Daily Archives

ମାଁ ଜଗଦମ୍ବା ଯୁବକ ସଂଘ ତରଫରୁ ଅନ୍ଧ କଳାକାର ସୁଦାମ ପୁଟେଲଙ୍କୁ ଆର୍ଥିକ ସାହାଯ୍ୟ

ପାଟଣାଗଡ଼, (କେପିଏନ୍‌ଏସ୍‌) : କୀର୍ତ୍ତନ କଳାକାର ସୁଦାମ ପୁଟେଲ୍ ବାଲ୍ୟକାଳରୁ ଅନ୍ଧ । ହେଲେ ସେ ଏପରି କୀର୍ତ୍ତନ ଖୋଲ ବଜାନ୍ତି ଏବଂ ଗାଆନ୍ତି ଯେ ଦର୍ଶକ ବିଭୋର ହୋଇ ଯାଆନ୍ତି । ମୃଦୁ‌ଙ୍ଗ ବଜେିବାରେ ସେ ଯେମିତି ଧୁର‌ନ୍ଧର, ଗୀତ ଗାଇବାରେ ବି ସେମିତି ମାହିର୍‌ । ତା‌ଙ୍କୁ ଦେଖିଲେ କେହି
Read More...

ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ସାହିଲ ଅଗ୍ରୱାଲ

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି ( ଅର୍ଜୁନ କୁମାର ହଂସ ଓ ମନୀଷ ହଂସ)- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ
Read More...

ଆଜି ପୂଜା ସରିଲା : କରୋନା କଟକଣାରେ ଭିତରେ ଭକ୍ତ ହେଲେ ଭାବ ବିହ୍ୱଳ, ପୁଣି ଆର ବର୍ଷକୁ ଅପେକ୍ଷା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗତ ପାଞ୍ଚଦିନ ଧରି ଚନ୍ଦନଭାଟି ଅଞ୍ଚଳର ବଘଲା, ଚନ୍ଦନଭାଟି ଏବଂ କଅଗାଁ ରେ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି ମା'ଙ୍କ ପୂଜା । କରୋନା କଟକଣା ଯୋଗୁଁ ପୂଜା ମାହୋଲ ଜାକଜମକ ହୋଇନଥିଲେ ମଧ୍ୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଥିଲା । ଅନ୍ୟ ବର୍ଷ ଭଲି
Read More...

ବଜାରରେ ଅଛି ମହୁରିର ଶାରଦୀୟ ସଂଖ୍ୟା ୨୦୨୦

ଭବାନୀପାଟଣା, (କେପିଏନ୍‌ଏସ୍‌) : ପବିତ୍ର ଦଶହରାରେ ପ୍ରକାଶ ପାଇଲା ଓଡ଼ିଆ ପତ୍ରିକା ଜଗତର ମଉଡ଼ମଣି, କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ “ମହୁରି” । ଏଥର ମହୁରିର ପୃଷ୍ଠା ସଂଖ୍ୟା ୪୦୦ ଆଉ ମୂଲ୍ୟ ମାତ୍ର ରହିଛି ୧୦୦ଟଙ୍କା । ଏଇ ୧୦୦ ଟଙ୍କାରେ ଆପଣଙ୍କୁ ମିଳିବ ୩ଟି ସଂପୂର୍ଣ୍ଣ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୫ରୁ ୧, ୧୮ରୁ ୧, ୧୯ରୁ ୧ ଏବଂ ୨୦ରୁ ୧ ଜଣ
Read More...

ଜିଲ୍ଲା ଯାଦବ ଭବନ ନୂତନ ସଭାଗୃହ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ନୂତନ ସଭାଗୃହ ସ୍ଥାନୀୟ ଯାଦବ ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ
Read More...

ମଦୁଆ‌ଙ୍କ ଆକ୍ରମଣରେ ୨ ଚାଷୀ ଲହୁଲୁହାଣ

ବାଲେଶ୍ୱର : ୪ ଜଣ ମଦୁଆ‌ଙ୍କ ଆକ୍ରମଣରେ ୨ ଜଣ ଚାଷୀ ଲହୁଲୁହାଣ ହୋଇଥିବା ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଖବର ପାଇ ପୁଲିସ ଦୁଇ ଆହତ ଚାଷୀଙ୍କୁ ଉଦ୍ଧାର କରି ଡ଼ା‌କ୍ତରଖାନାରେ ଭର୍ତ୍ତି କରିଛି । ସଂପୃକ୍ତ
Read More...

ପାରିବାରିକ କଳହ ଯୋଗୁଁ ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା କଲା ଆତ୍ମହତ୍ୟା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା ଟ୍ରେନରେ ଆତ୍ମହତ୍ୟା କରିଥିବା ସୂଚନାରେ କୁହାଯାଇଛି । ରେଳଧାରଣାରୁ ରେଳବାଇ ପୋଲିସ ପୁଅ, ଝିଅ ଓ ବାପାର ମୃତ ଦେହ ଉଦ୍ଧାର କରି ତଦନ୍ତ
Read More...

ଏସ୍‌-୪୦୦ ପରୀକ୍ଷଣ ଉପରେ ତୁର୍କି ରାଷ୍ଟ୍ରପତି ଆମେରିକାକୁ ଦେଲେ ଖୋଲମ୍‌ଖୋଲା ଧମକ୍‌ : ‘ଜାଣି ପାରୁନ, କାହା ସହ…

ଅଙ୍କାରା : ରୁଷ୍‌ର ଏସ୍‌-୪୦୦ ମିସାଇଲ୍‌ ଡ଼ିଫେନ୍ସ ସିଷ୍ଟମ୍‌ ଉପରେ ନାଟୋର ଦୁଇ ସଦସ୍ୟ ଦେଶ ଆମେରିକା ଓ ତୁର୍କି ମଧ୍ୟରେ କଥାବର୍ତ୍ତାରେ ଯୁଦ୍ଧ ଲାଗି ରହିଛି । ତୁର୍କିର ରାଷ୍ଟ୍ରପତି ରେସେପ ତେଇୟପ୍‌ ଏଦୋର୍‌ଗାନ୍‌ ସୁପର୍‌ ପାୱାର୍‌ ଆମେରିକାକୁ ଖୋଲମ୍‌ ଖୋଲା ଧମକ୍‌ ଦେଇଛନ୍ତି ।
Read More...

ପାକିସ୍ତାନରେ ଖୋଲାଖୋଲି ଉଠିଲା ସ୍ୱାଧୀନ ବେଲୁଚିସ୍ତାନର ଦାବୀ

କ୍ୱେଟା : ପାକିସ୍ତାନରେ ଇମ୍‌ରାନ୍‌ ଖାନ୍‌ ସରକାରକୁ ଚେର ସହ ଉପାଡ଼ି ଫିଙ୍ଗି ଦେବାକୁ ବିରୋଧୀ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ ପକ୍ଷରୁ ଆୟୋଜିତ ତୃତୀୟ ର‍୍ୟାଲିରେ ସ୍ୱାଧୀନ ବେଲୁଚିସ୍ତାନ ଦେଶ ଗଢ଼ିବା ଦାବୀ ପାକିସ୍ତାନରେ ବିବାଦ ସୃଷ୍ଟି କରିଛି । ପିଡିଏମ୍‌ର ଏହି ଜୋର୍‌ଦାର୍‌
Read More...