଉଦ୍ୟମରେ ଏକ ଦେୟମୁକ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବଣାଇ ଅଂଚଳର ଦୁଇଶହରୁ ଅଧିକ ଚକ୍ଷୁ ସମସ୍ୟା ପୀଡିତଙ୍କ ଚକ୍ଷୁ
Read More...

ଗୋଦାବରୀଶ ଭବନରେ ସାହିତ୍ୟ ସଭା

ଭୁବନେଶ୍ୱର : ନିମାଇଁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସାରସ୍ବତ ସଭାରେ ସମ୍ବର୍ଦ୍ଧନା, ଆଲୋଚନା ଓ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଦାଶରଥି ମହାନ୍ତିଙ୍କ ପୌରହିତରେ ଅତିଥି ଭାବେ ମଂଚାସୀନ ହୋଇଥିଲେ ସରୋଜ ରଂଜନ ପଟ୍ଟନାୟକ ଓ ରାଜ କିଶୋର ପତି । ପ୍ରଥମେ ଜଗନ୍ନାଥଙ୍କ ଫଟୋ ପୂଜା ସହ ଆରମ୍ଭ
Read More...