ସୈନିକଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଗାଡ଼ି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କାର ଉଡ଼ାଜାହାଜ :…
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଶେୟାର୍ କରି ମୋଦୀ ସରକାରରେ ସୈନିକମାନଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ଯେଉଁ ଭିଡ଼ିଓ ଶେୟାର୍ କରିଛନ୍ତି ଏଥିରେ ଟ୍ରକ୍ ଭିତରେ ବସିଥିବା କିଛି ସୈନିକ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ସହ!-->…
Read More...
Read More...