Daily Archives

କବିତା : କାଠର୍‌ ଘୁଡ଼ା

ବିପିନ୍‌ ଆଚାର୍ଯ୍ୟଏଥର୍‌ ବନେଇ ବସ୍‌ମାଟିର୍‌ ବଲଦ୍‌ …. କାଠର୍‌ ଘୁଡ଼ାଦଦା -ଚାଁଢେ଼ଁ ଅମ୍‌ରି ଯିବା ପୁରା ଉଆଁସ୍‌ । ଦେଖ୍‌ ଯେ -ହରାଲି ଉଆଁସ୍‌ ଡେହେଁକି ଗଲାନ’ସାତ୍‌ ଦିନ୍‌ ସାତ୍‌ ରାତର୍‌ ।ମାଏଟ୍‌ ଚିଟ୍‌କିବୁ, ଗଢ଼୍‌ବୁ, ପୁଡ଼ାବୁଛାଁଚ୍‌ ନୁ ପୁଛ୍‌ବୁ, ରଙ୍ଗାବୁ….ଇଟା କାଣା
Read More...

କୋରାନାରେ ଆଇଆଇସିଙ୍କ ମୃତ୍ୟୁ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଟାଉନ ଥାନା ଆଇଆଇସି ପୀତବାସ ଧରୁଆ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେ କରୋନା ଦୀର୍ଘ ୨୦ ଦିନ ଧରି ଆକ୍ରାନ୍ତ ହେବା ପରେ କୋରାପୁଟରେ ଚିକିତ୍ସିତ ହେଉଥିଲେ । କିଛିଦିନ ତଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଚାରଦିନ ତଳେ ସେ ପୁଣି
Read More...

ଖୋଲିବ ନନ୍ଦନ କାନନ ଏବଂ ଡିୟର ପାର୍କ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରୋନା କଟକଣା ଭିତରେ ଖୋଲିବ ନନ୍ଦନ କାନନର ଚିଡ଼ିଆଖାନା ଏବଂ ଡିୟର ପାର୍କ । ବଡ଼ ଚିଡ଼ିଆଖାନାକୁ ପ୍ରାୟ ୧୫୦୦ ଏବଂ ଛୋଟ ଚିଡ଼ିଆଖାନକୁ ପ୍ରାୟ ୭୫୦ ପର୍ୟ୍ୟଟକଙ୍କୁ ଭିତରକୁ ଛଡାଯିବ । ରାଜ୍ୟ ବନ୍ୟପ୍ରାଣୀ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।
Read More...

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ନିଷ୍ଠା ଭବନ ଆନ୍ଧ୍ର କେମ୍ଫ ଖଣ୍ଡହଥା ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସମ୍ମାନୀତ ଅତିଥି ଭାବେ ତହସିଲଦାର
Read More...

ଅଟଳ ସୁଡ଼ଙ୍ଗ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩, ୨୦୨୦ରେ ରୋହତଙ୍ଗସ୍ଥିତ ଅଟଳ ସୁଡଙ୍ଗକୁ ଉଦଘାଟନ କରିବେ ।ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ ୯.୦୨ କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ
Read More...

‘ସ୍ୱଚ୍ଛତା କେ ୬ ସାଲ, ବେମିସାଲ’ : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ

(ଏମଓଏଚୟୁଏ)ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ମିଶନର ୬ ବର୍ଷ ପୂର୍ତ୍ତି ପାଳନ କରିବ● ପ୍ରଭାବଶାଳୀ ସ୍ୱଚ୍ଛ ଭାରତ ମିଶନ ପାଇଁ ନୂଆ ପଦ୍ଧତି ଦର୍ଶାଇବା ଲାଗି ସଂକ୍ଷିପ୍ତ ଓ ସକ୍ରିୟ ଜିଆଇଏସ ପୋର୍ଟାଲ ପ୍ରଦର୍ଶନ କରିବେ ହରଦୀପ ସିଂହ ପୁରୀ● ବିଭିନ୍ନ ଭାରତୀୟ ସହରଗୁଡିକର କୋଭିଡ-୧୯
Read More...

ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

● ଲଗାତର ଦଶମ ଦିନରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହିଛି● ଭାରତରେ ମୋଟ ସୁସ୍ଥ ପ୍ରାୟ ୫୩ ଲକ୍ଷ● ଗତ ୧୨ ଦିନରେ ୧୦ ଲକ୍ଷ ସୁସ୍ଥନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ୧୦ ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୧୦
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ସଂଧ୍ୟା ୫ଟା ସମୟରେ ଅଫିସିଏଲ୍‌ ଫେସ୍‌ବୁକ୍‌ ଏବଂ ଟ୍ୱିଟର୍‌ରେ ଲାଇଭ୍‌ ମାଧ୍ୟମରେ ‘କୋଭିଡ-୧୯ ନଲେଜ୍‌ ହବ୍‌’ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କୁ ଲାଇଭ୍‌ ସେସନ୍‌
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌(ପ୍ରାଥମିକ) ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା ଦିଆଯାଇଛି । ତେବେ ଆସନ୍ତା ୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରାଥମିକ ପରୀକ୍ଷା ସମ୍ବଲପୁର ଏବଂ କଟକରେ ସେଂଟର ହୋଇଥବବା ବେଳେ
Read More...

ଦୁଇଦିନିଆ ଜଳ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଠାରେ ଏଫଇଏସ୍‌ ଏବଂ ଓଡିଶା ଜୀବିକା ମିଶନ ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ୨୩ ଜଣ କୃଷିମିତ୍ରଙ୍କୁ ନେଇ ଚାଷ ଜମିରେ ଜଳ ପରିଚାଳନା ଉପରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ
Read More...
error: Content is protected !!