Daily Archives

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି

● କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ସାଢ଼େ ୭ ଲକ୍ଷ ତଳେ ରହିଛି● ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ୧% ତଳେ ରହିଛି ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଭାରତରେ କରୋନା ସକ୍ରିୟ ମାମଲା ସାଢ଼େ ୭ ଲକ୍ଷ ତଳେ ରହିଛି । ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ
Read More...

କବିତା : ଆଖି ଖୋଲିଲା ବେଳକୁ

ଶୁଭ୍ରାଂଶୁ ଶେଖର ପଂଡା ସୂର୍ଯ୍ୟୋଦୟରୁ କଅଁଳ ଖରା ଟିକକମୋ ଘରର ଅଗଣାରେ ବିସ୍ତାରିଛିଶାନ୍ତ ନିରବ ପରସ କେଉଁ କାଳୁମୋତେ ଛୁଇଁବାର ପ୍ରୟାସ କରୁଛିମୋ ଆଖି ଖୋଲିଲା ବେଳକୁତୁମ ହାତରେ ଚାହାକପ୍ନିଶବ୍ଦ ପ୍ରହରକୁ ବିଗାଡୁଛିପକ୍ଷୀମାନଙ୍କ କିଚିରି ମିଚିରି କଳରବରେ ତମାମ୍ ମୁହୁର୍ତଓଲଟ ପାଲଟ
Read More...

ଦଶମ ଶ୍ରେଣୀ ଛାତ୍ରକୁ ପାଠ୍ୟ ପୁସ୍ତକ ଯୋଗାଇ ଦେଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ପଞ୍ଚାୟତର ଝାରବନ୍ଦଲି ଗ୍ରାମର ଶ୍ରୀକାନ୍ତ ସାଗର ଦଶମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ପିତା ସୁଶୀଲ ସାଗରଙ୍କ ମୃତ୍ୟୁ ପରେ ପରିବାରର ବଡ ଭଉଣୀ ଓ ମା' ନୀଳାଦ୍ରି ସାଗର ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ବଡ ଝିଅ
Read More...

‘ଗର୍ଭାବସ୍ଥାରେ ଯତ୍ନ’ ସେବା କାର୍ଯ୍ୟକାରୀ କରିବା ପାଇଁ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ୟ୍ୟକ୍ରମକୁ ଜିଲ୍ଲାରେ ସଫଳତାର ସହ କାର୍ୟ୍ୟକାରୀ କରିବା ପାଇଁ ବୁଧବାର ଦିନ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନଙ୍କ ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ
Read More...

ପଦ୍ମପୁର ଉପଖଣ୍ତର ଦିଗହରା ବିଦ୍ୟୁତ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜକୁ କିଛି ତଳେ ଖବର ମାଧ୍ୟମରେ ଉପସ୍ଥାପିତ ହୋଇଥିବା ସଲଡିହ ଗ୍ରାମର ଏକ ଘଟଣା ଯେଉଁଠି ବିଜୁଳିର ଆବଶ୍ୟକ ଅଛି । ସେଠାରୁ ଖୁଣ୍ଟ ପୋତି ତାର ଟଣା ସରିଲା ପରେ ମଧ୍ୟ ପରବର୍ତ୍ତି ସମୟରେ ବିଦ୍ୟୁତ ଉପକରଣ ସ୍ଥାନାନ୍ତଣ କରାଯାଉଥିବା ବେଳେ ଅନ୍ୟ କେଉଁଠି
Read More...

ମୁଖ୍ୟ ରାସ୍ତା ଉପରେ ଗଦା ଗଦା ଗାଈଗୋରୁ, ପ୍ରତ୍ୟହ ଘଟୁଛି ଛୋଟ ବଡ଼ ଦୁର୍ଘଟଣା : ନିଘା ନାହିଁ ପ୍ରଶାସନର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟ ରାସ୍ତା ଉପରେ ଗଦା ଗଦା ଗାଈଗୋରୁ । ଏଥିପାଇଁ ପ୍ରତ୍ୟହ ଛୋଟ ବଡ଼ ଅନେକ ଦୁର୍ଘଟଣା ଘଟୁଛି । ଅଥଚ ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ନଥିବା ସ୍ପଷ୍ଟ ଜଣାପଡ଼ୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ଗାଈଗୋରୁଙ୍କ ମାଲିକମାନେ ନିଜ ନିଜ
Read More...

ଇନ୍‌ପୁଟ୍‌ ସବସିଡି ପାଇବା ଦାବୀରେ ଜିଲ୍ଲା କୃଷି ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ପାଇକମାଲ ବ୍ଲକର ସମସ୍ତ ଚାଷୀ ଇନ୍‌ପୁଟ୍‌ ସବସିଡି ପାଇବା ଦାବୀରେ ବ୍ଲକ କୃଷି ଅଧିକାରୀଙ୍କ ଜରିଆରେ ଜିଲ୍ଲା କୃଷି ଅଧିକାରୀ ବରଗଡ଼ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ
Read More...

ବୃଦ୍ଧା ମାଆଙ୍କୁ ଗାଡ଼ିରେ ବସାଇ ଆଣି ଛକ ଉପରେ ଛାଡ଼ିଗଲା ପୁଅ : ପୁଅ ଅପେକ୍ଷରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ…

ବରଗଡ଼, (ନିରୋଜ କୁମାର ପାଣୀ) : ମାଆର ମମତା ଆଗରେ ସବୁକିଛି ତୁଚ୍ଛ ।ମାଆ ହି ଗୋଟେ ମଣିଷ, ଯିଏ କହିବା ଆଗରୁ ହୃଦୟର ସବୁକଥା ଜାଣି ପକାଏ ।କିଛି ଥାଉ କି ନ ଥାଉ ମାଆ କେବେହେଲେ ନିଜ ଜନ୍ମ କଲା ସନ୍ତାନକୁ ଅବହେଳା କରି ନଥାଏ । କିନ୍ତୁ କାହିଁକି ମାଆ ହେଉଛି ଆଜି ଅବହେଳାର ଶିକାର ? କାହିଁକି
Read More...

ସାମ୍ବାଦିକ ଶଙ୍କର ରାଜୁଙ୍କ ପରଲୋକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଜିଲା ପେଷାଦାର ସାମ୍ବାଦିକ ସଙ୍ଘର ବରିଷ୍ଠ ସଦସ୍ୟ ତଥା ପାଟଣାଗଡ଼ ନିବାସୀ ଶଙ୍କର ରାଜୁ(୬୨)ଙ୍କ ବୁଧବାର ପରଲୋକ ହୋଇଯାଇଛି । ସେ ଗତ ସପ୍ତାହେ ଧରି ଅସୁସ୍ଥ ଥିଲେ । ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
Read More...

ବବୁଲ୍‌ ଗଛରୁ ଯୁବକର ମୃତଦେହ ଉଦ୍ଧାର

ବୌଦ୍ଧ (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲସରଡା ଗ୍ରାମ ପଞ୍ଚାୟତର ମାନେଶ୍ୱର ଗ୍ରାମର ଗୋଟିଏ ବବୁଲ୍‌ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକେ ମାନେଶ୍ୱର ଗୋଟିଏ ବବୁଲ୍‌ ଗଛରେ
Read More...
error: Content is protected !!