Yearly Archives

2023

ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ସାଜିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲେଟ ଭାୟା ପଦ୍ମପୁରରୁ ବଲାଙ୍ଗିର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଡାଙ୍ଗବାହାଲଠାରେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ବେଳେ ଗାଇସିଲେଟ ସଦର ମହକୁମାକୁ ମଧ୍ୟ ସଂଯୋଗ କରୁଛି । ଏହି ରାସ୍ତାରେ…
Read More...

ପ୍ରଦେଶୀ ବାରିକଙ୍କ ମାତୃ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା ଶିକ୍ଷକ ପ୍ରଦେଶୀ ବାରିକଙ୍କ ମାଆ ନେତ ବାରିକଙ୍କ ଦେହାନ୍ତ ଅଠାଶୀ ବର୍ଷ ବୟସରେ ‌ହୋଇଯାଇଛି । ସେ ଜଣେ ଭକ୍ତିଭାବାପନ୍ନ ତଥା ଅଧ୍ୟାତ୍ମ ପରାୟଣ ମହିଳା ଥିଲେ । ଝାଡ଼େଶ୍ଵର ମନ୍ଦିର ଚତୁର୍ଦ୍ଦଶୀ ପାର୍ଟିର ସକ୍ରିୟ ସଭ୍ୟା ଭାବେ ଆରମ୍ଭରୁ ଥିଲେ…
Read More...

ଜେଏସ୍‌ଏମ୍‌ କମର୍ସ ଆଣ୍ଡ ଆର୍ଟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ କମର୍ସ ଆଣ୍ଡ ଆର୍ଟ ମହାବିଦ୍ୟାଳୟରେ ଆଦର୍ଶ ଶିକ୍ଷକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସରପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗୁରୁ ଦିବସ ପାଳନ କରାଯାଇଛି ।…
Read More...

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିିତ୍ରରେ…
Read More...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ତମ ଗୁରୁଦିବସ ମହାସମାରୋହରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ତମ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ଡ଼ଃ ରାଧାକ୍ରିଷ୍ଟନଙ୍କ…
Read More...

ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବ୍ଲକ ସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟରେ ଥିବା ମା' ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ…
Read More...

ଗ୍ରେଡ୍‌ ପେ ବୃଦ୍ଧି ନେଇ ଅଧ୍ୟାପକଙ୍କ କଳା ବେଜ୍‌ ପରିଧାନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଅଧ୍ୟାପକମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିଥିଲେ । ପବିତ୍ର ଗୁରୁଦିବସରେ ଗୁରୁମାନଙ୍କର ଅସନ୍ତୋଷ ସମସ୍ତ ଜିଲ୍ଲାରେ ଦେଖାଯାଇଛି । ସେହିପରି ନିଖିଳ ଓଡିଶା ଅଧ୍ୟାପକ…
Read More...

ୱାଇସିଡିଏ ସଂସ୍ଥା ତରଫରୁ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାଇସିଡିଏ ସଂସ୍ଥା ତରଫରୁ ଅଟଗାଁ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ପୁଇଁତଳା ବ୍ଲକର ପାଞ୍ଚୋଟି ପଞ୍ଚାୟତ ଯଥା ଅଟଗାଁ, ମହିମୁଣ୍ଡା, ଛତାପୀପଲ, ଭାଲରେ, ଦଶପୁରର ଶିକ୍ଷକ ଓ ଶିକ୍ଷିୟତ୍ରୀ ବୃନ୍ଦ ଯୋଗ ଦେଇଥିଲେ ।…
Read More...

ଏପିଏସ କଲେଜ ରୋତ୍‌ରେ ଗୁରୁଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଛାତ୍ରଛାତ୍ରୀମାନଙ୍କ ତରଫରୁ ଖୁବ୍‌ ଧୁମ୍‌ଧାମ୍‌ରେ ଗୁରୁଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ…
Read More...

ସାଲେଭଟାରେ ଗୁରୁଦିବସ ପାଳିତ

ଆଗଲପୁର ବ୍ଳକର ୬୩ ଗୁରୁଙ୍କୁ ସମ୍ମାନୀତ ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ସାଲେଭଟାରେ ଗୁରୁଦିବସ ପାଳିତ ହୋଇଥିବା ବେଳେ ୬୩ ଜଣ ଗୁରୁଙ୍କୁ ସମ୍ମାନୀତ କରାଯାଇଛି । ସ୍ଥାନୀୟ ଚଣ୍ଡୀମନ୍ଦିର କଲ୍ୟାଣ ମଣ୍ଡପଠାରେ ବିଜୟ କୁମାର ଦାଶଙ୍କ ସଭାପତିତ୍ୱରେ…
Read More...