ଲୋଇସିଂହାରେ ପହଞ୍ଚିଲା ସାଇବର ସୁରକ୍ଷା ରଥ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରୁ ବାହାରିଥିବା ସାଇବର ସୁରକ୍ଷା ରଥ ମଙ୍ଗଳବାର ଲୋଇସିଂହାରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି । ସାଇବର ରଥକୁ ଆଜି ଲୋଇସିଂହା ପୋଲିସ ଥାନା ପରିସରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅଭିଯାନରେ!-->…
Read More...
Read More...