Daily Archives

ଝିଅକୁ ମାଟି ମୁଠାଏ ବି ଦେବାକୁ ଦେଲେନି : ହାଥ୍‌ରସ୍‌ ପୀଡ଼ିତାଙ୍କ ମା’

ଲଖ୍‌ନଉ : ସାରା ଦେଶରେ ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବାକୁ ଦାବୀ ହେଉଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯିବାକୁ କଥା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କେତେକ ପୋଲିସ
Read More...

କବିତା : ଅନାମିତର ହୁଏ କବିତା

ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଏବେ ନୂଆ କରିଶୀତ ଛୁଇଁଛି ପୃଥିବୀକୁକୁହୁଡ଼ିର ପଣତ ତଳେ ମୁହଁ ଲୁଚେଇସଲାଜେ ହସିବାର ଅଭିନୟ କରୁଛି ସହରଘାସଫୁଲର ଓଠରେପ୍ରେମ କବିତା ଲେଖୁଛି କାକର । ଦୂର ଦିଗଂତ ସେପାଖୁରହି ରହି ନିନାଦୁଛି,ସୂର୍ୟ୍ୟ ବୁଡିବା ବେଳେ ଆଲୁଅର ଆଦିମ ନିନାଦଦଳେ ପକ୍ଷୀଂକ ଖୁଦ
Read More...

ସରକାରଙ୍କ ଅନ୍‌ଲକ୍‌ରେ ତିହାର ମାନୁଛନ୍ତି ଲୋକେ : କରୋନା କଟକଣାକୁ ଫୁଃ କରୁଛନ୍ତି ଅମାନିଆ

ଦେଓଗାଁ, (ମନୀଷ କୁମାର ସାହୁ) : ତିନି ଚାରି ମାସ ପୂର୍ବରୁ ଦେଓଗାଁ ବ୍ଲକର କରୋନା ସଂଖ୍ୟା ୨ରୁ ୫ ମଧ୍ୟରେ ଥିଲା । ସେତେବେଳେ କଟକଣା ଦେଖି ସବୁଆଡେ ବ୍ୟାପି ଯାଇଥିବା ଭଳି ମନେ ହେଉଥିଲା । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ସୂଚୀ ବିବରଣୀ ଉଲ୍ଲେଖ କରୁଥିଲେ । ଏବେ ପ୍ରତିଦିନ ଆକ୍ରାନ୍ତ
Read More...

କୋଶଲ ରାଜ୍ୟ ସମନ୍ୱୟ ସମିତିର ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି : ପଶ୍ଚିମାଞ୍ଚଳରେ କରୋନା ମୁକାବିଲା ପାଇଁ ୧୩ ଗୋଟି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଯୋଗୁଁ ବର୍ତ୍ତମାନ ସାରା କୋଶଳାଞ୍ଚଳରେ ଭୟଙ୍କର ପରିସ୍ଥିତି ରହିଛି । ସୁନ୍ଦରଗଡ ଓ କଳାହାଣ୍ଡିକୁ ଛାଡି ଦେଲେ ପ୍ରାୟ ସମସ୍ତ ସ୍ଥାନରେ ସ୍ଥିତି ସମାନ ରହିଛି । ଏହାକୁ ନେଇ ଆଜି କୋଶଲ ରାଜ୍ୟ ସମନ୍ୱୟ ସମିତି ଏକ ଖୋଲା ଚିଠି ମାଧ୍ୟମରେ
Read More...

ଶିକ୍ଷକ ସଂଜୀବ ମିଶ୍ର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ୍‌ର ପ୍ରାଥମିକ ଶିକ୍ଷକ ସଂଜୀବ ମିଶ୍ର(୪୫) ଆଉ ନାହାନ୍ତି । ଆଜି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଛି । ବଲାଙ୍ଗିର ସହରର ରାଜୀବ ନଗରରେ ରହୁଥିବା ଏହି ଯୁବ ଶିକ୍ଷକ ଜଣକ ବେଶ୍‌ ଲୋକପ୍ରିୟ ଥିବା ବେଳେ ତାଙ୍କ ପରଲୋକରେ ସାରା ଅଂଚଳରେ ଶୋକର
Read More...

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି : ୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : '୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି । ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି'… ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ ।
Read More...

ଯୋଗୀଙ୍କ ଉପରେ ଦିଗ୍‌ବିଜୟ ସିଂହଙ୍କ ସିଧା ଆକ୍ରମଣ : ଗୁରୁ ଗୋରଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଆଜି ସାମ୍ବାଦିକମାନଙ୍କ ସହ କାଥାବାର୍ତ୍ତା ବେଳେ ହାଥ୍‌ରସ୍‌ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରିଛନ୍ତି ଏବଂ ସେ କହିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ଗୁରୁ ଗୋରେଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ ।
Read More...

ହାଥ୍‌ରସ କାଣ୍ଡରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ବକ୍ରୋକ୍ତି : ବିଜେପି ସବୁଠୁ ବଡ଼ ମହାମାରୀ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଥ୍‌ରସ୍‌ କାଣ୍ଡ ଉପରେ ନିଜର ବକ୍ରୋକ୍ତି ରଖି ବିଜେପି ସବୁଠୁ ବଡ଼ ମହାମାରୀ ବୋଲି ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକ ତଥା ମିଡ଼ିଆ ହାଉସ୍‌କୁ ଏହି ଘଟଣାରେ ଧମକ୍‌ ଦିଆଯାଉଥିବା ଖବର ଆସୁଛି । ମାତ୍ର ମୁଁ ବିଜେପିକୁ
Read More...

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସର

ସାରଜା : ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲ-୨୦୨୦ର ୧୬ତମ ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚରେ କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲରେ
Read More...

ବାପା ଗାଳି ଦେବାରୁ ଅଷ୍ଟମ ଶ୍ରେଣୀର ଛାତ୍ର କଲେ ଆତ୍ମହତ୍ୟା

କେନ୍ଦୁଝର : ଅନଲାଇନ୍‌ ଗେମ୍‌ ଯୋଗୁଁ ଜଣେ ଛାତ୍ର‌ଙ୍କ ଜୀବନ ଅକାରଣରେ ଚାଲି ଯାଇଛି । ଗେମ୍ ଖେଳି ଟଙ୍କା ହାରିଗଲେ । ବାପା ଜାଣିବା ପରେ ଏ କଥା ପୁଅକୁ ଗାଳି ଦେଇଛନ୍ତି । ହେଲେ ବାପାଙ୍କ ଗାଳିକୁ ସହି ନପାରି ପୁଅ ବେକରେ ଲୁଗା ଦେଇ ଜୀବନ ହାରି ଦେଇଥିବା ଭଳି ଏକ ଦୁଃଖଦ ଖବର ସାରା ଅଂଚଳରେ
Read More...
error: Content is protected !!