Daily Archives

କବିତା : ଦହନାଙ୍କ

ପ୍ରବାସିନୀ ହୋତା ବିଶ୍ୱାସ କରଏ କଥା ମୋତେ ଜଣା ଯେଯେଉଁ ଜିନିଷକୁ ତୁମେ ପ୍ରକାଶ୍ୟରେ ବଦନାମ୍ କରତାହା ତମ ପାଖେ ନ ଥିବାର ଅନୁଭବତମକୁ ଏକାନ୍ତରେ ଝୁଣି ଖାଏ । ତମ ଅପାରଗତା କୁହ କିକୁହ ତମର ଅସହାୟତାତମକୁ ଏକା ଏକା ଖୁବ୍ ଦଂଶେସେଇ ବିଷ ଝାଡିବାକୁ ତମେତମ ବିଷଦନ୍ତ ବାହାର
Read More...

ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବ : ଜେଇଇ ଆଡଭାନ୍ସ ପରୀକ୍ଷାରେ କଣ୍ଟାବାଞ୍ଜି ର ଦୁଇ ଭାଇ କୃତକାର୍ଯ୍ୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତକାଲି ଜେଇଇ ଆଡଭାନ୍ସର ସର୍ବ ଭାରତୀୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଗୋଟିଏ ପରିବାର ଦୁଇ ଭାଇ ରେକର୍ଡ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ର‌୍ୟାଙ୍କ ରଖି ଓଡ଼ିଶାରେ ପ୍ରଥମ ସ୍ଥାନ
Read More...

ବରିଷ୍ଠ ବିଜେପି ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଅଜିତ ପୁରୋହିତ) : ବରିଷ୍ଠ ବିଜେପି. ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ସ୍ଥାନୀୟ ରାଜଖମାର ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସମେତ
Read More...

ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ୧ ଗିରଫ୍‌

ନୂଆଦିଲ୍ଲୀ : ନକଲି ଦସ୍ତାବିଜ ଆଧାରରେ ଋଣ ନେଇ ଏକ ଘରୋଇ ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ୍‌ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜେଶ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ବ୍ୟାଙ୍କରୁ ଋଣ ନେବା ପାଇଁ ନକଲି ପରିଚୟ ପତ୍ରର ବ୍ୟବହାର କରିଛି । ପୋଲିସ
Read More...

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ
Read More...

ଚାଷୀର ଭାତହାଣ୍ଡିକୁ ଗିଳି ଦେଉଛି ଚକଡ଼ା : ମିଳୁନି ସରକାରୀ ଔଷଧ, ବାଧ୍ୟ ହୋଇ ବଜାରରୁ ଚଢା ଦରରେ ଔଷଧ କିଣୁଛନ୍ତି ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଧାନ ଫସଳରେ ଏବେ ଚକଡ଼ା ମାଡ଼ିଛି । ଚାଷୀର ଭାତହାଣ୍ଡିକୁ ଚକଡା଼ ଗିଳି ଦେଉଛି । ଆଖି ପିଛୁଲାକେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଡେ଼ଉଛି । ପ୍ରତିକାର ପାଇଁ ଚାଷୀଙ୍କୁ ଔଷଧ ବା ପରାର୍ମଶ ମିଳୁନାହିଁ । କରୋନା ଆଳରେ କର୍ମଚାରୀମାନେ
Read More...

ଡଭା ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ସରିଯାଇଛି । ସମସ୍ତ ୧୪ ଜଣ ୱାର୍ଡ ସଭ୍ୟ ବିପକ୍ଷରେ ଭୋଟ ଦେଇଥିବା ୱାର୍ଡ ସଭ୍ୟମାନଂକ ଠାରୁ ଜଣାପଡ଼ିଛି । କୋର୍ଟଂକ ନିର୍ଦ୍ଦେଶ କ୍ରମେ ଫଳାଫଳ
Read More...

ବିଧାନସଭା ଅଧିବେଶନ ଶେଷ : ଆଜି ଶେଷ ଦିନରେ ପାରିତ ହେଲା ୫ ବିଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭା ଅଧିବେଶନ ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସମା‌ପ୍ତ ହୋଇଛି । ଅଧିବେଶନ ଶେଷ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ଆଜି ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଥିବା ବେଳେ ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିବା ସୂଚନାରେ
Read More...

ହାଥ୍‌ରସ କାଣ୍ଡ : ପିଏଫ୍‌ଆଇ.ର ୪ କର୍ମକର୍ତ୍ତା ଗିରଫ, ଜାମିୟା ଛାତ୍ରକୁ କହିଲେ ମାଷ୍ଟର ମାଇଣ୍ଡ

ଲଖ୍‌ନଉ : ହାଥ୍‌ରସ କାଣ୍ଡ ପରେ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ୍‌ କରାଯାଇଛି । ସେମାନଙ୍କୁ ମଥୁରାରୁ ଗିରଫ୍‌ କରାଯାଇଥିବା କୁହାଯାଇଛି । ଚାରି ଜଣ ଯାକ ଦିଲ୍ଲୀରୁ ହାଥ୍‌ରସ୍‌ ଅଭିମୁଖେ ଯାଉଥିଲେ । ତାଙ୍କ ସହ ଏକ ଜାମିୟା ଛାତ୍ର ବି ସାମିଲ୍‌
Read More...

ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌ପି, ଏସ୍‌ଡ଼ିପିଓ ଓ ଆଇଆଇସି.ଙ୍କ ବଦଳି ଦାବୀ କଲେ ବିଧାନସଭାରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ମାସ ୪ ତାରିଖରେ ବଲାଙ୍ଗିର କୋଭିଡ କେଆର ସେଂଟରରେ ମହିଳାଙ୍କୁ କାର୍ଯ୍ୟରତ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯାତନା ଘଟଣାକୁ ନେଇ ଆଜି ବିଧାନସଭା ପୁଣି ଗରମ ହୋଇଛି । ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ
Read More...