Yearly Archives

2023

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାନ ଝିଅ ମୃତ, ବାପା ଓ ବଡ ଝିଅ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର - ସୋନପୁର ରାସ୍ତା ଗଇଁନ୍ତଲା ଗାଁ ଛକଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ସାନ ଝିଅ ରେଖା ପାଣ୍ଡେ(୧୪)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ବଡ ଝିଅ ଶିଖା ପାଣ୍ଡେ(୧୭) ଓ ବାପା ବୀଣାପାଣି
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାରାଜା
Read More...

ଭଟଲିରେ ସଡ଼କ ଦୁର୍ଘଟଣା : ୩୦ ଆହତ, ୧୦ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩୦ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବା ଏକ ପିକ୍‌ଅପ୍‌ ଗାଡ଼ି ଓଲଟି
Read More...

ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ

ଅନୁଗୁଳ : ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଅନୁଗୁଳ ରେଞ୍ଜ ବୃତ୍ତି ଗାଁ ଜଙ୍ଗଲରେ ଉକ୍ତ ଘଟଣାଟି ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ହାତୀଟି ଆମ୍ବ ଖାଇବା ପାଇଁ ଆସିଥିବା ବେଳେ ଦୁଇଟି ଗଛ ମଝିରେ ହାତୀର ଗୋଡ଼ ଫସିଯାଇଛି । ଫଳରେ ସେ ସେଠାରୁ ବାହାରି ପାରୁନଥିବା ଦୃଶ୍ୟ ପରିଲକ୍ଷିତ
Read More...

ଚିକିତ୍ସାଧୀନ କଲରାପତରିଆ ବାଘର ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ାରେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୧୬ରେ ଅସୁସ୍ଥ ବାଘକୁ ସିଲିଆରିବାହାରା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ନୂଆପଡ଼ା ବନ ବିଭାଗ ବାଘର ଚିକିତ୍ସା କରୁଥିଲା । ତେବେ
Read More...

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନ : ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ରାଜସ୍ଥାନ ହନୁମାନଗଡ଼ରେ ଖସି ପଡ଼ିଛି MIG-21 ଫାଇଟର ଜେଟ୍‌ । ବିମାନ ଖସିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ
Read More...

ରାଜ୍ୟରେ ଆଗାମୀ ଦୁଇ ଦିନ ବଢ଼ିବ ତାତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଗାମୀ ଦୁଇ ଦିନ ବଢ଼ିବ ତାତି । ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାରେ କୁହାଯାଇଛି ଯେ, ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବ ଦିନ ତାପମାତ୍ରା । କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ । ୪ରୁ ୫ ଦିନ
Read More...

ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବାତ୍ୟା : ଆଇଏମ୍‌ଡି ଡିଜି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବାତ୍ୟା । ପ୍ରେସମିଟ୍ କରି ସୂଚନା ଦେଲେ ଆଇଏମ୍‌ଡି ଡିଜି । ସେ କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ମଙ୍ଗଳବାର ଅବପାତର ରୂପ ନେବାର ଆଶଙ୍କା ରହିଛି । ୧୦ରେ ଅଧିକ ଘନୀଭୂତ ହୋଇ
Read More...

ସୀମାନ୍ତରେ ଗୁଳିବିନିମୟ : ଯବାନ ଗୁଳିରେ ମାଓବାଦୀ ଦମ୍ପତି ନିହତ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ସୋମବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିବା ଜଣାପଡିଛି । ଯବାନମାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ଦମ୍ପତି ନିହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ମାଓବାଦୀ ହେଲେ ୮ ଲକ୍ଷ
Read More...

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ପ୍ରଦାନ କରାଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ । ଗତକାଲି ୩ୟ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଶେଷ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
Read More...