Daily Archives

ବଲାଙ୍ଗିର ବିଜେଡିର ସପ୍ତାହବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୬୩ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର : (ଦେବାଶିଷ ମିଶ୍ର) : ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବଲାଙ୍ଗିର ବିଜୁ ଜନତା ଦଳ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ବଲାଙ୍ଗିର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି
Read More...

ଆବାସ ଯୋଜନା ଟଙ୍କା ହଡପ୍‌ ଅଭିଯୋଗ : ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ୍‌ ଅଧୀନସ୍ଥ କୁଶମେଲ ଗ୍ରାମ ପଞ୍ଚାୟତର ଫଟାବାହାଲ ଗାଁରେ ଜଣେ ଆବାସ ଯୋଜନା ହିତାଧିକାରୀଙ୍କ ଟଙ୍କା ଜିଓଟେଗ୍‌ରେ କାମ କରୁଥିବା ଜଣେ ଯୁବକ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି । ଆବାସ ଯୋଜନା ହିତାଧିକାରୀ ବନମାଳି ପଧାନ ଅଭିଯୋଗ କରିଛନ୍ତି
Read More...

କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲେ ବି କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନ୍‌ଙ୍କ ଆଜି ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପୁତ୍ର ଏବଂ ଏଲ୍‌ଜେପି.ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ୍‌ ଏହି ବିଷୟରେ ପୁଷ୍ଟି କରିଛନ୍ତି । ଟ୍ୱିଟ୍‌ କରି ଚିରାଗ୍‌ ପାଶୱାନ୍‌
Read More...

ଆଜାଦ୍ ହିନ୍ଦ୍ ଫୌଜର ସେନାନୀ ସ୍ବର୍ଗତ କୁରେସୀଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଶେଖ୍ ରାମଜାନ କୁରେସୀ ଆଜାଦ୍ ହିନ୍ଦ୍ ଫୌଜରେ ସାମିଲ ହୋଇଥିଲେ । ମଧ୍ୟ ପ୍ରଦେଶର ମୂଳ ନିବାସୀ ସ୍ବର୍ଗତ କୁରେସୀ ଗତ ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ବରଗଡ଼ ଜିଲ୍ଲାର ମାଣ୍ତୋସିଲ ଗ୍ରାମକୁ ଆସି
Read More...

କବିତା : ପାଳଭୂତ

ଦାମୋଦର ପଣ୍ଡା ଠିଆ ହେଇଥିବା ଲୋକକୁପଚାରେ କିଏସମୟ ଦୁଃସମୟବାଟ ଭାଙ୍ଗି ଚାଲିଯାଏ । ଠିଆ ହେଇଥିବା ଲୋକରପାଦ ଦୁଇଟି ଗଛ ଓହାତ ପାଲଟି ଯାଏ ଡାଳଯେମିତି ବରଗଛର ଓହଳ । ନୀରବତା ପାଲଟି ଯାଏପ୍ରାୟୋଜିତ କୋଳାହଳ । ଧୀରେ ଧୀରେଠିଆ ହେଇଥିବା ଲୋକଟିବନି ଯାଏ ପାଳଭୂତ,ଜଗିଥାଏ
Read More...

ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ପାକିସ୍ତାନ : ନିଜର ଦୁର୍ବଳତା ନେଇ ନେଲା ଏଭଳି ନିଷ୍ପତ୍ତି

ଇସ୍‌ଲାମାବାଦ : ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ହୋଇଛି ପାକିସ୍ତାନ । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ନିୟମିତ ଭାବେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭାରତର ଏଭଳି ବଢ଼ି ଚାଲିଥିବା ଶକ୍ତିକୁ ଦେଖି ପାକିସ୍ତାନର ବନ୍ଧୁ ଦେଶ ଚୀନ୍‌ର ମଧ୍ୟ ଚିନ୍ତା ବଢ଼ିଛି । ଗଲୱାନ୍‌ରେ
Read More...

କ୍ୟାନ୍ସର ରୋଗରେ ପୀଡିତା ଗୀତାଞ୍ଜଳି ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା କିଛି କମ ନୁହେଁ । ଅନେକ ଗରିବ ଶ୍ରେଣୀର ପରିବାର କ୍ୟାନ୍ସର ରୋଗରେ ପୀଡିତ ହେଉଛନ୍ତି । ସେଥିରୁ ବାଦ ପଡିନାହାନ୍ତି ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ସରଧାପଲି ପଞ୍ଚାୟତ ଲେବିଡ଼ି ଗ୍ରାମର ଗୀତାଞ୍ଜଳି
Read More...

ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକାଙ୍କୁ ସାନିଟାଇଜର ଓ ମାସ୍କ ବଂଟନ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଓ ଛତ୍ରପୁର ବ୍ଲକରେ ଥିବା ସାମୁଦ୍ରିକ ମତ୍ସଜୀବୀ ଆଧ୍ୟୁସିତ ନୁଆଁ ପୋଡ଼ମପେଟା, ପୁରୁଣା ପୋଡ଼ମପେଟା, ପୋଡ଼ମପେଟା ଓଡ଼ିଆରପି କଲୋନୀ, ଗୋଖରକୁଦା, ପୁରୁଣାବନ୍ଧ, ପାଳିବନ୍ଧ, ବଡ଼ନୋଳିଆ ନୂଆଗାଁ, ସାନ ନୋଳିଆ ନୂଆଗାଁ ଆଦି ୮ ଟି ଗ୍ରାମରେ କାର୍ୟ୍ୟରତ ୨୮ଜଣ
Read More...

ଜେଇଇ ଆଡ୍‌ଭାନ୍ସଡ଼୍‌ରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ରୌନକ ଡାଲମିଆ ଓ ମନ୍ଥନ ଡାଲମିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୌନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ ଆଡ଼୍‌ଭାନ୍ସଡ଼ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ୱ ହାସ୍‌ଲ କରିଛନ୍ତି । ଆଜି ପୂର୍ବାହ୍ନରେ ରୌନକ ଓ ମନ୍ଥନଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

କରୋନା ଆରୋଗ୍ୟ ସରକାରୀ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ୍‌ ପ୍ରୋଗ୍ରାମ ମେନେଜର କବିନ୍ଦ୍ର ଜେନା ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ନିଜେ କରୋନା
Read More...
error: Content is protected !!