Daily Archives

କବିତା : ଚିରସ୍ରୋତା ସ୍ରୋତସ୍ୱିନୀ

ବନ୍ଦନା କର ତମେ କ୍ଷତାକ୍ତ କଲେ ବିମୁଁ ନିଶ୍ଚିହ୍ନ ହେବିନିଶୁଷ୍କ ସେଇ ଉଚ୍ଛ୍ୱାସ ମୋଚିରସ୍ରୋତା ସ୍ରୋତସ୍ୱିନୀ ।ମରିବି ମରିବି ବୋଲିନିଜକୁ ବି ମାରିବିନିମୁମୁର୍ଷୁ ମୋ ଜୀବକୋଷଆଜି ପୁଣି ଓଜସ୍ୱିନୀ ।ରକ୍ତଠୁ ନିଜର ସିନ୍ଦୁରଠୁ ସୁନ୍ଦରପ୍ରେମ ଓ ପଶ୍ଚାତାପ, ଅତୀତ ଓ ଅଭିଶାପ ।
Read More...

ବନ୍ଧୁକ ଗୁଳି ଜବତ ସହ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଗିରଫ କଲା ପୋଲିସ

ଭଦ୍ରକ : ଭଦ୍ରକ ଜିଲ୍ଳା ପୁରୁଣା ବଜାର ଠାରୁ ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ ହୋଇଛି । ସୁଚନା ଅନୁସାରେ ଭଦ୍ରକ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ର ମିଳିତ ଚଢଉରେ ସେକ୍‌ ରାଜା ଗିରଫ ହେବା ସହ ବନ୍ଧୁକ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି । ସେକ୍‌ ରାଜା ନାମରେ ବହୁତ
Read More...

୫ ଡକାୟତ ଗିରଫ

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ୍‌ କରିବା ସହ ସେମାନଙ୍କଠାରୁ ନଗଦ ୩୨ ହଜାର ଟଙ୍କା ସହ ୪ ବାଇକ୍‌ ସହ ତିନୋଟି ମୋବାଇଲ୍‌ ଜବତ୍‌ କରିଛି । ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ସ୍ଥାନୀୟ ଏକ ଦୋକାନରୁ ଡକାୟତି ହୋଇଥିବା
Read More...

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡାକ୍ତର, ସିଡିପିଓ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ୟ୍ୟକ୍ରମକୁ ଜିଲ୍ଲାବ୍ୟାପି ସଫଳତାର ସହ କାର୍ୟ୍ୟକାରୀ କରିବା ପାଇଁ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଜିଲ୍ଲାର ଡାକ୍ତର, ସିଡିପିଓଙ୍କ ସମେତ ସମସ୍ତ ଆଶା ଓ
Read More...

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶାରଦୀୟ ପୂଜା

ରାଉରକେଲାରେ ଶାରଦୀୟ ପୂଜା ନିମନ୍ତେ ବିଭିନ୍ନ ପୂଜା କମିଟି ନିଜ ନିଜ ସ୍ତରରେ ଅନୁମତି ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆବେଦନ କରିପାରିବେ ରାଉରକେଲା, (କେପିଏନ୍‌ଏସ୍‌) : ସମ୍ପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା,
Read More...

ପବନ ବେଗ ଯୋଗୁଁ ଭାଙ୍ଗି ଯାଇଛି ଧାନ ଗଛ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେତେବେଳେ ମରୁଡି, କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଛି ଛାଷୀ ମୁଣ୍ତୁରେ । ଏହି ସବୁ ସହି ନିଜର ବିଲରେ ଧାନ ଅମଳ କରିଥାଏ ଚାଷୀ । ହେଲେ ନିଜ ଆଖି ଆଗରେ ଫସଲ ନଷ୍ଟ ହେବାର ଦୃଶ୍ୟ ଯେ କେତେ ପୀଡାଦାୟକ ତାହା କେବଳ ଚାଷୀ ହିଁ
Read More...

ଗ୍ରାମାଞ୍ଚଳରେ ମାତିଲେଣି ଚୋର ଡକାୟତ ଦଳ : ଗୋଟିଏ ରାତିରେ ୩ ଦୋକାନରୁ ତାଲା ଭାଙ୍ଗି ସାମଗ୍ରୀ ଓ ଟଙ୍କା ଚୋରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନର ୩ଟି ଦୋକାନରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଦେଓଗାଁ ଥାନାରୁ ମାତ୍ର ୫୦ଫୁଟ ଦୂରତାରେ ଥିବା ବସଷ୍ଟାଣ୍ଡର ଏକ ପାନ ଦୋକାନରୁ ତାଲା କାଟି ଦୋକାନ ଭିତରେ ଥିବା ପାନ ମସଲା, ଥଣ୍ଡା ପାନୀୟ ଜଳ ସାମଗ୍ରୀ ଓ
Read More...

ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି କ୍ରମରେ ଦେଓଗାଁ ବ୍ଲକ ବିଜୁଦଜନତା ଦଳ ପକ୍ଷରୁ ଦେଓଗାଁ ସାପ୍ତାହିକ ବଜାର
Read More...

ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଏଆଇକେକେଏମ୍‌ଏସ୍‌.ର ଦେଓଗାଁ ବ୍ଲକରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଲ୍‌ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦେଓଗାଁ ବ୍ଲକ ଶାଖ ତରଫରୁ ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚଳିତ ବର୍ଷ ଧାନ ଚାଷରେ ଚକଡା ରୋଗ ଯୋଗୁଁ ବ୍ଲକର ଅଧିକାଂଶ ଅଂଚଳରେ ବ୍ୟାପକ ମାତ୍ରାରେ
Read More...

ତମ୍ବାସିନା‐ମାଣିକପୁର ରାଜ୍ୟ ରାଜପଥରେ ଗଭୀର ଗର୍ତ୍ତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା‐ସିନ୍ଧୁଗୋରା ନଂ. ୪୧ ରାଜ୍ୟ ରାଜପଥର ତମ୍ବାସିନା ନିକଟରେ ପିଚୁ ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ସୂଚନା ଅନୁସାରେ କିଛି ବର୍ଷ ତଳେ ଉକ୍ତ ରାସ୍ତା ନିର୍ମାଣ କରାଯାଇ ଥିଲେ ହେଁ ତମ୍ବାସିନା ଠାରୁ ମାଣିକପୁର, ଘଣ୍ଟାପଡା ମଙ୍ଗଳା
Read More...