Daily Archives

କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଲା ପୋଲିସ

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଇଛି ପୋଲିସ । ସୂଚନା ଅନୁସାରେ ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ର‍୍ୟାଲିରେ ପଞ୍ଜାବରୁ ହରିୟାଣା ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ତିନି ଦିନ ପାଇଁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ଜଲିଆଦର୍ହ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସଂପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଜଲିଆଦର୍ହ ଗାଁର କିଛି ଜଣ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ,
Read More...

ଟେମରୀ ଗ୍ରାମର ମଗରା ନାଳା ଡେମ ରାସ୍ତା ମରାମତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଲୋକମାନେ ଏସଡିଓ କ୍ଷୁଦ୍ର ଜଳସେଚନ ଅଧିକାରୀ ପଦ୍ମପୁରଙ୍କ ଠାରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଆଜକୁ ଦୁଇ ବର୍ଷ ପୂର୍ବେ ଟେମରୀ ଗ୍ରାମ ନିକଟରେ ଥିବା ମଗରା ନାଳାକୁ ରାସ୍ତା ନିର୍ମାଣ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୧୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୧୫ ଜଣ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୪ରୁ ୧, ୮ରୁ ୧, ୧୦ରୁ ୨, ୧୮ରୁ ୩, ୨୦ରୁ ୨ ଏବଂ ୨୧ରୁ ୨
Read More...

ଉଜୁଡି ଯାଇଛି ଓଡିଶାର ଭାତହାଣ୍ଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାରା ଓଡିଶାରେ ଭାତହାଣ୍ଡି ଭାବେ ପରିଚିତ । ମୁଖ୍ୟତଃ ରାଜ ବୋଡାସମ୍ବର ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଖରିଫ ଋତୁରେ ଧାନ ଚାଷକୁ ପ୍ରଧାନ୍ୟ ଦେଇଥାନ୍ତି, କାରଣ ଏ ଅଞ୍ଚଳରେ ଚାଷୀମାନଙ୍କ ପାଇଁ ଚାଷ କାର୍ୟ୍ୟ ସକାଶେ ସ୍ଥାୟୀ ସୁବିଧା ଆଜି
Read More...

ହାଥରସ ଗଣ ଦୁଷ୍କର୍ମ ଘଟଣା : ଯୋଗୀ ସରକାରଙ୍କ ଇସ୍ତାଫା ଦାବୀ କଲା ଲକ୍ଷେ ଘର ଗଣ୍ଡା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ୟୁପି ସରକାରର ଦଳିତ ମାରଣ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରକାଶ କରାଯାଇଛି । ସମାଜର ଶତାଧିକ ଯୁବକ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇ ହାଥରସରେ ଗଣ
Read More...

ମଲିକୁଦ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ବରଗାଁ ସରପଞ୍ଚ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମରେ ଗୋଟିଏ ପରିବାରର ୪ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବରଗାଁ ସରପଞ୍ଚ ବେଲମତୀ ସେଠୀ ମଲିକୁଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା
Read More...

ରାତିରେ ଅନ୍ତିମ ସଂସ୍କାର କରି ନଥିଲେ ସକାଳୁ ଜଳି ଉଠିଥାନ୍ତା ଜାତୀୟ ଦଙ୍ଗା : କୋର୍ଟକୁ କହିଲେ ୟୁପି ସରକାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଗଣ ଦୁଷ୍କର୍ମ ସହ ସଂପୃକ୍ତ ଏକ ଜନହିତ ଯାଚିକା ସମ୍ବନ୍ଧରେ ଦାୟର ହୋଇଥିବା ମାମଲାରେ ୟୁପି ସରକାର ନିଜର ପକ୍ଷ ରଖିଛନ୍ତି । ତେବେ ଡିଏମ୍‌ଙ୍କ ଦ୍ୱାରା ବିଳମ୍ବିତ ରାତିରେ ଶବ ଦାହ କରାଯିବା ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାତିରେ ଶବ
Read More...

ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (ରବି ରଥ) : ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ନବୀନ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନବୀନ ସମ୍ପାଦକ ରବି ରଥଙ୍କ ସଭାପତିତ୍ୱ କରି ସ୍ୱର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଜୟପ୍ରକାଶ ଆନ୍ଦୋଳନ ଓ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୭୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୧୧୯
Read More...