କୋଭିଡ ଆଇନ ଉଲଂଘନ ଅଭିଯୋଗରେ କପଡା ଦୋକାନ ସିଲ୍

ପାଟଣାଗଡ଼, (କେପିଏନ୍ଏସ୍) : କୋଭିଡ-୧୯ ଆଇନ ଉଲଂଘନ ଅଭିଯୋଗରେ ସହରର କପଡା ଦୋକାନ ତ୍ରିଦେଵ ବସ୍ତ୍ର ଭଣ୍ଡାର ପ୍ରଶାସନ ତରଫରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ସିଲ୍ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ମ୍ୟୁନିସିପାଲଟି ଇଓ, ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.