Yearly Archives

2023

ଭିକେ ପାଣ୍ଡିଆନଙ୍କୁ ଗୋପାଳପୁର ଛକଠାରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ଆମ ଓଡ଼ିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗୋପାଳପୁର ନିକଟସ୍ଥ ବାବା ଧବଳେଶ୍ୱରଙ୍କର ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ପ୍ରଭୁ ଧବଳେଶ୍ୱରଙ୍କ ଉନ୍ନତିକରଣ…
Read More...

ଅଗ୍ରଣୀ ଚାଷୀ ସୁବାସ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ବିଜମରା ଅନ୍ତର୍ଗତ ଅଗ୍ରଣୀ ଚାଷୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଏକାଧାରରେ ଜଣେ ସଫଳ ଚାଷୀ ସହିତ ସମାଜ ସଂଗଠକ, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ…
Read More...

ପ୍ରଗତି ଉତ୍କଳ ସଂଘର ଶୀତ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଏକ ସାହିତ୍ୟ ସଭା ସହ ଗଳ୍ପ ଓ ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଶ୍ରୀ…
Read More...

ହାଇୱା ଗାଡ଼ି ଧକ୍କାରେ ୧ ଗୁରୁତର : ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ସାତମାଇଲ୍‌ ନିକଟସ୍ଥ ମେରାଇନ୍‌ ହୋଟେଲ ପାଖରେ ଆଜି ପୂର୍ବାହ୍ନରେ ଏକ ହାଇୱା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।…
Read More...

ଆଞ୍ଚଳିକସ୍ତରୀୟ ଭାରତ କୋଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ଆନୁକୂଲ୍ୟରେ ଭାରତ କୋଜାନୋ ଶୀର୍ଷକ ଏକ କୁଇଜ ପ୍ରତିଯୋଗିତା ବରଟୋଲିସ୍ଥିତ ପଦ୍ମିନୀ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋଦାବରୀଶ ଶତପଥୀଙ୍କ ଆବାହକତ୍ଵରେ…
Read More...

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ମିନି ଷ୍ଟାଡିୟମରେ ୩ ଦିନଧରି ଚାଲିଥିବା ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆର୍‌ଏସ୍‌ପି ସହରସେବା ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି…
Read More...

୫ ଦଫା ଦାବି ନେଇ ଗରିବ ସେନା ପକ୍ଷରୁ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ହେଉଥିବା ମନରେଗା ଯୋଜନାରେ ଦୁର୍ନୀତି ବିରୋଧରେ ଓ ଅସଲି ଶ୍ରମିକ ଯେଉଁମାନେ ସକାଳୁ ଉଠି ନିଜେ କଷ୍ଟ କରିଥାନ୍ତି ସେହି ଶ୍ରମିକର ଅଧିକାର ପାଇଁ ଓ ଶ୍ରମିକମାନଙ୍କୁ ଜମି ମରାମତି, ଚହଳା, ଗାଈ ଗୁହାଳ ଓ ଛେଲି…
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଜଲାପୁଟ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ । କାରଣ ଗଞ୍ଜେଇ ଚାଲଣ ହେଉଥିବା ନେଇ…
Read More...

ଆଇସ୍‌ଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ

ରିକଜାଭିକ : ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ଆଜି ସକାଳେ ସୂଚନା ଦେଇଛନ୍ତି ।…
Read More...

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ ଏଏଚ୍‌ଏଲ୍‌ ସେବା ଜରୁରୀ ହୋଇପଡିଛି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଖଣି ଅଂଚଳ ତାଳଚେରରେ ବୁଲା ଗାଇଗୋରୁଙ୍କ ଜୀବନ ବିପର୍ଣ୍ଣ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ଖଣି ଦ୍ୱାରା ବିଭିନ୍ନ ଗା' ଗଣ୍ଡା ଉଠିଯିବା ପରେ ବର୍ତ୍ତମାନ ସେଠାରେ ଥିବା ଗୃହ ପାଳିତ ପଶୁ ଆଜି ରାସ୍ତା ଉପରେ ଜୀବନ ନିର୍ବାହ କରୁଛନ୍ତି । ଖଣି ଅଞ୍ଚଳ…
Read More...