Daily Archives

କେନ୍ଦ୍ର ସାହିତ୍ୟ ଏକାଡେ଼ମୀର କାର୍ଯ୍ୟକ୍ରମ ଉପରେ କୋଶଲୀ ଭାଷା ସୁରକ୍ଷା ସମିତିର ପ୍ରତିକ୍ରିୟା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ସେପ୍ଟେମ୍ବର ୧୯ ତାରିଖ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଅନ୍‌ଲାଇନ୍‌ ସମ୍ବଲପୁରୀ କବି ସମ୍ମିଳନୀ ଆୟୋଜନ କରିଥିବା ବେଳେ ଟିଟିଲାଗଡ଼ କୋଶଲୀ ଭାଷା ସୁରକ୍ଷା ସମିତି ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଏହା
Read More...

ପଞ୍ଜାବକୁ ରୋମାଞ୍ଚକର ଭାବେ ୨ ରନରେ ହରାଇଲା କୋଲକାତା : ୬ ମ୍ୟାଚରୁ ଗୋଟେ ବିଜୟ ସହ ପଞ୍ଜାବର ଟ୍ରଫି ଆଶା କ୍ଷୂର୍ଣ୍ଣ

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ପଞ୍ଜାବକୁ ୨ ରନରେ ହରାଇ ଦେଇଛି ।ଆଜି ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ତେବେ ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳୀୟ ସ୍କୋର
Read More...

ଜୁଆ ଖେଳ ଚଢାଉ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ବାଦୀକଟା ଗ୍ରାମରେ ଚାଲିଥିବା ତାସ ଜୁଆଖେଳ ଉପରେ ପୋଲିସ ଚଢାଉ କରି ୩ ଜଣ ଖେଳାଳୀଙ୍‌ଙ୍କୁ ଗିରଫ କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବାଦୀକଟା ଗ୍ରାମର ମୁରଳୀ ଖମାରୀ, ଲୋକନାଥ(ଅମୃତ) ସାହୁ, ଭଗବାନ ବେହେରା ଏକ ନିଛାଟିଆ
Read More...

‘ମାଫିଆ ଗ୍ୟାଙ୍ଗ୍‌ ମତେ ମାରି ପକାଇବେ ସାର୍‌’ : ପାୟଲ ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଗୁହାରୀ

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ବେଶ୍‌ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ସେ ଅଭିଯୋଗ ଆଣିଥିବା ବେଳେ ଋଚା ଚଡ଼୍‌ଢ଼ାଙ୍କ ସହ ନିଜର କେସ୍‌କୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ପାୟଲ ଘୋଷ ଏବେ ପିଏମ୍‌
Read More...

କବିତା : ପ୍ରାର୍ଥନା

ରାଜୀବ ଲୋଚନ ଆଚାର୍ଯ୍ୟ ଇଚ୍ଛା ତ ଅନେକ ଥାଏହେଲେ …..କେତେ ପୂରା ହୋଇଥାଏ ପ୍ରିୟମ୍ବଦା ? ନିର୍ମଳ ଜଳରେ ଖେଳୁଖେଳୁସାଇତା ହୋଇଯିବାକୁ ହୁଏଖଳେଇ ଭିତରେ,ଭାଂଗି ଯାଉଥାଏ ଭରସାଅଦିନିଆ ବରଷାବଢାଉଥାଏ ତୃଷା । ଦେଖ,ତମେ ଆଉ ମନେ କରିବନିଆକାଶରେ ଉଡିବାକୁପବନରେ ଖେଳିବାକୁ,ହାତ ଜମା ବଢେଇବ
Read More...

ପରୀକ୍ଷାର୍ଥୀଙ୍କ ଆନ୍ଧ୍ର ବିଏଡ୍‌ ପରୀକ୍ଷା ଚିନ୍ତା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଆଗାମୀ ନଭେମ୍ବର ମାସରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ବିଏଡ୍‌ ପରୀକ୍ଷା ହେବାକୁ ଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଅଫ୍‌ଲାଇନ ପରୀକ୍ଷା ସକାଶେ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ମହାମାରୀ କରୋନା ସକାଶେ
Read More...

ଗାଡି ଚୋରଙ୍କଠାରୁ ସତର୍କ ରହିବାକୁ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ ତରଫରୁ ସଚେତନତା

ବରଗଡ଼, (ନିରୋଜ କୁମାର ପାଣୀ) : ପରୋପକାର କାର୍ୟ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ । ସହରରେ ଦିନକୁ ଦିନ ଚୋରୀ ଡକାୟତି ବଢୁଥିବା ଯୋଗୁଁ ଲୋକେ ବର୍ତ୍ତମାନ ଚିନ୍ତିତ ଅଛନ୍ତି ।
Read More...

ବିଏମସିର ପଦକ୍ଷେପ ପରେ ଗର୍ଜିଲେ ଅପରାଜିତା

ଭୁବନେ‌ଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଥିବା ବେଳେ ବିଏମସିର ଏହି ପଦକ୍ଷେପ ପରେ ଗର୍ଜିଛନ୍ତି ଅପରାଜିତା । କାର୍ଯ୍ୟାଳୟ ବାହାରେ ରାସ୍ତା ଉପରେ ଜନ ଦରବାର କରି ସାମ୍ବାଦିକ
Read More...

ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଯୁଦ୍ଧ : ତୁର୍କି ସ୍ପଷ୍ଟ କଲା, ଅଜର୍‌ବେଇଜାନ୍‌ ସହ ଠିଆ ହେବ

ନୂଆଦିଲ୍ଲୀ : ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅଜର୍‌ବେଇଜାନ୍‌ ସହ ଠିଆ ହେବା ନେଇ ସ୍ପଷ୍ଟ କରିଛି ତୁର୍କି । ତୁର୍କିର ରକ୍ଷା ମନ୍ତ୍ରଣାଳୟ ନିଜର ଅଧିକାରିକ ଟ୍ୱିଟରରେ ଲେଖିଛି ଯେ, ଅଜର୍‌ବେଇଜାନ‌ ସେନା ବାହାଦୁରୀର ପରିଚୟ ପ୍ରଦାନ କରିଛନ୍ତି । ନିଜର ନିୟନ୍ତ୍ରିତ
Read More...

ଘରକୁ ଘର ବୁଲି କୋଭିଡ୍‌ ପରୀକ୍ଷା

ଜୁନାଗଡ : କରୋନାର ଶିକାର ହେଉଛନ୍ତି କଲାହାଣ୍ଡି ଜିଲ୍ଲା ଜୁନାଗଡରେ ଅନେକ ଲୋକ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇଦିନ ଧରି ଏନଏସି ଅଚଂଳରେ ଘରକୁ ଘର ବୁଲି ବୁଲି କୋଭିଡ୍‌ ପରୀକ୍ଷା କରାଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ଜୁନାଗଡ ଏନ୍‌ଏସି ଅଚଂଳବାସୀ ବେଶ୍‌ ପ୍ରଶଂସା
Read More...
error: Content is protected !!