Daily Archives

ରୋଗୀ ପାଇଁ କଷ୍ଟ ଦେଉଛି ରାସ୍ତା, ଗଡୁନି ଆମ୍ବୁଲାନ୍ସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ତାଲବେଡା ଗ୍ରାମର ରୋଗୀ ତରଙ୍ଗିନୀ ବଗର୍ତ୍ତୀଙ୍କୁ ଆଣିବାକୁ ଯାଇ ବାଟରେ ଅଟକିଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ୮ଟା ସମୟରେ ରୋଗୀକୁ ହସପିଟାଲ ନେବା ପାଇଁ ଯାଉଥିବା ବେଳେ କୋଡିବାହାଲି ରାସ୍ତାର ଅବସ୍ଥା
Read More...

କବିତା : ଦୁଃଖ – ଦ୍ୟୁଲୋକ

ବିଜୟ ରାୟ ନାଁ ଟିଏ ଦେଇ ହେଲାନିଦୁଃଖର ! କୋଳାହଳକୁଅପେକ୍ଷା ଥାଉ ଭାରି ପାଦରଏଇ କିଛି କ୍ଷଣର ଅବଧି ମାତ୍ରନୀରବତାର ! ସ୍ରୋତର ଅନୁକୂଳରେବହିଯିବା ସହଜ ହେଇପାରେରଞ୍ଜାର ସାହାରାରେଲତାଟିଏ ପରି ମାଡ଼ିଯିବାସହଜ ହେଇପାରେପଛୁଆ ପବନର ହାତ ଠେଲାରେଚଢାଇ ଚଢିବାସହଜ ହେଇପାରେ !ଦର୍ପଣକୁ
Read More...

ବଲାଙ୍ଗିର କୋଭିଡ୍‌ ହୋମ୍‌ରେ ଚୟନ ହୋଇଥିବା ଏଏନ୍‌ଏମ୍ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୋଭିଡ କେୟାର ହୋମ ପାଇଁ ଗତ ୮ ତାରିଖ ବିଜ୍ଞାପନ ଅନୁଯାୟୀ ୨୬୫ ଏଏନ୍‌ଏମ୍‌ ପ୍ରାର୍ଥୀ ଚୟନ କରାଯାଇଛି ଓ ତହିଁ ରୁ ୨୨୧ ଜଣଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି
Read More...

ବୁଡେନ ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବୁଡେନ ଥାନା କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଦୁଇଜଣ ଗିରଫ ହୋଇଛନ୍‌ନ୍ତି । କୁକୁରୀମୁଣ୍ଡା ଗ୍ରାମରେ ସେହି ଗ୍ରାମର ରାଜେନ୍ଦ୍ର ବଢେଇ ନାମକ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବୁଡେନ
Read More...

ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ୍ସପ୍ରେସ୍ ସର୍ଭିସ୍ ସେବା ଆରମ୍ଭ : ସେବାର ଶୁଭାରମ୍ଭ କଲେ ବିଧାୟକ ଓ କମିଶନର

ରାଉରକେଲା, (କେପିଏନ୍‌ଏସ୍‌) : ସହରର ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କୁ ଅଧିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଉରକେଲା ମହାନଗର ନିଗମ ଆଜି ଏକ୍ସପ୍ରେସ୍ ସର୍ଭିସ୍ ସେବାର ଶୁଭାରମ୍ଭ କରିଛି। ଏଥିନିମନ୍ତେ ଦୁଇଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରିଛି ନିଗମ।
Read More...

ନିଟ୍-୨୦୨୦ : ଶତ ପ୍ରତିଶତ ନମ୍ବର ରଖି ଇତିହାସ ରଚିଲେ ରାଉରକେଲାର ସୋଏବ ଆଫତାବ

ରାଉରକେଲା : ସଦ୍ୟ ପ୍ରକାଶିତ ଏନଟିଏ-ଏନଇଇଟି ପରୀକ୍ଷାରେ ଓଡ଼ିଶା ରାଉରକେଲାର ସୋଏବ ଆଫତାବ ଇତିହାସ ରଚିଛନ୍ତି । ସେ ମୋଟ ୭୨୦ ମାର୍କରୁ ୭୨୦ ମାର୍କ ରଖି ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ସୋଏବ । ତାଙ୍କ ବାପା ଓଡ଼ିଶାରେ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପଟୁଆପାଲି ଠାରେ ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଏହି ମହତ କାର୍ୟ୍ୟକ୍ରମକୁ ବିଜୁଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇ
Read More...

ଟେଣ୍ଟ୍‌ ହାଉସରେ ପଡିଛି ଅଜଣା ବ୍ୟକ୍ତିର ମୃତ ଦେହ

ବରଗଡ, (ଗୋପୀନାଥ ସାହୁ) : ଟେଣ୍ଟ୍‌ ହାଉସରେ ପଡିଛି ଅଜଣା ବ୍ୟକ୍ତିର ମୃତ ଦେହ । ବରଗଡ ଟାଉନର ତଲିପଡାରେ ଥିବା ଏକ ଟେଣ୍ଟ ହାଉସରେ ଏହି ଘଟଣା ଦେଖିବାକୁ ମିଳିଛି । ଆଜି ପୋଲିସ ଶବକୁ ଜବତ କରିଛି । ବ୍ୟକ୍ତି ଜଣଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳି ପାରି ନଥିବା ବେଳେ ବ୍ୟକ୍ତି ଜଣକ ବରଗଡ ବ୍ଳକର
Read More...

ପଥର ଫଟାଇବା ବେଳେ ଖାଦାନରେ ବିସ୍ଫୋରଣ : ୫ ମୃତ

ଗୁଣୁପୁର, (କେପିଏନ୍‌ଏସ୍‌) : ଗୁଣୁପୁର ଓକିଲଗୁଡାରେ ପଥର ଫଟାଇବା ବେଳେ ଖାଦାନରେ ବଡଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩ ଜଣଙ୍କ ସମେତ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ
Read More...

ପରଲୋକରେ ଜିଜ୍ଞାସାର ରାଜ୍ୟ ସଂଯୋଜକ ଅଲେଖ ନିରଂଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଜ୍ଞାସାର ରାଜ୍ୟ ସଂଯୋଜକ ଅଲେଖ ନିରଞ୍ଜନ ଓଝାଙ୍କ ଗତକାଲି କଟକ ଏସ୍‌ସିବି ହସ୍‌ପିଟାଲରେ ଦେହାନ୍ତ ହୋଇ ଯାଇଛିି । ସୂଚନା ଅନୁସାରେ ଅଲେଖ ନିରଂଜନ କେନ୍ଦୁଝର ଜିଲ୍ଲା ବାସିନ୍ଦା ବଲାଙ୍ଗିର ଜିଲ୍ଲା ଆର୍ୟୁବେଦିକ୍‌ କଲେଜରେ
Read More...
error: Content is protected !!