ମା’ ଦୁର୍ଗାଙ୍କ ଭସାଣୀ ଯାତ୍ରା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗୋଟିଏ ବର୍ଷ ପରେ ଆସିଥିଲେ ଧରାପୃ୍େ‌ଠକୁ ମା’ ଦୁର୍ଗା । ମାନବ ସମାଜର କଲ୍ୟାଣ ନିମନେ୍‌ନ୍ତ ଆଶୀର୍ବାଦ ଦେବା ପାଇଁ ପାଞ୍ଚ ଦିନ ଧରି ପୂଜା ମଣ୍ଡପରେ ଉଭା ହୋଇ ପୂଜା ପାଉଥିଲେ ମା’ । ଭକ୍ତଙ୍କ ହାରି ଗୁହାରି ଶୁଣିଥିଲେ । ଭକ୍ତମାନେ ମଧ୍ୟ ମା’ଙ୍କ ଆଶୀର୍ବାଦ ନେବାକୁ ତାଙ୍କ ପାଖକୁ ଆସିଥିଲେ । ଆଜି ଶେଷ ଦିନରେ ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ଦୂର୍ଗାପୂଜା ଭସାଣୀ ଯାତ୍ରା ସମାପନ ହୋଇଯାଇଛି । କରୋନା କଟକଣାକୁ ଆଖି ଆଗରେ ରଖି କମିଟିର ସଦସ୍ୟମାନେ ମା’ଙ୍କୁ ଶେଷ ଦର୍ଶନ କରି ବିଦାୟ ଦେଇଥିଲେ ।

Leave A Reply

Your email address will not be published.

one + 12 =