Daily Archives

ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର : ୧ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆସିଲେ ଗର୍ଭବତୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ୧ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆସିଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ। ତରଭା ବ୍ଳକ ବଘିଆ ପଞ୍ଚାୟତର ବଡମାଲ ନନ୍ଦପାଲି ଗାଁର
Read More...

କବିତା : ପାପର ମୃଦୁହସ

ସୌଭାଗ୍ୟବନ୍ତ ମହାରଣା କଳାରକ୍ତର ଉର୍ବରତାରେଗଜୁରୁଥିବା ଧର୍ମାନ୍ଧତାର ବୀଜପାଆଁଲି ଯାଏ ପାପଗ୍ରନ୍ଥିରେକଙ୍କାଳ ମାନଙ୍କୁ ଗଭୀର ନିଦରୁ ଉଠେଇନିକୃଷ୍ଟ ପୁଣ୍ୟର ବଶମ୍ବଦ ହେବାକୁ।ମୃଦୁ ହସରେ ପାପର ପ୍ରଲେପଅବିଶ୍ବାସର ସନ୍ଧିରେ ସନ୍ଦେହର ଦୀର୍ଘଶ୍ବାସ। ଅଜ୍ଞତା,
Read More...

ବିଜେଡି ପକ୍ଷରୁ କରୋନା ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢିପଦର ଗ୍ରାମରେ ବିଜେଡି ପକ୍ଷରୁ କରୋନା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ମାଁ ସାହାଜୀ ଯୁବକ ସଂଘର ପୂର୍ବତନ ସମ୍ପାଦକଙ୍କ ପିତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆଙ୍କ ପିତୃ ବିୟୋଗ ଘଟିଛି । କପିଲାଭଟା ଗାଁର କୀର୍ତ୍ତନ ଛତ୍ରିଆ(୬୮) ଦୀର୍ଘ ଦିନ ହେଲା
Read More...

ଜୁଆ ଆଡ୍ଡା ଚଢ଼ାଉ : ୮ ଜୁଆଡି ଗିରଫ ସହ ୪୫ ହଜାର ଟଙ୍କା ଜବତ

ଗଂଜାମ : ଆସିକା ବ୍ଲକର ପାଣ୍ଡିଆପଥର ପଂଚାୟତ ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜୁଆଡି ସହ ତାଙ୍କ ନିକଟରୁ ୪୫ ହଜ଼ାର ଟଙ୍କା, ୮ଟି ମୋବାଇଲ ଓ ୪ ଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର
Read More...

ପୂଜା ପାର୍ବଣ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ପ୍ରଶାସନିକ ବୈଠକ

କଂଟାବାଂଜି, (ମନିଶ କୁମାର ହଂସ) : ଟିଟିଲାଗଡ ସବ୍‌ ଡିଭିଜନ ଅଧୀନରେ କରୋନା ମହାମାରୀ ସଂକ୍ରମଣ ସମୟରେ ଚଳିତ ଦୁର୍ଗା ପୂଜା, କାଳି ପୂଜା, ଗଜଲକ୍ଷ୍ମୀ ପୂଜା ସହ ଅନ୍ୟାନ୍ୟ ପୂଜା ପାର୍ବଣ ଶାନ୍ତି ଶୃୃଙ୍ଖଳାର ସହ ପାଳନ କରିବା ସହିତ କରୋନା ସଂକ୍ରମଣର ନିୟମ ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ,
Read More...

ସୁନା ଦୋକାନୀଙ୍କୁ ଆକ୍ରମଣ ମାମଲାରେ ୧୧ ଅଭିଯୁକ୍ତ ଗରିଫ

ଯାଜପୁର : ସୁନା ଦୋକାନୀଙ୍କୁ ଆକ୍ରମଣ ସହ ଲୁଟ ଘଟଣାରେ ୧୧ଜଣଙ୍କ ନାରେ ପୁଲିସ ମାମାଲା ରୁଜୁ କରିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଲା ଥାନା ଅର୍ନ୍ତଗତ ବ୍ରହ୍ମବରଦା ଗାଁର ସୁନା ଦେକାନୀ ଗତ ୬ ତାରିଖରେ ଦୋକାନ ବନ୍ଦକରି ସୁନା, ରୂପା ଗହଣା ନେଇ ଘରକୁ ଯାଉଥିବା
Read More...

ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଜ୍ୟୋତିଷ, ଗବେଷକ ଗଜରାଜ ସିଂ ପୁଟାଙ୍କ ପିତା ମଧୁସୂଦନ ପୁଟାଙ୍କ ଖପୁରୀଡିହି ଗ୍ରାମ ବାସଭବନରେ ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୧୦୯ ବର୍ଷ ହେଉଥିଲା । ତାଙ୍କର
Read More...

ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ଏକ ମାତ୍ର ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିଘଂଚ ପାହାଡ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏ ଅଞ୍ଚଳରେ ମୁଖ୍ୟତଃ ମେଲେରିଆ ଜ୍ୱର ପ୍ରାୟତଃ ଲାଗି ରହିଥାଏ । ଓଡିଶା ମାନଚିତ୍ରରେ ଅନ୍ୟ କେଇ ଜିଲ୍ଲା ଭଳି ବରଗଡ ଜିଲ୍ଲାର
Read More...

ରୁଗୁଡିପଡା ନବରାତ୍ର ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବରାତ୍ର ଦୁର୍ଗାପୂଜା ପାଇଁ ଶନିବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ମହାରାଣୀ ସାଗର ଠାରେ ପୂଜାଅର୍ଚ୍ଚାନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣିଥିଲେ । ପୂଜା
Read More...
error: Content is protected !!