Yearly Archives

2023

କୁଲତା ସମାଜ ଯୁବ ସଂଗଠନ ତରଫରୁ ଥଣ୍ଡା ପାନୀୟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ରଥଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ରଥଯାତ୍ରା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଜାଗ୍ରତ ହୋଇଥିବାରୁ ନୃସିଂହନାଥଠାରେ ହଜାର ହଜାର ଭକ୍ତଙ୍କ…
Read More...

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହା ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଶିବିର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼କ୍ରସ, ଏନ୍‌ଏସ୍‌ଏସ୍‌ ଓ ପତଞ୍ଜଳିର ମିଳିତ ଆନୁକୂଲ୍ୟରେ ଆୟୋଜିତ…
Read More...

ବୃକ୍ଷ ରୋପଣ ଦ୍ୱାରା ବିଶ୍ୱ ପରିବେଶ ସୁରକ୍ଷିତ ହେବ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷ ରୋପଣ ଦ୍ୱାରା ବିଶ୍ୱ ପରିବେଶ ସୁରକ୍ଷିତ ହେବ ବୋଲି ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ମତ ବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବହୁ ପ୍ରତିକ୍ଷିତ ଦେବଦେବ ମହାଦେବ ଆଶୁତୋଷ ଓ ଗିରିରାଜ ନନ୍ଦିନୀ ମା' ପାର୍ବତୀଙ୍କ ପବିତ୍ର ବିବାହ ହୋଇଛି…
Read More...

ସିନିୟର୍ ଫେଲୋସିପ୍‌ ପାଇଁ ମନୋନୀତ ହେଲେ ମିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ, ନୂଆଦିଲ୍ଲୀ ପକ୍ଷରୁ ସିନିୟର୍ ଫେଲୋସିପ୍‌ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ନିବାସୀ ପିତା ସ୍ୱର୍ଗତ ହରିଶ୍ଚନ୍ଦ୍ର ତିୱାରୀ ମାତା ରାଜକୁମାରୀ ତିୱାରୀଙ୍କ ସୁପୁତ୍ରୀ ସୁଶ୍ରୀ ମିତା ତିୱାରୀ ମନୋନୀତ ହୋଇଛନ୍ତି ।…
Read More...

ଝାରବନ୍ଧରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଡ଼ିଆଠାରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଝାରବନ୍ଧ ଏବଂ ନେହେରୁ ଯୁବ ସଂଗଠନ, ବରଗଡ଼ ଯୋଗ ମହୋତ୍ସବ ସମିତି ଝାରବନ୍ଧର ମିଳିତ ଆନୁକୂଲ୍ୟରେ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଝାରବନ୍ଧ ବ୍ଲକରୁ ବିଭିନ୍ନ…
Read More...

ଗାନ୍ଧୀ ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରୁଛି । ଯୋଗ ହେଉଛି ଶାରୀରିକ ବ୍ୟାୟାମର ଏକ ପ୍ରାଚୀନ ଅଭ୍ୟାସ । ଯୋଗ ଅଭ୍ୟାସରେ ଶାରୀରିକ ବ୍ୟାୟାମକୁ 'ଆସନ' କୁହାଯାଏ । ଯୋଗ ମନ, ଶରୀର ଏବଂ ଆତ୍ମା ​​ମଧ୍ୟରେ ସାଧାରଣ ସୁସ୍ଥତା ଏବଂ ସମନ୍ୱୟ ବୃଦ୍ଧି କରିବାକୁ ଚେଷ୍ଟା…
Read More...

ଦୁଇଟି ଅସହାୟ ଅଜଣା ଶବକୁ ମର୍ଯ୍ୟାଦାର ସହ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇଟି ଅସହାୟ ଅଜଣା ଶବକୁ ମର୍ଯ୍ୟାଦାର ସହ ସତ୍କାର କରିଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସୂଚନା ଅନୁସାରେ କିଛି ଦିନ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର କର୍ମକର୍ତ୍ତା ରାସ୍ତାରେ ପଡିରହିଥିବା ଏକ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ବଲାଙ୍ଗିର…
Read More...

ନାବାଳିକା ପ୍ରେମିକାଙ୍କୁ ଆଣି ଗିରଫ ହେଲେ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକା ପ୍ରେମିକାଙ୍କୁ ଆଣି ଗିରଫ ହୋଇଛନ୍ତି ଜଣେ ପ୍ରେମିକ । ପ୍ରେମ ବିବାହ ପାଇଁ ଅନୁମତି ଦେଲାନି ପରିବାର । ନାବାଳକ ପ୍ରେମିକାଙ୍କୁ ଆଣି ଘର ଛାଡ଼ିଦେଲେ ପ୍ରେମିକ । ଏପଟେ ହାତରେ ଟଙ୍କା ନାହିିଁ । ପେଟ ପୋଷିବାକୁ ମଧ୍ୟ ସାମର୍ଥ୍ୟ ନାହିିଁ । ଶେଷରେ…
Read More...

ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ବହୁ ଭକ୍ତଙ୍କ ଭିଡର କୀର୍ତ୍ତନ ମଣ୍ଡଳୀ ବାଜାର ତାଳେ ତାଳେ ପାଳିତ ହୋଇଯାଇଛି । ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ…
Read More...

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ,…
Read More...