Daily Archives

ଆଚାର୍ଯ୍ୟ ସେନାପତି ନାଗଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖ୍ରୀଷ୍ଟିଆନ ସମାଜର ପାଶ୍ଚାତ୍ୟ ଉକ୍ରଳ ଖ୍ରୀଷ୍ଟିୟ ଉଦ୍‌ଯୋଗ ସମିତି ସମ୍ମିଳନୀର ପୂର୍ବତନ ସଭାପତି ସ୍ଥାନୀୟ ଆଲୋକ ନଗର ବାସିନ୍ଦା ଆଚାର୍ଯ୍ୟ ସେନାପତି ନାଗ(୬୬)ଙ୍କ ଆଜି ପୂର୍ବାହ୍ନ ସାଢେ଼ ଆଠଟାରୁ ୯ଟା ଭିତରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରିବାର ପକ୍ଷରୁ
Read More...

ଗଳ୍ପ : ଭବିଷ୍ୟତ

ସୁକାନ୍ତ ସାହୁ ମା’ ଘରେ ପହଁଚିଲା ପରେ ଦାଣ୍ଡରୁ ଦୌଡ଼ିଦୌଡ଼ି ଆସି ବେଡ଼୍ ରୁମ୍‌ରେ ଶୋଇପଡ଼ିଲା ସୁଇଟି । ମା’ ଘର ଭିତରେ ପହଁଚିଲା ପରେ ହସିହସି ବାପା କହିଲେ : ଆରେ ମତେ ଫୋନ୍ କଲନି କାହିଁକି ? କୋଉ ଗାଡ଼ିରେ ଆସିଲ କି ଏତେ ଜଲ୍‌ଦି ପହଁଚିଗଲ? : ହଁ, ଚକାଡ଼ୋଳା ବସ୍‌ରେ ଆସିଲି । ଏଇ ପାଖ
Read More...

ଦୁଇ ଭାଇଭଉଣୀ ଜନ୍ମରୁ ଦିବ୍ୟାଙ୍ଗ : ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା, (କେପିଏନ୍‌ଏସ୍‌) : ଜନ୍ମରୁ ଦିବ୍ୟାଙ୍ଗ ଦୁଇ ଭାଇଭଉଣୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛିି ବାଧକ । ନୂଆଡପଡା ଜିଲ୍ଲାର ଖଡିଆଳ ବ୍ଳକ ଅର୍ନ୍ତଗତ ଭୁଲିଆ ସିକୁଆଁ ଗ୍ରାମର ଭାଗ ପଟେଲ ଓ କିୟା ପଟେଲଙ୍କ ପୁଅ ଲକ୍ଷେ ପଟେଲକୁ ବୟସ ମାତ୍ର ୭ ବର୍ଷ ହେଉଥିବା ବେଳେ ଝିଅ ଥୟାମଣି ପଟେଲକୁ
Read More...

ଦନ୍ତା ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଢେଙ୍କାନାଳ : ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ବାରିହାପୁର-ବସୋଇ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ବାରିହାପୁର ଗାଁର କାଳନ୍ଦୀ ଚରଣ ସାହୁ ସାଇକଲରେ ନିଜ
Read More...

ବିଜେଡ଼ି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତ୍ତୃତ୍ୱ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ବରତୁଣ୍ଡା ଓ ବିରିପାଲି ପଞ୍ଚାୟତର
Read More...

ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସଜବାଜ

ପଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ
Read More...

ଆଗଧାଡିର କରୋନା ଯୋଦ୍ଧା ଡାକ୍ତର ଲୋଟସ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ଗୋଟିଏ ସମୟରେ କରୋନା ସଂକ୍ରମଣ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସି ଯାଇଥିଲା । ଠିକ୍‌ ଏହି ସମୟରେ କଟାପାଲି ସିଏଚସି.ରେ କାର୍ୟ୍ୟରତ ଡାକ୍ତର ଲୋଟସ ମିଶ୍ର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନିଜେ ମଧ୍ୟ
Read More...

ମୁହାଁମୁହିଁ ୨ କାର୍‌‌ ଧକ୍କା : ୨ ମୃତ, ୬ ଗୁରୁତର

ଫୁଲବାଣୀ : ଦୁଇଟି କାର୍‌ ମୁହାଁମୁହିିଁ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା କଳିଙ୍ଗିଆ - ଉଦୟଗିରି ରାସ୍ତାର ରାଇପଦା ଗାଁ ନିକଟ ବୁଲାଣି ରାସ୍ତାରେ ଦୁଇ କାର୍‌‌ ମଧ୍ୟରେ
Read More...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କରୋନା ସଂକ୍ରମିତ : ଟ୍ୱିଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ତାଙ୍କର କରୋନା ପଜିଟିଭ୍‌ ଆସିଛି । ଲକ୍ଷଣ ଜଣା ପଡ଼ୁନାହିଁ । ନିଜେ ସୁସ୍ଥ ଅନୁଭବ କରୁଥିବା ସେ
Read More...

‘ରଙ୍ଗବତୀ ରଙ୍ଗେଇ ଦେଲା’ର ଶୁଭମୁକ୍ତି ଉତ୍ସବ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବିବେକାନନ୍ଦ ନାଟ୍ୟ ସଂସଦ କୃତ ପ୍ରଥମ କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର 'ରଙ୍ଗବତୀ ରଙ୍ଗେଇ ଦେଲା'ର ଶୁଭମୁକ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ସରକାରଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ କୋଶଲୀ କ୍ଷୁଦ୍ର
Read More...
error: Content is protected !!