Yearly Archives

2023

ଡୁଡୁକିପଦର ଗାଁରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁରେ ଅଂଶୁଘାତରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ କୀର୍ତ୍ତନ ନାଗ(୩୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ବିଦ୍ୟୁତ୍ ବିଭାଗରେ ମିଟର ରିଡର୍ ଭାବରେ ଠିକା
Read More...

ସଇଁତଲାର ନିଉ ମାର୍କେଟରେ ସାବିତ୍ରୀ ବ୍ରତ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସମସ୍ତ ଗ୍ରାମାଞ୍ଚଳଗୁଡିକରେ ବେଶ ଉତ୍ସାହ ଉଦ୍ଦୀପନା ସହ ସାବିତ୍ରୀ ବ୍ରତ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଇଁତଲାର ନିଉ ମାର୍କେଟପଡାଠାରେ ସଧବା ନାରୀମାନେ ନିର୍ଜଳା ଉପବାସ କରି ନିଜ ନିଜ ସ୍ୱାମୀଙ୍କ
Read More...

ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍‌

ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ବଦଳାଇହେବ ମୁମ୍ବାଇ : ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କିଆ ନୋଟ୍‌କୁ ବଜାରକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ଏହି ସମୟସୀମା ପରେ ଏହି ନୋଟ୍‌କୁ ନେଇ ଆଉ ସମ୍ଭବତଃ କାରବାର
Read More...

‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର

‘ଭୀମପାହାଡରେ ପ୍ରାକ୍‌ଐତିହାସିକ ସମୟର ରେଖାଚିତ୍ର, ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯାଉ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୯ମ ଭୀମପାହାଡ ମହୋତ୍ସବ ଉପଲକ୍ଷେ ଦେଓଗାଁ ବ୍ଲକ ମକୁମନ୍ଦପୁର ପଞ୍ଚାୟତର ଐତିହ୍ୟପୀଠ ଭୀମପାହାଡଠାରେ ଗତକାଲି ମହୋତ୍ସବ କମିଟି
Read More...

ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ, ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହାର ଉଦ୍‌ଘାଟନ କରି ଏହି
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଅସହାୟ ହୋଇଛନ୍ତି ତିନି ପୁଅର ମା’

ନୂଆପଡା, (ନିରାକାର ମେହେର) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବଡ଼ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆଁ ପୁଅକୁ ବ୍ରେନ ଟ୍ୟୁମର । ମୁଠାଏ ଖାଇ ଦଣ୍ଡେ ଜିଉଁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ସାହା ହେବାକୁ କେହିନାହିଁ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର
Read More...

ରାଉରକେଲାରେ ଆର୍ଟ ଅଫ୍‌ ଗିଭିଙ୍ଗ ଡେ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଅନନ୍ୟ ଚିନ୍ତାଧାରାରୁ ସୃଷ୍ଟି ଆର୍ଟ ଅଫ୍‌ ଗିଭିଙ୍ଗ ଡେ' କେବଳ ଓଡ଼ିଶାରେ ନୁହେଁ ମେ' ୧୭ ତାରିଖରେ ସମଗ୍ର ବିଶ୍ଵରେ ପାଳନ କରାଯାଉଛି । ଆର୍ଟ ଗିଭିଙ୍ଗ୍‌ ଡେ' ପାଳନ କରାଯିବା ସହ ଚଳିତ ବର୍ଷର ଥିମ୍
Read More...

ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା…

ତୁଷୁରା ଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ର ଶୁଭ ଉଦଘାଟନଟିଟିଲାଗଡ ସହର ସୁରକ୍ଷା ନିମନ୍ତେ ସିସିଟିଭି କ୍ୟାମେରା ସିଷ୍ଟମ ଓ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି
Read More...

ନବମ ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ମନମୋହିଲା ଝାରଖଣ୍ଡର ଛଉ ଓ ପଶ୍ଚିମବଙ୍ଗ ପୁର୍ଲିଆର ଝୁମେର ନୃତ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀରେ ୪ ଦିନ ଧରି ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଥିଲା ଦ୍ୱିତୀୟ ସନ୍ଧ୍ୟା ।
Read More...

ଶାନ୍ତିପଡାରେ ନୂତନ ଭାବେ ନିର୍ମିତ ପ୍ରହରୀ ମଣ୍ଡପ ପରିସରରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ସମ୍ମୁଖରେ ନୂତନ ଭାବେ ନିର୍ମିତ ପ୍ରହରୀ ମଣ୍ଡପ ପରିସରରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ସଧବା ନାରୀମାନେ ବଡି ଭୋର୍‌ରୁ ଉଠି ପୂଜା
Read More...