om academy

ଅତାବିରା ଏନ୍‌ଏସି ନିର୍ବାଚନ : ଆସନ୍ତା ୫ରେ ଭୋଟ ଗଣତି

jsm

ବରଗଡ଼/ଅତାବିରା : ବରଗଡ଼ ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଶାନ୍ତି ଶୃଙ୍ଖଳାରେ ସରିଛି । ଇଭିଏମ୍‌ରେ ସିଲ୍‌ ହୋଇଛି ୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରାଥମିକ ସ୍ତରରେ ୭୪.୩୩% ମତଦାନ ହୋଇଛି । ଏନ୍‌ଏସିର ମୋଟ ୧୦ ହଜାର ୪୯ ଜଣ ଭୋଟ୍‌ ଦେଇଛନ୍ତି । ୩ ନମ୍ବର ୱାର୍ଡରେ ସର୍ବାଧିକ ଏବଂ ୮ ନମ୍ବର ୱାର୍ଡରେ ସର୍ବନିମ୍ନ ମତଦାନ ହୋଇଛି । ନିର୍ବାଚନ ପରେ ସିଲ୍‌ ଇଭିଏମ୍‌ଗୁଡ଼ିକ ବ୍ଲକ୍‌ ଅଫିସ୍‌ରେ ରଖାଯାଇଛି । ତେବେ ଆସନ୍ତା ୫ ତାରିଖ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.