Daily Archives

ଟିଟିଲାଗଡରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଭାଇ ଜିଉନ୍ତିଆ

ଟିଟିଲାଗଡ , (ଗୌରବ ଦର୍ଜୀ) : ବର୍ଷରେ ଥରେ ଆସେ ଦଶହରା ମାସ । ଏଥିରେ ମା ଦୁର୍ଗା ଧରାପୃଷ୍ଠରେ ଅବତରଣ କରନ୍ତି । ଅଧର୍ମର ନାଶ ଓ ଧର୍ମର ଜୟ ପାଇଁ ମା ଦୁର୍ଗା ଏହି ଧରାପୃଷ୍ଠରେ ଅବତରଣ କରିଥାନ୍ତି। ଏହି ମାସ ଶୁକ୍ଳ ପକ୍ଷ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ହୋଇଥାଏ । ଏହା ମଧ୍ୟରେ ପଶ୍ଚିମ
Read More...

ସରମୁହାଣରେ ଭାଇ ଜିଉନ୍ତିଆ ପାଳନ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ସରମୁହାଣ ଠାରେ କୋଭିଡ କଟକଣା ପାଳନ କରି ଭାଇ ଜିଇନ୍ତିଆ ପାଳନ ହୋଇଯାଇଛି । ଭାଇଜୁଇନ୍ତିଆ ହେଇଉଛି କୋସଲ ଅଂଚଳର ମୁଖିଆ ତିହାର । ଭଉଣୀ ମାନେ ଭାଇର ମଙ୍ଗଳ କାମନା କରି ଉପବାସ କରିଥାନ୍ତି । ପୂର୍ବରୁ କୁଆଁରୀ ଝିଅ ମାନେ ଗାଁ ମୁଣ୍ଡକୁ ଯାଇ
Read More...

କବିତା : ସ୍ତ୍ରୀଲୋକର ଗପ

ରଂଜିତା ପଣ୍ଡା ଅପମାନର ବରଫଗୁଳା ଗିଳିପାରିବୁ ?ତ ସୁନାନାକି ,ଦଶପଦ ଶୁଣି ପଦେ କଥା ଫେରେଇବୁତ କଳିହୁଡି…। ଦୁଆରବଂଧକୁ ମୁଣ୍ଡିଆ ମାରିଓଠ କାମୁଡି ରହିବୁ ତ ସାତସତୀ ,ଦୁଆରବଂଧ ଡେଇଁବୁ ତ ସତର ନିନ୍ଦାରେବାର ନାମରେ ମିଳିପାରେ ଅଖ୍ୟାତି…। ଚାରିକାନ୍ଥ ଏପାଖେ ଅଛୁ ତଦି ମୁଠା ପଖାଳ
Read More...

ବୁଡାମାଲରେ ପୋଲିସ ଫାଣ୍ତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ଏକ ପୋଲିସ ଫାଣ୍ତିର ଆବଶ୍ୟକତା ରହିଛି । ବର୍ତ୍ତମାନ ବୁଡେନ ଥାନାରେ ଅନ୍ତର୍ଭୁକ୍ତ ବୁଡାମାଲ ଗ୍ରାମ । ବୁଡାମାଲ ଗ୍ରାମରୁ ପ୍ରାୟ ବୁଡେନ ଥାନାଟି ବାଇସ ରୁ ପଚିଶ କିଲୋମିଟର ଦୂରରେ ଥିବାରୁ
Read More...

ବେପରୁଆ ଗାଡି ଚାଲଣର କୁପରିଣତି : ଅଳ୍ପକେ ବର୍ତିଲା ଝିଅର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଳିଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବଡ଼ପଣ୍ଡା ବସର ଜନଗହଳି ପୂର୍ଣ୍ଣ
Read More...

କୋଭିଡ୍‌ କଟକଣା ମଧ୍ୟରେ ମା’ ନିଆଲିମଲିଙ୍କ ଯାତ୍ରା ସଂପନ୍ନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ଅନ୍ୟ ଏକ ପ୍ରଖର ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ୱାର୍ଡ ନଂ.୧୪ ଇଲେକ୍ଟ୍ରି ଗ୍ରୀଡ୍‌ ନିକଟରେ ଥିବା ସର୍ବପୁରାତନ ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଚଳିତ ବର୍ଷ ପୂର୍ବ ବର୍ଷ
Read More...

୪୭ କେଜି ଗଞ୍ଜେଇ ସହ ଜବତ୍‌ ହେଲା କାର୍‌ : ୧ ଗିରଫ

ଭଞ୍ଜନଗର : ଆଜି ଅସୁରବନ୍ଧ ଗ୍ରାମ ନିକଟସ୍ଥ ଦାନ୍ତଲିଙ୍ଗି ଛକ ଠାରେ ଏକ କାର୍‌ରେ ଚାଲାଣ ହେଉଥିବା ୪୭ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ । ଗଂଜେଇ ଚୋରା ଚାଲାଣକାରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳର ଶେଷଦେବ ମାଲିକୁ ମଧ୍ୟ ଗିରଫ କରାଯାଇଛି ।
Read More...

ଶାନ୍ତିପଡ଼ାରେ ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ଭାଇ ଜିଉଁନ୍ତିଆ ଅନୁଷ୍ଠିତ ହୋଇଯାଇଛି । ଭଉଣୀମାନେ ଭାଇମାନଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ଦିନ ସାରା ନିଷ୍ଠାର ସହ ନିର୍ଜଳା ଉପବାସ ରଖି ଆଜି ଶାନ୍ତିପଡ଼ା ମଧ୍ୟଭାଗରେ ଥିବା ପୁରୁଣା ସ୍ଥାନରେ ଠୁଳ ହୋଇ ମା’ଙ୍କୁ ପୂଜା
Read More...

ଘୁନସରରେ ଭାଇ ଜିଉଁତିଆ ପର୍ବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଅଞ୍ଚଳ ସମେତ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ଭାଇ ଜିଉଁତିଆ ପର୍ବ ପାଳିତ ହୋଇଯାଇଛି । ଏହା ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ବ । ଅଥଚ ଏଥର କାହାରି ମନରେ ସରାଗ ନାହିଁ । କରୋନା ଯାତନା ଭାଇ ଜିଉଁତିଆର
Read More...

ପ୍ରହସନ ପାଲଟିଛି ୨୦୧୯ ଖରିଫ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ : କେବଳ ଋଣୀ ଚାଷୀଙ୍କୁ କ୍ଷତିପୂରଣ, ପ୍ରିମିୟମ ବୁଝାଇଥିବା…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ରେ ଖରିଫ ଋତୁର କୃଷିବୀମା ସହାୟତା ରାଶି ଦେଓଗାଁ ବ୍ଲକ୍‌ର ୨୬ଟି ପଞ୍ଚାୟତରୁ ୨ଟି ପଞ୍ଚାୟତ କୁତୁର୍ଲା ଓ ହାତୀସରାର ଋଣୀଚାଷୀମାନେ ପାଇଛନ୍ତି । ଅନ୍ୟପକ୍ଷରେ ଅଣଋଣୀ ଚାଷୀମାନେ ବୀମା କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ରହିଛନ୍ତି । ଅଭିଯୋଗ ଅନୁସାରେ,
Read More...
error: Content is protected !!