Yearly Archives

2023

ବିଦ୍ୟୁତ୍‌ କାଟ୍‌ ନେଇ ସିପିିଆଇଏମ୍‌ର ଆନ୍ଦୋଳନ

ମ.ରାମପୁର, (ହେମନ୍ତ ସାହୁ) : ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠାରେ ବିଦ୍ୟୁତ୍ କାଟ ହେଉଛି । ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇ ପଡିଲେଣି । ଏ ନେଇ ସବୁଠି ବିରୋଧ ହେଉଛି । ଆଜି ସିପିଆଇ(ଏମ୍‌) ଜିଲ୍ଲା କମିଟି ତରଫରୁ ବିଦ୍ୟୁତ୍ ଅଫିସ୍‌ ଆଗରେ ଆନ୍ଦୋଳନ…
Read More...

ସୁରକ୍ଷିତ ଜୀବଜଗତ ପାଇଁ ବୃକ୍ଷରୋପଣ ଜରୁରୀ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁଲାଇ ପ୍ରଥମ ସପ୍ତାହରୁ ସାରା ଦେଶରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଷ୍ଠାନ ତଥା ଗ୍ରାମ ଗୁଡିକରେ ବନମହୋତ୍ସବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏ ବର୍ଷର ସ୍ଲୋଗାନ ହେଉଛି Each One, Plant One. ବିଶ୍ୱ ଉତ୍ତାପନ ଆମ…
Read More...

ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ଉଠାଇ ଆଣିଲା ପୋଲିସ

ବାଲେଶ୍ୱର : ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ପୋଲିସ ଉଠାଇ ଆଣିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ୱରର ଅନିଲ ହେମ୍ବ୍ରମ । ବାହାଘର ଉତ୍ସବ ଚାଲିଥିବା ବେଳେ ବରକୁ ସାଇବର ଠକେଇ ଅଭିଯୋଗରେ ସାଇବର ଥାନା ପୋଲିସ ଗିରଫ କରିଥିବା ବେଳେ ସାରା ଅଂଚଳରେ ଏହି ଘଟଣା ଚହଳ ସୃଷ୍ଟି କରିଛି ।…
Read More...

୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପିଏମ୍‌ ମୋଦୀ

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରୁ ସାରା ଦେଶରେ ଚାଲୁଥିବା ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି । ଷ୍ଟେସନରୁ ଭୋପାଳ ମଧ୍ୟରେ ଇନ୍ଦୋର ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ପିଏମ୍‌ ମୋଦୀ ସବୁଜ ପତାକା ଦେଖାଇଥିବା…
Read More...

ଅଧ୍ୟାପକଙ୍କ ଡି ଲିଟ୍‌ ଉପାଧି ଲାଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସମ୍ମାନଜନକ ଡି.ଲିଟ୍‌ ଉପାଧି ଲାଭ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ…
Read More...

ରେଳ ଓଭର ବ୍ରିଜର ପାଣି ନିର୍ଗତ ପାଇଁ ପାଇପ ନ ଥିବାରୁ ଲୋକଙ୍କ ଉପରେ ପଡୁଛି ଅସନା ପାଣି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଲେ ସହରବାସୀ । ସହରର ବିକାଶ କାର୍ଯ୍ୟର ସବୁଠୁ ବଡ଼ ଉଦାହରଣ । ପରିତାପର ବିଷୟ ଯେ, ବର୍ଷା ହେଲେ ଏହି ରେଳ ଓଭର ବ୍ରିଜ ଉପରେ ପଡୁଥିବା ବର୍ଷା ଜଳ…
Read More...

ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ତୁରେକେଲା, (କୈଳାସ ସଗ୍ରିଆ) : ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ସ୍ଵର୍ଣ୍ଣ ପ୍ରଧାନ ଓଟିଏ ପିବିପିଏଚ୍ ଏସ୍ କୁଇବାହାଲରେ ପ୍ରଧାନ…
Read More...

ଗଞ୍ଜାମ ଜିଲ୍ଲାରେ ବ୍ୟାପୁଛି ଏକ ଚକ୍ଷୁରୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକ୍ଷୁରୋଗ ବ୍ୟାପୁଛି । ଏହାକୁ ଆଖିଧରା ରୋଗ କୁହାଯାଏ । ଏହି ଆଖି ଧରା ରୋଗ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରେ…
Read More...

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ଉଚ୍ଚ ବିଦ୍ୟାଳୟରେ ଆଭା ଅନ୍ଵେଷ ପକ୍ଷରୁ ସଂଗଠନର ସଭାପତି ଆର୍ତ୍ତତ୍ରାଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଶରତ କୁମାର ପତି ଲାଠିକଟା ବ୍ଲକରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ…
Read More...

ପ୍ରବଳ ବର୍ଷା ଯୋଗୁଁ ମେଘନାଥପଡା ଠାରେ ଭୁଷୁଡି ଗଲା ଘରର କାନ୍ଥ : ସହାୟତା ପାଇଁ ମହିଳାଙ୍କ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସହରର ମେଘନାଥପଡା ଠାରେ ଜଣେ ବିଧବା ମହିଳାଙ୍କ ଘରର କାନ୍ଥ ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଭୁଷୁଡି ଯାଇଛି । ବିଧବା ମହିଳା ଜଣକ ହେଉଛନ୍ତି ମେଘନାଥପଡାର ଫୁଲ ବଗର୍ତ୍ତୀ । ମହିଳାଙ୍କ ଅଭିଯୋଗ…
Read More...