Daily Archives

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମେଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନାରଦ ପୂଜାହାରୀଙ୍କ ଧର୍ମପତ୍ନୀ ଧର୍ମପ୍ରାଣା ଇନ୍ଦିରା ପୂଜାହାରୀ(୭୩)ଙ୍କ ଆଜି ରାତି ୯ଟାରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ସ୍ବାମୀ, ଦୁଇଝିଅ ବୟନ୍ତି, ଜୟନ୍ତି, ତିନିପୁଅ ରାଜକିଶୋର,
Read More...

କରୋନାରୁ ଆରୋଗ୍ୟ ଲାଭ କରି ପିତା-ପୁତ୍ରଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ସୁକାନ୍ତ କୁମାର ପରିଚ୍ଛା ଏବଂ ତାଙ୍କ ସୁପୁତ୍ର ଅପ୍ରମିତ ପରିଚ୍ଛା ସ୍ୱେଚ୍ଛାକୃତ ଭାବେ ଆଜି ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଅଛନ୍ତି ।
Read More...

ଲୋଇସିଂହା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଶୋକ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଷ୍ଟା ବ୍ଲକ୍‌ ସଭାପତି ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସଡର଼୍ାର ପ୍ରଧାନ ଶିକ୍ଷକ
Read More...

ଆଗଲପୁର ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ସିପିଏନ୍‌ ହାଇସ୍କୁଲ ଭରସୁଜା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ସମ୍ମାନିତ ଅତିଥି ଭାବେ ଏବିଇଓ ଅରୁଣୀ
Read More...

୨ ଭଉଣୀଙ୍କ ମୃତ୍ୟୁ ଘଟଣା ଏବେ ବି ଅନେକ ପ୍ରଶ୍ନ ଗହଳିରେ ଛ‌ନ୍ଦି ହୋଇ ରହିଛି

ତୁଷୁରା, (ଅଜିତ କୁମାର ସାହୁ) : ଦୁଇ ଭଉଣୀ ଏକା ସାଙ୍ଗରେ ନଦୀକୁ ଡ଼େଇଁବା ଘଟଣାରେ ଏପର୍ୟ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି । କାହିଁକି ୨ ଭଉଣୀ ନଦୀକୁ ଡ଼େଇଁଲେ ? ନା ତାଙ୍କୁ କିଏ ଠେଲି ଦେଇଛି ? ସାଧାରଣରେ ଏଭଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ମୃତ ଯୁବତୀଙ୍କ ପରିବାର ବି ଚୁପ୍
Read More...

କଂଟାବାଂଜି ପୋଲିସ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା, ପୂଜା ମଂଡପରେ ୩ ଜଣରୁ ଅଧିକ ରହିପାରିବେ ନାହିଁ : ବିଧାୟକ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ ଚଳିତ ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା ମଣ୍ଡପରେ ୩ ଜଣରୁ ଅଧିକ ନ ରହିବା ପାଇଁ ଆଜି ସଂଧ୍ୟାରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଉଛି । ସହରରେ ରୋଡ ନଂ. ୩, ପୁରୁଣା ବସ୍ତି, ଉକ୍ରଳ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ନବରାତ୍ର
Read More...

ଦଳିତଙ୍କ ଘର ଭାଙ୍ଗି ଦେଇଛି ପ୍ରଶାସନ : ସାଧାରଣରେ ନିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକଙ୍କୁ ନ୍ୟାୟୋଚିତ ସେବା ଯୋଗାଇବା ପ୍ରଶାସନର ଧର୍ମ । ବେଳେ ବେଳ ପ୍ରଶାସନ ନିଜର ଧର୍ମପଥରୁ ଓହରି ବେନିୟମ କାର୍ୟ୍ୟ କରୁଥିବାର ଦୃଷ୍ଟାନ୍ତ ବି କିଛି କମ୍ ନାହିଁ । ଦଳିତ ଆଦିବାସୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଘର ଭାଙ୍ଗିଦେଇଛି ପ୍ରଶାସନ । ବରଗଡ଼
Read More...

ପଦ୍ମପୁର ସହରରେ ପାନୀୟ ଜଳଯୋଗାଣ ଠପ୍‌ : ଟେଙ୍କର ଯୋଗେ ଜଳଯୋଗାଣ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିରେ ଗତ କିଛି ଦିନ ହେଲା ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡିଛି । ସହରର ମୁଖ୍ୟ ରାସ୍ତା କଡରେ ଥିବା କିଛି ଘରକୁ ଛାଡି ଦେଲେ ଅନ୍ୟ ସମସ୍ତ ଅଂଚଳରେ ଜଲଯୋଗଣ ବନ୍ଦ ହୋଇଯାଇଛି । ଏହା ଫଳରେ ସକାଳ ପାହିବା ମାତ୍ରେ
Read More...

ଚନ୍ଦ୍ରାସେଣୀ ମନ୍ଦିରର ପୁନଃର୍ବିନ୍ୟାସ : ଦଶହରାପୂଜା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡା ଓ ତାଲପାଲିପଡାର ମଧ୍ୟଭାଗରେ ଥିବା ଚନ୍ଦ୍ରାସେଣୀ ମନ୍ଦିରକୁ ଚଳିତ ବର୍ଷ ପୁନର୍ବିନ୍ୟାସ କରାଯାଇଛି । ଭକ୍ତଙ୍କ ଦ୍ୱାରା ନିଜସ୍ୱ ଉଦ୍ୟମରେ ଏହାର ମନ୍ଦିର ଚୁଡା ନିର୍ମାଣ ସହିତ ରଙ୍ଗ କରାଯାଇ ତଥା ଚିତ୍ର ଅଙ୍କା ଯାଇ ନୂତନ ରୂପ
Read More...

କୋଭିଡ ଆଇନ ଉଲଂଘନ ଅଭିଯୋଗରେ କପଡା ଦୋକାନ ସିଲ୍

ପାଟଣାଗଡ଼, (କେପିଏନ୍ଏସ୍) : କୋଭିଡ-୧୯ ଆଇନ ଉଲଂଘନ ଅଭିଯୋଗରେ ସହରର କପଡା ଦୋକାନ ତ୍ରିଦେଵ ବସ୍ତ୍ର ଭଣ୍ଡାର ପ୍ରଶାସନ ତରଫରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ସିଲ୍ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ମ୍ୟୁନିସିପାଲଟି
Read More...
error: Content is protected !!