Daily Archives

ଦୁଇ ଭଉଣୀଙ୍କୁ କିଏ ନଦୀକୁ ଠେଲି ଦେଇନି ତ ?…. ଶାନ୍ତ ସରଳ ଦୁଇ ଯୁବତୀ କାହିଁକି କରିବେ ଆତ୍ମହତ୍ୟା ?……

ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖ ଦିନ ଏକା ସାଙ୍ଗରେ ୨ ଭଉଣୀ ନଦୀକୁ ଡେଇଁ ଜୀବନ ହାରିବା ଘଟଣାକୁ ସ୍ଥାନୀୟ ଲୋକେ ହଜମ କରିପାରୁ ନାହାନ୍ତି । ୨ ଭଉଣୀ ଡେଇଁ ପଡିଥିଲେ ନା ସେମାନଙ୍କୁ ଠେଲି ଦିଆଯାଇଛି, ତାହା ବର୍ତ୍ତମାନ ବି ସନ୍ଦେହ ଘେରରେ ଘୂରିବୁଲୁଛି ଅଛିଣ୍ଡା ପ୍ରଶ୍ନ ହୋଇ ।
Read More...

ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ପ୍ରବୀଣ ମହାପାତ୍ରଙ୍କୁ ଶୁଭେଚ୍ଛା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ୬୫୨ ନମ୍ବର ରଖି ସମଗ୍ର ବରଗଡ଼ ସହରକୁ ଖୁସି ଉଲ୍ଲାସରେ ଭରି ଦେଇଥିବା ପ୍ରବୀଣ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏଥିରେ ଜିଲ୍ଲା
Read More...

ଦାଦନ ଶ୍ରମିକ ଭାବେ ଗଲେ, ଶବ ହୋଇ ଫେରିଲେ : ମୃତଦେହକୁ ରଖି ଥାନା ଆଗରେ ରାସ୍ତା ଅବରୋଧ

ନୂଆପଡା, (ଗୁରୁଦୟାଲ ହଂସ) : ଦାଦନ ଦୁଃଖ ଯାଉନି ଏ ମାଟିରୁ । ପ୍ରତ୍ୟହ ଦାଦନ ଶ୍ରମିକ‌ଙ୍କ କିଛି ନା କିଛି ସମସ୍ୟାରେ କୁରୁଳୁଛି ଅଂଚଳ । ସଂପୃକ୍ତ ଜିଲା ଖଡିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମବାସୀ ଓ ନୂଆପଡା ଜିଲା ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତାମାନେ ମୃତ ଦାଦନ ଶ୍ରମିକଙ୍କ ଶବକୁ ରଖି
Read More...

କ୍ଷତି ପୂରଣ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପ୍ରତି ବର୍ଷ ପ୍ରାୟ ଅଂଚରେ ଚାଷୀଙ୍କ ମୁଣ୍ଡରେ ଦାଉ ସାଧିଥାଏ ବିଭିନ୍ନ ପ୍ରକାର ସମସ୍ୟା । ଏହାର ଭୌଗଳିକ ସ୍ଥିତି ଯୋଗୁଁ ଏହା ଏକ ମରୁଡିପ୍ରବଣ ଅଂଚଳ । ହେଲେ ଏ ବର୍ଷ ଭଲ ବର୍ଷା ହୋଇଥିଲା । କ୍ଷେତରେ ଚାଷୀର ପରିଶ୍ରମର ପାଉଣା ବର୍ଷସାରାର
Read More...

ଫେଲ୍‌ ମାରିଲା ଲୁଟେରାଙ୍କ ୨୪ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ

ରାଉରକେଲା : ଫେଲ୍‌ ମାରିଲା ଲୁଟେରାଙ୍କ ଲୁଟ୍‌ ଉଦ୍ୟମ । ଘଟଣାଟି ରାଉରକେଲାର ରଘୁନାଥପଲ୍ଲୀ ଥାନାରୁ ୨୦୦ ମିଟର ଗଲାପରେ ଏହି ଘଟଣା ଘଟିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଦିନ ବେଳା ଏକ ଘୋରୋଇ ସୁନା କମ୍ପାନୀର କର୍ମଚାରୀ ପିଙ୍କୁ ସୁନା କଲେକସନ୍‌ର ୨୪ ଲକ୍ଷ ଟଙ୍କା ଧରି ବାଇକ୍‌ ରଖି
Read More...

ଟିଟିଲାଗଡ ବ୍ଲକ ଗସ୍ତରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଓଡ଼ିଶା ସରକାର ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କୁ ବ୍ୟବସାୟ କରିବା ପାଇଁ ଉତ୍ସାହ କରୁଛନ୍ତି । ଛତୁ ଚାଷ, ମା' ଓ ଶିଶୁ ଖାଦ୍ୟ ପ୍ରସ୍ତୁତି କରଣ, ଜୈବିକ ଖତ ତିଆରି ଆଦି ବିଭିନ୍ନ
Read More...

ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନ : କୋଶଳର ଜନ୍ମ ଦିନରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସପ୍ତମ ରକ୍ତଦାନ ଶିବିର ଭଟଲି ବ୍ଲକ ଭୂଲିଆଡ଼ିହିର ଭିଂଜିତୁରା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ହାସ୍ୟକବି ଦେବେନ୍ଦ୍ର ସାହୁଙ୍କ ପୁଅ କୋଶଳ ସାହୁଙ୍କ ଷଷ୍ଠ ଜନ୍ମଦିନ ଅବସରରେ ଆୟୋଜନ
Read More...

ବ୍ଲକସ୍ତରୀୟ କନଭର୍‌ଜେନ୍ସ ଯୋଜନା କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହରେ ରାଜ ବୋଡାସମ୍ବର ବ୍ଲକ କନଭର୍ଜେନ୍ସ ଯୋଜନା କମିଟି ବୈଠକ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପୋଷଣ ଅଭିଯାନ କାର୍ୟ୍ୟକ୍ରମକୁ
Read More...

ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରଲୋକ

ନୂଆପଡା, (କେପିଏନ୍‌ଏସ୍‌) : ଖଡ଼ିଆଳ ଏନ୍‌ଏସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଜଣେ କୋଭିଡ଼ ଯୋଦ୍ଧା ଭାବରେ ନିଜ ଦାୟିତ୍ୱ ବେଶ୍‌ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
Read More...

ସୁନାବେଡ଼ା ଗୋଧସ ଜଳ ପ୍ରକଳ୍ପରେ ଖସିପଡି ଯୁବକ ନିଖୋଜ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସୁନାବେଡ଼ା ଗୋଧସ ଜଳ ପ୍ରକଳ୍ପରୁ ଖସିପଡି ଜଣେ ଯୁବକ ନିଖୋଜ ହେଇଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଳକ ଲୁଥୁରବନ୍ଧ ପଂଚାୟତର ସାଗୁନାମୁଣ୍ଡା ଗାଁର ମହେଶ ନାଗ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହିତ ସୁନାବେଡା ଅଭ୍ୟୟାରଣ୍ୟ
Read More...
error: Content is protected !!