Daily Archives

ଜନଶୂନ୍ୟରେ ଦେଝାରରୁ ବାହାରିଲେ ଦେବୀ ପାଟଖଣ୍ଡା : ବଉରାପିଟା, ଲିଙ୍ଗବରଣ, ନିଶିପୂଜା ଆଜି ରାତିରେ ହେବ ଶେଷ : ଆସନ୍ତା…

ଯାତ୍ରା ସ୍ଥଳୀରେ ୨ସେକ୍ସନ ପ୍ଲାଟୁନ୍ ଫୋର୍ସ ମୁତୟନ ଦେଓଗାଁ, (ମନୀଷ କୁମାର ସାହୁ) : ଶହ ଶହ ବର୍ଷ ଧରି ଲୋକଙ୍କ ଗହଳିରେ ଆଧ୍ୟତ୍ମିକ ଭାବାବେଗରେ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଯାଇଛି । ଏହି ଯାତ୍ରାରେ କୋଭିଡ଼
Read More...

ବ୍ଲକ୍ କଳା ସଂସ୍କୃତି ସଂଘ ପକ୍ଷରୁ ଗ୍ରାମାଞ୍ଚଳରେ ସଞ୍ଚାର, ନଚନିଆଁ ଓ ସଙ୍ଗୀତ ମାଧ୍ୟମରେ କରୋନା ସଚେତନତା

ଦେଓଗାଁ, (ମନୀଷ କୁମାର ସାହୁ) : ମ‌ହାମାରୀ କରୋନା କବଳରେ ସାରା ବିଶ୍ବ କବଳିତ । କରୋନା ଟିୀକା ନ ଆସିବା ପର୍ୟ୍ୟନ୍ତ ସଚେତନତା ହିଁ ଜନସାଧାରଣଙ୍କ ପାଇଁ ରକ୍ଷା କବଚ । ଏଭଳି ମନୋଭାବ ନେଇ ସୋମବାର ଦିନ ଦେଓଗାଁ ବ୍ଲକ କଳା ସାଂସ୍କୃତିକ ସଂଘ ତରଫରୁ ସଂଘର ଉପସଭାପତି ସୁଦାମ ବିଶିଙ୍କ
Read More...

ଏସବୁ ଅଭ୍ୟାସ ପେଟରେ ବଢ଼ାଏ ଗ୍ୟାସ, ହୁସିଆର୍‌ ହୁଅନ୍ତୁ

ନୂଆଦିଲ୍ଲୀ : ପେଟ ସହ ସଂବନ୍ଧିତ ଅନେକ ସମସ୍ୟା ଭିତରେ ପେଟରେ ଗ୍ୟାସ୍‌ ହେବା ଏକ ସାଧାରଣ ସମସ୍ୟା । ଛୋଟରୁ ନେଇ ଯୁବକ ଏବଂ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତ ବୟସର ବ୍ୟକ୍ତିଙ୍କୁ କେବେ ନା କେବେ ଏହି ସମସ୍ୟାର ସାମ୍‌ନା କରିବାକୁ ପଡେ଼ । ତେବେ ପେଟରେ ଗ୍ୟାସ୍‌ ସୃଷ୍ଟି ହେବାର ଅନେକ କାରଣ
Read More...

ପଦ୍ମପୁର ରାଜାଙ୍କ ‘ଚାନ୍ଦମାରୀ’ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଚାଲିଥିବା ତ୍ରିଦିନାତ୍ମକ ଦୁର୍ଗା ପୂଜାର ପୂର୍ଣ୍ଣାହୂତି ପଡି ସାରିଛି । ତିନି ଦିନ ଧରି ପଦ୍ମପୁର ରାଜବାଟୀ ପୂଜା ମଣ୍ଡପ ଠାରେ ପୂଜା ହୋଇ ଆସୁଥିବା ରାଜାଙ୍କର ପାଟଖଣ୍ଡା ସସମ୍ମାନ ସହ ରାଜ ପାରିବାରର ଲୋକ ତଥା ପୂଜକମାନେ ରାଜ
Read More...

ମା’ ଦୁର୍ଗାଙ୍କ ଭସାଣୀ ଯାତ୍ରା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗୋଟିଏ ବର୍ଷ ପରେ ଆସିଥିଲେ ଧରାପୃ୍େ‌ଠକୁ ମା' ଦୁର୍ଗା । ମାନବ ସମାଜର କଲ୍ୟାଣ ନିମନେ୍‌ନ୍ତ ଆଶୀର୍ବାଦ ଦେବା ପାଇଁ ପାଞ୍ଚ ଦିନ ଧରି ପୂଜା ମଣ୍ଡପରେ ଉଭା ହୋଇ ପୂଜା ପାଉଥିଲେ ମା' । ଭକ୍ତଙ୍କ ହାରି ଗୁହାରି ଶୁଣିଥିଲେ । ଭକ୍ତମାନେ ମଧ୍ୟ ମା'ଙ୍କ
Read More...

ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ଜମି ସମସ୍ୟା ସଂପର୍କିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ କିଛି ସ୍ଥାନରେ ଜମି ହସ୍ତାନ୍ତର ସଂପର୍କିତ ସମସ୍ୟା ରହିଥିବାରୁ ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ପାରୁନାହିଁ । ଏ ସଂକ୍ରାନ୍ତରେ ବିଭିନ୍ନ ସ୍ଥାନରେ ବାକି ରହିଥିବା ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ
Read More...

ଭ୍ରାନ୍ତ ସ୍ୱାଧୀନତାବୋଧ ବନାମ୍‌ ସଚେତନ ଦିବ୍ୟତା

ଶରଦିନ୍ଦୁ ଭୂଷଣ ହୋତା ଜୀବନ ଏକ ଅସରନ୍ତି ରହସ୍ୟ । ରହସ୍ୟ ଉନ୍ମୋଚନ ପାଇଁ ପ୍ରଚେଷ୍ଟାର ବି ଅନ୍ତ ନାହିଁ । ଖୋଜିବା ପଣ ଧରି ମଣିଷ ଏତେ ବେଳକୁ ଜୀବନ ପ୍ରସଙ୍ଗରୁ କିଛି କିଛି ବୁଝି ପାରିଛି । ମୋଟାମୋଟି ଜାଣି ହେଉଛି ଯେ ମାନବିକ ଚେତନାରେ ନିରଂତର ଏକ ବିକାଶ ପ୍ରକ୍ରିୟା ଚାଲୁ ରହିଛି ।
Read More...

କ୍ୟାନ୍‌ସର୍‌ ପୀଡିତାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ନାରାୟଣ ବୁଦ୍ଧିଆଙ୍କ ସ୍ତ୍ରୀ କୁନ୍ତୀ ବୁଦ୍ଧିଆ(୫୮) ଦୀର୍ଘ ଦିନରୁ ଲିଭର ସଂକ୍ରମଣ ରୋଗରେ ପୀଡିତ ଥିଲେ । ଟଙ୍କା ଅଭାବରୁ ତାଙ୍କର ଚିକତ୍ସା କରିବାରେ ଅସମର୍ଥ ପ୍ରକାଶ କରିଥିଲେ ପରିବାରବର୍ଗ । ଗତ ୧୨ତାରିଖରେ
Read More...

ଅନୁଷ୍ଠିତ ହେଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା ଓ ନବରାତ୍ରୀ ପୂଜା

କେ‌ନ୍ଦୁଝର : ଘଟଗାଁ ମା' ତରିଣୀଙ୍କ ପୀଠରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଦଶହରା ଓ ନବରାତ୍ରୀ ପୂଜା । ନ' ଦିନ ଧରି ପୀଠରେ ନୀତିକା‌ନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଦଶହରା ଅବସରରେ ସପ୍ତମୀ ଦିନ ଠାରୁ ଦଶମୀ ପୂଜା ପର୍ୟ୍ୟନ୍ତ ମା'ଙ୍କୁ ସୁନାବେଶରେ ସଜ୍ଜିତ କରାଯିବା
Read More...

ଯବାନଙ୍କ ‌ଦ୍ୱାରା ମାଟି ତଳୁ ମାଓ ସାମଗ୍ରୀ ଜବତ

ଚିତ୍ରକୋଣ୍ଡ : ମାଟି ତଳୁ ଗଚ୍ଛିତ ମାଓ ସାମଗ୍ରୀ ଜବତ କରିବାରେ ଯବାନଙ୍କୁ ମିଳିଛି ସଫଳତା । ଚିତ୍ରକୋଣ୍ଡ ବ୍ଲକ ସ୍ୱାଭିମାନ ଅଂଚଳର ଗୁରାସେତୁ, ମୁକୁଡିପାଲି, ବେଜିଂ ଅଂଚଳରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ଯବାନଙ୍କ ‌ଦ୍ୱାରା ଜବତ ହୋଇଛି । ସୂଚନା ଅନୁସାରେ ଗୋଟିଏ
Read More...