Daily Archives

ତୁଷୁରା ଏନଏସି ପକ୍ଷରୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

ତୁଷୁରା, (ଅଜିତ କୁମାର ସାହୁ) : ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିସନ ଜରିଆରେ ବଲାଙ୍ଗିର ଜିଲା ତୁଷୁରା ଏନଏସି ପକ୍ଷରୁ ସହରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ଏନଏସି ପରିସରରେ ବୁଧବାର ବଣ୍ଟନ କରାଯାଇଛି । ରାଜ୍ୟ ମହିଲା
Read More...

ଛାତ୍ର ବିଜେଡି ପକ୍ଷରୁ ମାସ୍କ ଓ ସାନିଟାଇଜର୍‌ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ର ବିଜେଡି ପକ୍ଷରୁ ତୃତୀୟ ଦିନରେ ପହଂଚିଲା ମାସ୍କ ଓ ସେନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ । ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟଳୟରେ ପି.ଜି ପରୀକ୍ଷାର୍ଥୀମାନଙ୍କୁ ମାସ୍କ ଓ ସେନିଟାଇଜର୍‌
Read More...

ହସ୍‌ପିଟାଲ ବଚାଂଅ ଅଭିଯାନ ପକ୍ଷରୁ ର‍୍ୟାଲି

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ମୁଖ୍ୟ ସହରରେ ଥିବା ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ପୂର୍ଣ୍ଣକ୍ଷମ କରିବାକୁ ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଘୋଷଣା
Read More...

ଗୁରୁଣ୍ଡିଆର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ : ୨୩ଟି ଗାଁର ମା’ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ। ବୁଧବାର ଦିନ ଏହି ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ୩ଟି ଗ୍ରାମପଞ୍ଚାୟତର
Read More...

ବିଦ୍ୟୁତ୍‌ ଟ୍ରାନ୍ସଫର୍‌ମର୍‌ ସଂସ୍ପର୍ଶରେ ଆସି ଗାଇ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡ଼ା ସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌ରେ ଲାଗି ଗୋଟିଏ ଗର୍ଭିଣୀ ଗାଇର ପ୍ରାଣ ଯାଇଥିବା ଜଣାପଡ଼ିଛି । ତେବେ ଏହି ଟ୍ରାନ୍ସଫର୍‌ମର୍‌ଟି ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଭଳି ଆହୁରି ବିପଦ୍‌ଜନକ ଘଟଣା ଘଟିବାର ସମ୍ଭାବନକୁ ଏଡ଼ାଇ
Read More...

ସଂକଳ୍ପ ପରିବାର ତରଫରୁ ଶବସତ୍କାର : ଏକା ଥରକେ ଚାରୋଟି କରୋନା ଆକ୍ରାନ୍ତ ଶବ ସତ୍କାର କରିଛି ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ଆଜି ଗୋଟିଏ ଦିନରେ ଚାରୋଟି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶବସତ୍କାର କରିଥିଲା । ମୃତ ଶବଗୁଡିକ ବରଗଡ଼ ମ୍ୟୁନିସିପାଲିଟି ଅଞ୍ଚଳର ଗୋଟିଏ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ଜଣେ, ଭଟଲି ବ୍ଲକ
Read More...

ଭିନ୍ନକ୍ଷମ ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ କୁମୀର ଗ୍ରାମର ନଳିନୀ ମଲ୍ଲିକଙ୍କ ପୁଅ ଜୟ କୁମାର ମଲ୍ଲିକ(୩) ଜନ୍ମରୁ ଭିନ୍ନକ୍ଷମ ଅଟେ । ନଳିନୀ ମଲ୍ଲିକ ଜଣେ ଗରିବ ଖଟିଖିଆ ମହିଳା ଅଟନ୍ତି । ଶିଶୁଟିକୁ ଚିକିତ୍ସା କରିବା ପାଇଁ ବିଭିନ୍ନ ଡାକ୍ତରଖାନାକୁ ନେଉଛନ୍ତି,
Read More...

ଭାରସାମ୍ୟ ହରାଇ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଧା ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୁଚନା ଅନୁଯାୟୀ ଆଜି ଭୋର୍ ୩ଟା ସମୟରେ ଜଟଣୀ ଠାରୁ ବଲାଙ୍ଗିର୍ ଅଭିମୁଖେ ଓଡି ୩୩ଆର୍ ୫୨୨୩ ନମ୍ବର ଟ୍ରକ୍
Read More...

ବେଫିକର ଚାଲିଛି ଆମ୍ବଗାଁ ଗୋରୁ ବଜାର, ପ୍ରଶାସନ ନୀରବ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ସଦର ସାପ୍ତାହିକ ଗୋରୁ ବଜାରରେ ପ୍ରବଳ ଗହଳି ଲାଗି ରହୁଛି । କେହି ପିନ୍ଧୁ ନାହାନ୍ତି ମାକ୍ସ ଓ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ । ଏସଏଚ ନଂ.୪୧ ରାସ୍ତା ସଂଲଗ୍ନ ପଡିଆରେ ବଜାର ବସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଅଙ୍କୁଶ
Read More...

ବଲାଙ୍ଗିର ଜିଲ୍ଲାରେ କମୁଛି ଏକ୍‌ଟିଭ୍‌ କରୋନା ଆକ୍ରନ୍ତଙ୍କ ସଂଖ୍ୟା : ଆଜି ବଲାଙ୍ଗିର ଜିଲ୍ଲାରୁ ୬୪ ଆକ୍ରାନ୍ତ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସରକାରୀ ସୂତ୍ର ଅନୁସାରେ ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୩ ରହିଛି । ଜିଲ୍ଲାରେ ସମୁଦାୟ ୫୫୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି
Read More...