Daily Archives

ଆତ୍ମହୂତି ଦେବାକୁ ଆସିଥିବା ଦମ୍ପତ୍ତିଙ୍କୁ ଉଠାଇ ନେଲା ପୁଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁଲିସ ଦ୍ୱାରା ନ୍ୟାୟ ନପାଇ ଏକ ଦମ୍ପତ୍ତି ପେଟ୍ରୋଲ ଢାଳି ହୋଇ ଆତ୍ମହୁତି ଦେବାକୁ ଆସିଥିବା ବେଳେ ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା ।
Read More...

ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବଲାଙ୍ଗିର,(ଦେବାଶିଷ ମିଶ୍ର) - ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ପଂଚାୟତ ଅନ୍ତର୍ଗତ ପାଣ୍ଡେଳ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହେଉଛି । ଗାଁରେ ହୋଇଥିବା ଅନିୟମିତତା ସମ୍ପର୍କରେ ଦୃଷ୍ଟି
Read More...

ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର-ସମ୍ବଲପୁର ମୁଖ୍ୟ ରାସ୍ତାର ମହାନଦୀ ସେତୁ ଉପରେ ସନ୍ଧ୍ୟା ୮ଟା ସମୟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚାରି ଜଣ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ଅଗ୍ନିଶମ ବିଭାଗ ତରଫରୁ ଦୁର୍ଘଟଣା
Read More...

ସୂଚନା ଅଧିକାର ଆଇନକୁ ବି ଫୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନସାଧାରଣ ନିଜ ଅଞ୍ଚଳର ସରକାରୀ ଯୋଜନା ମାଧ୍ୟମରେ ହୋଇଥିବା ଉନ୍ନୟନ ମୂଲକ କର୍ୟ୍ୟ ବିଷୟରେ ସବିଶେଷ ବିବରଣୀ ଜାଣିପାରିବେ ବୋଲି ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି । । ସେହି ସୂଚନା ଅଧିକାର ଆଇନ ଅନୁସାରେ ବିଜେପୁର ଅଞ୍ଚଳର ପଥର୍ଲା ଗ୍ରାମର ଯୁବନେତା
Read More...

ଟିଟିଲାଗଡରେ ଜାଗା ମିଶନରେ ମାନ୍ୟବର ମନ୍ତ୍ରୀଙ୍କ ଜମି ପଟ୍ଟା ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଲୋକ ବିନା ଜମି ପଟ୍ଟାରେ ଅନେକ ବର୍ଷ ଧରି ବସବାସ କରି ଆସୁଛନ୍ତି । ସେମାନଙ୍କ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଜାଗା ମିଶନ ରାଜ୍ୟ ସରକାରଙ୍କ ତରଫରୁ ଅନୁଷ୍ଠିତ
Read More...

କବିତା : ଜିଭ

ନବୀନ ବିଶ୍ୱବ‌ନ୍ଧୁ ତମେ ଅଛ ବୋଲି ଜାଣିପାରୁଛିଷଡ଼ସ୍ୱାଦ,ବାରିପାରୁଛି ବିଷୟାବିଷରବିସ୍ଵାଦ ! ତମେ ଅଛ ବୋଲି ଗାଇପାରୁଛିଜୀବନଗୀତ,ଦେଇପାରୁଛି କଦବା କେମିତି କେଉଁ ଅପଶକ୍ତିକୁଅଭିସଂପାତ ! ଏଯାଏ ଯେତେ ଶବ୍ଦ ଉଚ୍ଚାରିତପ୍ରେମର ହେଉ କି ଘୃଣାର,ସବୁର ତମେ କର୍ତ୍ତା-କାରକଅଭାବ ହେଉ କି
Read More...

ସୁବର୍ଣ୍ଣପୁରଠାରେ ମହିଳା କିଷାନ ଦିବସ ପାଳିତ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ମହିଳା କୃଷି ଓ କୃଷକର ସଶକ୍ତିକରଣ ତଥା କୃଷି କ୍ଷେତ୍ରରେ ମହିଳାଙ୍କୁ ପ୍ରୋତ୍ସାହନ ଲକ୍ଷ୍ୟରେ ସୁବର୍ଣ୍ଣପୁରଠାରେ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି । ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ସହାୟତାରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ
Read More...

ଦିନବେଳା ସହରକୁ ଭାରିଯାନ ପ୍ରବେଶ ନିଷେଧ କରିବା ପାଇଁ ଟିଟିଲାଗଡ ବିକାଶ ସେନାର ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବଲାଙ୍ଗିର ଜିଲ୍ଲାର ଏକ ମୁଖ୍ୟ ସହର । ଏହି ସହର ମଧ୍ୟ ଦେଇ ଯାଇଛି ଜାତୀୟ ରାଜପଥ ୫୯ । ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ବଡ଼ ବଡ଼ ଟ୍ରକ୍ ଓ ଭାରିଯାନ ଯିବା ଆସିବା କରୁଛି । କିନ୍ତୁ ସହର ମଧ୍ୟରେ ଏହି ରାସ୍ତା ପୂର୍ବରୁ ହିଁ ସଂକୀର୍ଣ୍ଣ ଥିଲା
Read More...

ପଥପ୍ରାନ୍ତ ନାଟକ କରି ହାତଧୁଆ ଶିଖାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚିମିନିଭାଟି ପଡା ଠାରେ ଥିବା ଶାସ୍ତ୍ରୀ କ୍ଲବ ଆନୁକୂଲ୍ୟରେ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସରରେ ଲୋକଙ୍କୁ ସ୍ୱଚ୍ଛତା ନେଇ ସଚେତନ କରାଯାଇଥିଲା । କ୍ଲବର କାର୍ଯ୍ୟକର୍ତ୍ତାମାନେ ପଡା ପରିକ୍ରମା କରିବା ସହ ଲୋକଙ୍କୁ ହାତ
Read More...

ସିଆଲଯୋର ସ୍କୁଲ ପାଚେରୀ ନିର୍ମାଣରେ ଅନିୟମିତତା ଅଭିଯୋଗ : ସାମାନ୍ୟ ବର୍ଷାରେ ଧୋଇ ହେଉଛି ପ୍ଲାଷ୍ଟର, ଠିକାଦାର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଜଙ୍ଗଲ ଘେରା ଭିତରେ ଥିବା ବ୍ରାହ୍ମଣୀଯୋର ପଞ୍ଚାୟତର ସିଆଲଯୋର ପ୍ରାଥମିକ ବିଦ୍ୟାଳୟରେ ନିର୍ମାଣ ହୋଇଥିବା ପାଚେରୀ କାମରେ ଅନିୟମିତତା ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଏହି କାମଟି ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ
Read More...
error: Content is protected !!