Yearly Archives

2023

ଜାତିଆଣ ଆକ୍ଷେପକାରୀକୁ ଗିରଫ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ଗଣମାଧ୍ୟମରେ ଦଳିତ ସମାଜକୁ ନେଇ ଜାତିଆଣ ଆକ୍ଷେପ କରିଥିବା ତଥା ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ କୁମାର ପରୁଆ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ଦାବୀରେ ଜିଲ୍ଲାର ଦଳିତ ସଂଗଠନମାନଙ୍କ ତରଫରୁ ବଲାଙ୍ଗିର ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।…
Read More...

ଅବକାରୀ ବିଭାଗ ଦ୍ୱାରା କଫ୍‌ ସିରପ୍‌ ଜବତ ସହ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବାଁକାପଡାରୁ କଫ୍‌ ସିରପ୍‌ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆକାଶ ବାଇକର ବୟସ ୩୫ । ସୂଚନା…
Read More...

କୀଟନାଶକର ଉପଯୁକ୍ତ ଓ ନିରାପଦ ବ୍ୟବହାର ତଥା ଜୈବିକ ଖତ ପ୍ରସ୍ତୁତି ଉପରେ ଏକଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ସାଲେପଡ଼ା, (କେପିଏନ୍‌ଏସ୍‌) : କୀଟନାଶକର ଉପଯୁକ୍ତ ଓ ନିରାପଦ ବ୍ୟବହାର ତଥା ଜୈବିକ ଖତ ପ୍ରସ୍ତୁତି ଉପରେ ମା' ସମଲେଇ ଏସ୍‌ଏଚ୍‌ଜି ସାଲେପଡା ଦ୍ୱାରା ସଫଳତାର ସହିତ ଏକ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ସାଲେପଡା ଭିଏସ୍‌ଏସ୍‌ ଏବଂ…
Read More...

ପଦ୍ମଶ୍ରୀ କୁଞ୍ଜ ବିହାରୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଖ୍ୟାତ ନାମା ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ପଞ୍ଚଦଶତମ ଶ୍ରାଦ୍ଧ ଦିବସ ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ବରପାଲି ଗଙ୍ଗାଧର ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ଡକ୍ଟର ରବୀନ୍ଦ୍ର ଗଡତୀୟା ସଭାପତିତ୍ୱ…
Read More...

ବିପଦ ସଙ୍କୁଳ ଅବସ୍ଥାରେ ବଲାଙ୍ଗିର କଲେଜ ଛକରୁ ଓମେନ୍ସ କଲେଜ ରାସ୍ତା : ଜିଲ୍ଲା ପ୍ରଶାସନର ନିଘା ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରୁ ଓମେନ୍ସ କଲେଜ ରାସ୍ତା ଏବେ ଖାଲ ଖମାରେ ଭର୍ତ୍ତି ହୋଇ ପଡିଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତା ଦେଇ ଅନେକ କୋମଳମତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅହରହ ଯାତାୟତ କରନ୍ତି । କେତେବେଳେ ବି କୌଣସି ଅଘଟଣ…
Read More...

ଫାଇନାନ୍ସ ଟଙ୍କା ସୁଝି ନପାରି ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସୁଦପଡା ରେଲୱେ ଫ୍ଲାଏଓଭର ବ୍ରିଜ ତଳେ ଟ୍ରେନରେ କଟି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ଗ୍ରାମର ତାରାକାନ୍ତ ସାହୁ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ତାରାକାନ୍ତ ଫାଇନାନ୍ସ…
Read More...

ବାନ୍ଧୁପଲା ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଜାତୀୟ ରାଜପଥ ୫୯ ଅବରୋଧ : ପୋଲିସ ଏବଂ ପ୍ରଶାସନ ବୁଝାସୁଝା କଲା ପରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଟିଟିଲାଗଡ ସହରକୁ ଉତ୍ତପ୍ତ ସହର ରୁପେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ଅସୁବିଧା ଲାଗି ରହିଛି । ଦୀର୍ଘ ୧୦ ଦିନ ହେବ ପିଇବା ପାଣି ଯୋଗାଣ ନ ହେଉଥିବା ଯୋଗୁଁ ଟିଟିଲାଗଡ ନିକଟସ୍ଥ ବାନ୍ଧୁପଲା ଗ୍ରାମ ପଞ୍ଚାୟତର…
Read More...

ରେଳ ଲାଇନ୍‌ରେ ମହିଳାଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଧିନସ୍ଥ କୁଇକେଡ଼ା ପଞ୍ଚାୟତ କମରଲଗା ନିକଟସ୍ଥ ରେଲୱେ ଲାଇନରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା ଜଣକ ସ୍ଥାନୀୟ ପଞ୍ଚାୟତର ପତ୍ରାପାଲି ଗାଁର ଗୀତାଞ୍ଜଳି ଭାଟି ବୋଲି ଜଣାପଡିଛି ।…
Read More...

ବାହନଗା ଟ୍ରେନ୍ ଟ୍ରାଜେଡି ଘଟଣା : ବିଦା ହେଲେ ଜେନେରାଲ ମ୍ୟାନେଜର

ବାଲେଶ୍ୱର : ବାହନଗା ରେଳ ଦୁର୍ଘଟଣା ଟ୍ରାଜେଡି ଘଟଣାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଦୁର୍ଘଟଣାର ପାଖାପାଖି ମାସେ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୨ ଶହ ୯୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ୧୯୮୫ ବ୍ୟାଚର…
Read More...

ଆଜି ରସଗୋଲା ଦିବସ : ମହାବାହୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ

ପୁରୀ : ମହାପ୍ରଭୁ ଜଗନ୍ନାଥ ତାଙ୍କ ଧର୍ମପତ୍ନୀ ମାନମୟୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବା ବେଳେ ଏହି ପରମ୍ପରାକୁ ଆଧାର କରି ଆଜି ରସଗୋଲା ଦିବସ ପାଳନ କରାଯାଉଛି । ନିଳାଦ୍ରୀ ବିଜେ ସମୟର ମହାବାହୁଙ୍କ ଏହା ଏକ ନିଆରା ପର୍ବ । ତେବେ ଐତିହାସିକ ଓ…
Read More...