ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ ଯୋଗୁଁ କ୍ଷତି ପୂରଣ ସହାୟତା ପାଇଁ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ କୋନାବୁଦା ଗ୍ରାମର ଚାଷୀ ମାନେ ପାଇକମାଲ ବ୍ଲକ କୃଷି ଅଧିକାରୀ ଓ ପାଇକମାଲ ତହସିଲଦାରଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ଅଟେ । ଚିର ମରୁଡିରେ!-->…
Read More...
Read More...