ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ୍ ଖେଳ ପଡିଆରେ ଲାଗିଛି ଆମ୍ବ ମେଳା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଶା ଅନୁଷ୍ଠାନ ଟିଟିଲାଗଡ଼ ଦ୍ଵାରା ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଆୟୋଜନ କରାଯାଇଛି । ଉକ୍ତ ମେଳାକୁ ଉଦ୍ଘାଟନ କରିଥିଲେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ!-->…
Read More...
Read More...