ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନରେ ସାହିତ୍ୟିକ ତଥା ଶିକ୍ଷକ ସମ୍ମାନୀତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦ ଦ୍ୱାରା ଗୋପବନ୍ଧୁ ଜୟନ୍ତୀ ଅବସରରେ ଆୟୋଜିତ ଦର୍ପଣ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ସାହିତ୍ୟ ସାଧନା ପାଇଁ 'ଦୟାନିଧି!-->…
Read More...
Read More...