Daily Archives

ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । କାରଣ ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଇଛି ହାତୀ ଉପଦ୍ରବ । ଉଲୁଣ୍ଡା ବନାଞ୍ଚଳରେ ପାଖାପାଖି ପାଞ୍ଚ ଦିନ ହେଲାଣି ଜାରିରହିଛି ହାତୀପଲର ଉତ୍ପାତ । ଜଂଗଲ ଛାଡି ଗାଁକୁ
Read More...

ଆସନ୍ତାକାଲି ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨, ୨୦୨୦ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ଶ୍ରୀମତୀ ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା ।
Read More...

ଦେଶ ପାଇଁ ଗର୍ବର ମୁହୂର୍ତ୍ତ : ସରକାର ସୁପାରିଶ କରିଥିବା ସମସ୍ତ ୮ଟି ବେଳାଭୂମିକୁ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ…

ଓଡ଼ିଶାର ପୁରୀ ଗୋଲଡେନ ବିଚ ସାମିଲ ନୂଆଦିଲ୍ଲୀ, (ପିଆଇବି) : ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସୁନାମଧନ୍ୟ ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ
Read More...

ସ୍ଵାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

• ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ସମସ୍ତ ଘରକୁ ସମ୍ପତ୍ତି କାର୍ଡ ପ୍ରଦାନର ପ୍ରତିଶ୍ରୁତି• ସମ୍ପତ୍ତି କାର୍ଡ ଜରିଆରେ ସହଜ ହେବ ବ୍ୟାଙ୍କ ଋଣ ପ୍ରାପ୍ତି–ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ, (ପିଆଇବି) : ସ୍ଵାମିତ୍ଵ ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀମାନଙ୍କୁ ଭିଡିଓ
Read More...

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୦ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଅଷ୍ଟମ ଦିନରେ ମୃତ୍ୟୁ ସଂଖ୍ୟା ୧ ହଜାରରୁ କମ୍● ସୁସ୍ଥଙ୍କ ମଧ୍ୟରୁ ଅଧାରୁ ଅଧିକ ସର୍ବାଧିକ ମାମଲା ଥିବା ୫ଟି ରାଜ୍ୟରୁନୂଆଦିଲ୍ଲୀ, (ପିଆଇବି) : ଭାରତ ଆଜି ଆଉ ଏକ ଶୀର୍ଷକୁ ଉଠିଛି । କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୦ ଲକ୍ଷ (୬୦,୭୭,୯୭୬)ର ମାଇଲଖୁଣ୍ଟକୁ ଅତିକ୍ରମ
Read More...

ଆଇପିଏଲ୍‌ : ହାଇଦ୍ରାବାଦକୁ ହରାଇଲେ ରାଜସ୍ଥାନର ଯୁବ ଭାରତୀୟ ଯୋଡ଼ି ତିୱାଟିୟା-ରୀୟାନ୍

ଦୁବାଇ : ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୨୬ ତମ ମ୍ୟାଚ୍‌ରେ ରବିବାର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ପରେ
Read More...

ସମ୍ବଲପୁରୀ ସର୍ଟ ଫିଲ୍ମ ‘ଭାଏ ଜିଇଁତାର୍ ସିର୍ଜିନା’ ସୁଟିଂ ସମାସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଭାଲୁ ଡୁଙ୍ଗୁରୀର ଯୁବ କ୍ୟାମେର ମେନ୍ ତଥା ନିର୍ଦ୍ଦେଶକ ଓ ଅଭିନେତା ଶ୍ୟାମ ସୁନ୍ଦର ମେହେରଙ୍କ ପ୍ରଚେଷ୍ଟା ବଳରେ ବହୁତ ସମ୍ବଲପୁରୀ ସିନେମା ପ୍ରସ୍ତୁତ ହୋଇ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଆଜି ପଶ୍ଚିମ ଓଡିଶାର ପରମ୍ପରା ଉପରେ
Read More...

କବିତା : ଫଗୁନ୍

ଗଣେଶ ବାରିକ୍ ଫଗୁନ୍ ରଙ୍ଗ୍ ଧରି କରି ଆଏଲେ ହେଲେମୋର୍ କାଣା ଯାଏ ଆସେଫଗୁନର ରଙ୍ଗେ ମୋର୍ ତ ନାଇଁନ ମିତା ମାରସାଦ୍ମୋର୍ ତ ନାଇଁନ ତାର୍ ସାଙ୍ଗେ ଲେତାଗୁତା । ଫଗୁନ୍ ଆସୁ ନି'ଜେଲଗାବାର କାଜେ ତାର୍ ରଙ୍ଗ୍ ମୋର୍ ଦିହେଁମାତର୍ ସେ କାଣା ଜାନିଛେ ଭାଏଲ୍ମୋର୍ ଦିହେଁ ରଙ୍ଗ୍ ନାଇ ରଚେଯେନ୍
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକାରୀ ବୈଠକ

ବରଗଡ, (ନିରଂଜନ ତ୍ରିପାଠୀ) : ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ୟ୍ୟକାରୀ ବୈଠକ ସଭା ପ୍ର. ଅମରେନ୍ଦ୍ର ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ତାଙ୍କର ଅଭିଭାଷଣରେ ଆଜିର ସମାଜ ପାଇଁ ତଥା ଦେଶ ପାଇଁ ରହିଥିବା ଆମର କର୍ତବ୍ୟକୁ ଚେତେଇ ଦେଇଥିଲେ । ପ୍ରହଲ୍ଲାଦ ମହାପାତ୍ର
Read More...

ଆର୍.ଏମ୍.ସି. କର୍ମଚାରୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିୟନ୍ତ୍ରିତ ବଜାର କମିଟୀର କର୍ମଚାରୀ ରବିନ୍ଦ୍ର ଚନ୍ଦ୍ର ସୁନାଙ୍କ ୫୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୫ ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ଛତିଶଗଡ ରାୟପୁରର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ଜଣେ ସରଳ,
Read More...
error: Content is protected !!