Daily Archives

କବିତା : ତୁଣ୍ଡବାଇଦ

ତ୍ରିନାଥ ସିଂହ ଲକଡାଉନ୍, ସଟଡାଉନ୍, କ୍ୱାରେନଟାଇନ୍‌କଣ୍ଟେନମେଣ୍ଟ, ଆଇସୋଲେସନ୍… ସହସ୍ରକୋଶ ଦୂରରୁ ଡିବି ଡିବି ବାଜୁଥିବାଏଇ ତୁଣ୍ଡବାଇଦରୁକାଣିଚାଏ ବି କିଛି ବୁଝିପାରେନାବାପର ବିଣ୍ଡିମରା କାନ୍ଧରେ ବସିବାଟ ଚାଲୁଥିବା ପିଲାଟିର ଆବାକାବା ଆଖିକି ପାଦର କକର୍ଥନା… ବୁଝି ବି
Read More...

ଟିଟିଲାଗଡ ପୋଲିସର ବଡ଼ ସଫଳତା : ଜୁଆ ଆଡ୍ଡା ଚଢ଼ଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଅଞ୍ଚଳରେ ବହୁ ଦିନରୁ ଧରି ଜୁଆ ଆଡ୍ଡାଗୁଡିକ ନିଶ୍ଚିନ୍ତ ଭାବରେ ଚାଲିଥଲା । ଛୋଟ ବଡ଼ ଅନେକ ଲୋକ ଜୁଆ ଆଡ୍ଡା ଜମାଇଛନ୍ତି । ଅକ୍ଟୋବର ୨୭ ତାରିଖ ଦିନ ସନ୍ଧ୍ୟାରେ ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମନୋଜ
Read More...

ଆପଣ ଜାଣନ୍ତି କି, କିସମିସ୍‌ ଖାଇବାରେ ଆଶ୍ଚର୍ଯ୍ୟଜନକ ଲାଭ : ଆସନ୍ତୁ ଜାଣିବା ଏହାର ଉପକାରିତା

ନୂଆଦିଲ୍ଲୀ : ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ ବାଦାମ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । କିନ୍ତୁ ଜାଣି ରଖନ୍ତୁ, କିସମିସ୍‌ ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କିସମିସ୍‌ ମଧ୍ୟ ଏକ ସୁପରଫୁଡ୍‌ ଠାରୁ କମ୍‌ ନୁହେଁ । କିସମିସ୍‌ରେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ ।
Read More...

ପିଆଇବି ପକ୍ଷରୁ “ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ

• ଆଧୁନିକ ଅଖଣ୍ଡ ଭାରତର ସ୍ଥପତି ଥିଲେ ସର୍ଦ୍ଦାର ପଟେଲ• ଯୁବପିଢ଼ି ଲୌହମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଭୁବନେଶ୍ୱର, (ପିଆଇବି) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ (୩୧ ଅକ୍ଟୋବର)ର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ସୂଚନା ଓ
Read More...

‘ପ୍ରତିଶ୍ରୁତି’ ସାହିତ୍ୟ ପତ୍ରିକା ଉନ୍ମୋଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ପବିତ୍ର ଦଶହରା ଉପଲକ୍ଷେ 'ପ୍ରତିଶ୍ରୁତି' ନାମରେ ଏକ ପୂଜା ବିଶେଷାଙ୍କ ସାହିତ୍ୟ ପତ୍ରିକା ଉନ୍ମୋଚନ ହୋଇଯାଇଛି । ଏଥିରେ ଓଡ଼ିଶାର ପରିଚିତ କବି ସୌଭାଗ୍ୟ କୁମାର ମିଶ୍ର ଏବଂ ଦେବଦାସ ଛୋଟରାୟଙ୍କ ଦୁଇଟି କାଳଜୟୀ କବିତା ସାଙ୍ଗକୁ ବାଲେଶ୍ୱରର ଯୁବ
Read More...

ବନୁପାଲି ଗ୍ରାମରେ ବଏଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ବନୁପାଲି ଗ୍ରାମରେ ଅନେକ ବର୍ଷ ଧରି ପାଳନ ହେଉଛି ବଏଲ ଯାତ୍ରା । ସମଲେଶ୍ବରୀ, ପାଟମାହେଶ୍ୱରୀ, ବୁଢାରଜା, ହନୁମାନ ଆଦି ଦେବତାମାନେ ବରୁଆ ଦେହରେ ଓହ୍ଲାଇ ଗ୍ରାମ ପରିଭ୍ରମଣ କରିଥାନ୍ତି । ଗ୍ରାମରେ
Read More...

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ : ନିଜେ ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦି‌ଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଙ୍କ ସହ ଯୋଗାଯୋଗ କରିଛନ୍ତି ସେମାନେ ଯଥାଶୀଘ୍ର ସେମାନଙ୍କ କରୋନା ପରୀକ୍ଷା କରିନିଅନ୍ତୁ ।
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚଳିତ ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହେଉଛି । ଚଳିତ ବର୍ଷର ବିଷୟବସ୍ତୁ 'ସତର୍କ ଭାରତ ସମୃଦ୍ଧ ଭାରତ' ରଖାଯାଇଛି ।
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ସହ ମାକ୍ସ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଖଲିଆପାଲି ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ପଂଚାୟତ କଂଗ୍ରେସ କମିଟି ସଭାପତି ଗୋପଗୋବିନ୍ଦ ଡାଙ୍ଗଙ୍କ ସଭାପତିତ୍ୱରେ ଓ ବ୍ଲକ ସଂଯୋଜକ ଯୁବ ଦଳିତ ନେତା ହରି ନନ୍ଦଙ୍କ ସଂଯୋଜନାରେ କରୋନା ସଚେତନତା ସହ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ
Read More...

୩୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଜବତ, ୪ ଗିରଫ

ମୁନିଗୁଡା : ବଲାଙ୍ଗିର ଜିଲ୍ଲାକୁ ୩୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ବିଷମ କଟକ ଥାନା ଅଧୀନରେ ଥିବା ଉର୍ଲାଯୋଡ଼ି ଗାଁ ନିକଟରେ ଏକ ମିନି ଟ୍ରକ୍ ଓ ପିକଅପ୍ ଭ୍ୟାନ୍‌ରେ ଚାଉଳ ଲୋଡ଼୍ କରାଯାଉଥିବା
Read More...
error: Content is protected !!