Daily Archives

୮୫ ପ୍ରତିଶତରୁ ଅଧିକ ସୁସ୍ଥ ହାର ସହ ଭାରତର ଆଉ ଏକ କୀର୍ତ୍ତି

• ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୪୮ ଲକ୍ଷରୁ ଅଧିକ• ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର
Read More...

କବିତା : ରାତିର୍ ସାଢ଼େ ଚାଏର୍

ପୁସ୍ତମ୍ ଯୁଆଡି ଦିନ ସାରା କାମ୍‌ର ବୋଝ୍‌ଘର୍'ନୁ ଅଫିସ୍‌ଅଫିସ୍'ନୁ ଘର୍ମକରା ଜାଲର୍‌ ଛଂଦି ଲେଖେଁସତେ ଯେନ୍ତା ଗୁପ୍‌ଲିଛେ ଜୀବନ୍ ! ସାରା ସହର୍‌ଟାକେଆବ୍‌ରୁଥିସି କିଲ୍‌ବିଲ୍ ଅଂଧାର୍,ଇ ସମିଆକେ ଏକାଅସଁଖଲା କରିନିଜକେ ପାଲ୍‌ଟି ଦେସ ତମେ !! ଝିଁକାରି ମାରୁଛେ, ରାଏତ୍
Read More...

୧ ଲକ୍ଷ ଟଙ୍କିଆ ନୋଟ୍‌ ଛାପିବା ପ୍ରସ୍ତୁତିରେ ବେନେଜୁଏଲା : ଏମିତି ୨ଟି ନୋଟ୍‌ରେ ମିଳିବ ୧ କିଲୋ ଚାଉଳ

କାରାକସ୍‌ : କେବେ ଦିନେ ତୈଳ ଉତ୍ପାଦନ ଯୋଗୁଁ ଅପାର ସଂପନ୍ନତାରେ ପରିପୂର୍ଣ୍ଣ ଥିବା ଦକ୍ଷିଣ ଆମେରିକୀୟ ଦେଶ ବେନେଜୁଏଲାରେ ଏବେ ଲୋକ ଭୋକରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦେଶର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଏହି ଦେଶର ଏଭଳି ଅବସ୍ଥା
Read More...

ପିଚୁ ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ହେଲା : ମାଟି ପକାଇ କାମ ସାରିଦେଲା ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନସିଲେଟ ଗାଁରେ ଆଜି ବି ନିର୍ମାଣ ହୋଇ ପାରୁନାହିଁ ପିଚୁ ରାସ୍ତା । ଗାଁରେ ଗୋଟିଏ ପକା ସଡକ ନିର୍ମାଣ ପାଇଁ ଗ୍ରାମବାସୀ ଜନପ୍ରତିନିଧି ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରି ସାରିଛନ୍ତି । ହେଲେ
Read More...

ରୋନକ ଡାଲମିଆ ଓ ମନ୍ଥନ ଡାଲମିଆଙ୍କୁ ସ୍କୁଲ ଦ୍ୱାରା ସମ୍ବର୍ଦ୍ଧନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୋନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ. ଏଡଭାନ୍ସ ପରୀକ୍ଷାରେ ସଫଳତା ପାଇଛନ୍ତ । ରୋନକ ସର୍ବ ଭାରତସ୍ତରରେ ୫୨ତମ ଓ ମନ୍ଥାନ ୧୦୦ ନଂବର ହୋଇଥିବା ବେଳେ ଓଡିଶାରେ ପ୍ରଥମ ଓ ତୃତୀୟ ସ୍ଥାନ ରଖିଛନ୍ତି । କଂଟାବାଂଜି
Read More...

ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା : କବି ନିତ୍ୟାନନ୍ଦ ନାୟକ ପୁରସ୍କୃତ ହେବେ

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଥିବା ବେଳେ ଏଥର କବିତା ସଙ୍କଳନ 'ସେତେବେଳକୁ ନଥିବ' ପାଇଁ ସାରଳା ପୁରସ୍କାର ପାଇବେ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ। ତାଙ୍‌ଙ୍କୁ ପୁରସ୍କାର ରାଶି ୫ ଲକ୍ଷ ଟଙ୍କା ଦିଆଯିବା ସହିତ ମାନପତ୍ର ପ୍ରଦାନ କରାଯିବ। ଏଥିସହ
Read More...

ପୂର୍ବତନ ତୁରେକେଲା ସରପଂଚ ଦୟାନିଧି ମେହେରଙ୍କ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ତୁରେକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଦୟାନିିଧି ମେହେରଙ୍କ ମଂଗଲବାର ଦିନ ତାଙ୍କ ଜନ୍ମ ମାଟି ଝରଣି ଗାଁରେ ବିୟୋଗ ହୋଇଛି । ତାଂକ ବିୟୋଗ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା । ସେ ୧୯୩୦ ମସିହାରେ ଜନ୍ମ ଗ୍ରହଣ
Read More...

ଅଭିଭାବକ ମଂଚର ଦାବୀ : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଭିଭାବକ ମଂଚ ବଲାଙ୍ଗିରର ଏକ ସ୍ୱତନ୍ତ୍ର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ନିୟମ ପାଳନ ପୂର୍ବକ ଆବଶ୍ୟକ ଦୂରତ୍ୱ ରକ୍ଷା କରି ଉପସଭାପତି ପ୍ରସନ୍ନ ମିଶ୍ର, ସଂପାଦକ ଗୋବିନ୍ଦ ମିଶ୍ର ତଥା କାର୍ୟ୍ୟକାରୀ
Read More...

ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାକୁ ଭାତ ହାଣ୍ତି କୁହା ଯାଉଥିବା ବେଳେ ଏହି ଭାତ ହାଣ୍ତିର ଗୋଟିଏ ଭାଗ ହେଉଛି ପଦ୍ମପୁର ଉପଖଣ୍ତ । ହେଲେ ଏହାର ଭୌଗଳିକ ସ୍ଥିତି ଯୋଗୁଁ ବହୁ ସମୟରେ ଚାଷୀଙ୍କୁ ମରୁଡିର ମୁହଁ ଦେଖିବାକୁ ପଡିଥାଏ । ହେଲେ ଏବର୍ଷ ଭଲ ବର୍ଷା ଯୋଗୁଁ ବିଲରେ
Read More...

ଯୁବ ଖ୍ରୀଷ୍ଟିଆନ ସୋସାଇଟିର ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତରପ୍ରଦେଶ ହଥରସ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ବିରୋଧରେ କଲେଜ ଛକ ସ୍ଥିତ ଯୁବ ଖ୍ରୀଷ୍ଟିଆନ ସୋସାଇଟି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ପତ୍ରରେ ହଥରସ ଗଣ ଧର୍ଷଣ ଓ
Read More...
error: Content is protected !!