Yearly Archives

2023

ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

"ଭାରତକୁ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟ ସ୍ଥଳୀର ମିଶ୍ରଣ ଭାବରେ ଦେଖାଯାଏ"’’ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି’’"ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି""ଆମକୁ ସ୍ଥିର ଏବଂ ସମାବେଶୀ…
Read More...

ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠର ବିକାଶ ପାଇଁ ୧ କୋଟି ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ନିକଟ ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠ ପାଇଁ ୧ କୋଟି ଟଙ୍କା ଅନୁମୋଦନ ହୋଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରସ୍ତାବ ଅନୁଯାୟୀ ଆଜି ପର୍ଯ୍ୟଟନ ବିଭାଗର ରବୀନ୍ଦ୍ର…
Read More...

ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀ ଉର୍ଦ୍ଦେଶ୍ୟରେ ବିଡ଼ିଓଙ୍କୁ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମନ୍ଦିର କମିଟି ସଦସ୍ୟ ଓ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦାବୀପତ୍ର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…
Read More...

ଆଭାସୀ ମାଧ୍ୟମରେ ବଙ୍ଗୋମୁଣ୍ଡା ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୧୩ ଗୋଟି ଜିଲ୍ଲାର ୨୧ ଗୋଟି ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ତିନି କୋଟି ବ୍ୟୟ ଅଟକଳରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ ଲୋକାର୍ପିତ ହୋଇଛି ।…
Read More...

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ…
Read More...

ମହିଳା ପୋଲିସ ପିଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ, ଭଡ଼ା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ମହିଳା ପିଏସ୍‌ଆଇ ଗତ ବୁଧବାର ବିଳମ୍ଵିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ…
Read More...

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରାର ବିକାଶ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ତଥା ନବନିଯୁକ୍ତ ବଲାଙ୍ଗିର ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ।…
Read More...

ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ଆଜି ସ୍ୱାଭିମାନ ପଦଯାତ୍ରା ହୋଇଯାଇଛି । ପ୍ରଥମେ କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ଦେଇ ଇନ୍ଦିରା ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହି…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୧ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଗ୍ରାମ ନିକଟସ୍ଥ ସାପ୍ତାହିକ ବଜାର ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତାକଡ଼ରେ ପଡିଯାଇଥିବା ଜଣାପଡିଛି । ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାଇକ ଆରୋହୀ…
Read More...

ସଇଁନ୍ତଲା ଥାନା ମହିଳା ପିଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ଥାନାର କାର୍ଯ୍ୟରତ ଜଣେ ମହିଳା ପିଏସ୍‌ଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପିଏସ୍‌ଆଇ ବିଷ ପିଇ ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ…
Read More...