Yearly Archives

2023

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ ଗୃହରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୋଇ ଆସୁଥିବା ଏହି ଦିବସ ପରିପ୍ରେକ୍ଷୀରେ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।…
Read More...

ମୋ ଘର ଯୋଜନା ନିମନ୍ତେ ଋଣ ପ୍ରଦାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋ ଘର ଯୋଜନାରେ ଋଣ ପ୍ରଦାନ । ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ…
Read More...

ସରକାରୀ ସହାୟତା ପାଇଲେ ଅସହାୟ ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଆଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଗତ ତିନିବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ପୋଖରୀରେ ବୁଡି ମୃତ୍ୟବରଣ ହେବା ପରେ ଅତି ଅସହାୟ ଅବସ୍ଥାରେ ଦୁଇ ଶିଶୁ ସହିତ ଝାଟିମାଟି ଘରେ ଜୀବନ ବିତାଉଥିଲେ । ତେବେ ଉକ୍ତ ପରିବାର ବିଷୟରେ ଖବର ପାଇଁ ଗତ ମାସରେ…
Read More...

ଅହିଂସା ଛକରେ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୪୭ରେ ପଦ୍ମପୁର ସ୍ଥିତ ବଡ଼ପଡ଼ାରେ ଅହିଂସା କ୍ଲବ ଗଠନ କରାଯାଇ ଛକରେ ଏକ ଅହିଂସା ସ୍ତମ୍ଭ ନିର୍ମାଣ କରାଯାଇଥିଲା ଓ ସେହି ସ୍ଥାନକୁ ଅହିଂସା ଛକ ଭାବରେ ନାମିତ କରାଯାଇଥିଲା । ବଡପଡାବାସୀଙ୍କ ଅନୁରୋଧ କ୍ରମେ ଅହିଂସା ଛକରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ…
Read More...

ଦେଉଳି ଉଚ୍ଚ ବିଦ୍ୟାଳୟ ସତିଭଟାଠାରେ ବନ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ଦେଉଳି ଉଚ୍ଚ ବିଦ୍ୟାଳୟ ସତିଭଟାଠାରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଚୈତନ୍ୟ ଲୋହାର, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ । ଏହି…
Read More...

ଖପ୍ରାଖୋଲରେ ନିରନ୍ତର କୃଷି ସମ୍ପର୍କିତ କର୍ମଶାଳା : ଜୈବିକ କୃଷି ଓ ପ୍ରାକୃତିକ ସମ୍ବଳ ପରିଚାଳନାକୁ ଗୁରୁତ୍ୱ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଏଫ୍‌ଇଏସ୍‌, କୃଷିବିଭାଗ ଓ ଓଏଲ୍‌ଏମ୍‌ର ମିଳିତ ଉଦ୍ୟମରେ ନିରନ୍ତର କୃଷି ସମ୍ପର୍କିତ ଅନୁଭୂତି ସଙ୍କଳନ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଏଫ୍‌ଇଏସ୍‌ ଜିଲ୍ଲା…
Read More...

କାଉଣ୍ଟଡାଉନ ଆରମ୍ଭ : କାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ : କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଫାଇନାଲ ଟଚ୍ ଦେବାରେ ଲାଗିଛି ଇସ୍ରୋ । ଫୋକସରେ ସଫଳ ଲ୍ୟାଣ୍ଡିଂ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବାକୁ ପଦକ୍ଷେପ ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଉଛି ।
Read More...

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୨୫ରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୫ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ସନ୍ଧ୍ୟାରେ ରାଜଭବନରେ ଆଦିବାସୀ ସମ୍ପ୍ରଦାୟ ସହ ଆଲୋଚନା କରିବେ । ତାପରେ ଭୁବନେଶ୍ୱର, କଟକ ଓ…
Read More...

ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିଲେ ମୋଦୀ । ବାଷ୍ଟିଲ ଡେ' ପରେଡ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଭାରତର ୩ ସେନା…
Read More...

ବ୍ରାହ୍ମଣ ସମାଜ ତରଫରୁ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିର ସୁସନ୍ତାନ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ନିଧନ ସୋମବାର ଦିନ ଅପରାହ୍ନରେ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧୁବାର ସଂଧ୍ୟାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ…
Read More...